Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ।

724 0

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ।ଏଭଳି ଏକ ଲଜ୍ଜା ଜଣକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା SP ଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ।ଘଟଣା ମୁତାବକ ଜହରଲାଲ  ବେହେରା ନାମକ ଜଣେ ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ indoor stadium ଦେଇ ଆସୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଏକ ନିଛାଟିଆ pump house କୁ ଟାଣି ନେଇଥିଲେ।ତେବେ ଛାତ୍ରୀ ଜଣକ ଏ ବାବଦକୁ ଘରଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଆସି ଅଭିଯୁକ୍ତଙ୍କୁ ଏକ ବିଦ୍ୟୁତ ଖୂଂଟୀରେ ବାନ୍ଧି ଦେଇ ପୋଲିସ କୁ ଖବର ଦେଇଥିଲେ।ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତକୁ ଥାନାକୁ ନେଇ ଯାଇଥିଲେ।ତେବେ ଜଣେ ରକ୍ଷକ ହୋଇ ଭକ୍ଷକ ସାଯିବା ସାଧାରଣରେ ନିନ୍ଦା କରାଯାଉଛି।

Facebook Notice for EU! You need to login to view and post FB Comments!

Related Post

ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଅଚିହ୍ନା ଶବ ଠାବ

Posted by - July 22, 2021 0
ଉତ୍ତର ଭୁବନେଶ୍ୱର:( ସନ୍ତୋଷ ରାଉତ)   ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଜଣେ ଅଚିହ୍ନା ଲୋକର ଶବ ଠାବ ହୋଇଛି । ବାଲିଯାତ୍ରା ତଳ…

ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ ଦୁଇ ଗିରଫ

Posted by - December 14, 2019 0
ଘଟଗାଁ,ତା ୧୩ ଡିସେମ୍ବର  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ଗଣବଳାତ୍କାର କାରଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ସୋମନାଥପଲ୍ଲୀ ମୋଟରସାଇକେଲ୍ ପୋଡ଼ି ଘଟଣାରେ ଭୁବନେଶ୍ୱରରୁ ତିନି ଗିରଫ

Posted by - January 16, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗତ ବୁଧବାର ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ କଣ୍ଟେଇପଲ୍ଲୀ ନିକଟସ୍ଥ ସୋମନାଥପଲ୍ଲୀ ଛକରେ ଏକ ଗ୍ଲାମର ମୋଟରସାଇକେଲ୍ ପୋଡ଼ି ଘଟଣାରେ ଗାଙ୍ଗପୁର ପୋଲିସ୍ ଭୁବନେଶ୍ୱରରୁ ତିନି…

କପସିପାଳି ଗାଁ ନିକଟ ରାସ୍ତା କଡ଼ରୁ ଜଣକ ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି

Posted by - March 26, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା କପସିପାଳି କୁଲୁତାପଡ଼ା ଗାଁ ନିକଟ ରାସ୍ତା କଡ଼ରୁ ଏକ ମୃତ ଦେହ ଶନିବାର ଖପ୍ରାଖୋଲ ପୋଲିସ ଉଦ୍ଧାର କରିଛି ।…

ଦୁଷ୍କର୍ମ କାରିକୁ ୧୦ ବର୍ଷ ଜେଲ

Posted by - May 20, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ନାବାଳିକାକୁ ଦୁଷ୍କର୍ମ ଘଟଣାରେ ରାୟ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ | ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଂକା…

Leave a comment

Your email address will not be published.