Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

କେନ୍ଦୁଝର ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

1077 60

କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍ ରେ ପାଳନ କରିଥାନ୍ତି ା ମହାଲକ୍ଷ୍ମୀପୂଜାର ପ୍ରାୟତଃ ମାସକ ପୂର୍ବରୁ ଆଜି ମୂର୍ତ୍ତୀ ନିର୍ମାଣ ନିମନ୍ତେ ମାଟି ପୂଜନ ଉତ୍ସବ ପାଳିତ ହୋଇଯାଇଛି ା ଗୋବର୍ଦ୍ଧନ ଗ୍ରାମ ନିକଟସ୍ଥ ଅରଡ଼େଇ ନଦୀରୁ ମାଟି ପୂଜା ହୋଇ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ା ପଦ୍ମପୁର ଗ୍ରାମର କୁଳ ପୁରୋହିତ ହୃଦାନନ୍ଦ ବ୍ରହ୍ମ ସମ୍ପାଦନା କରିଥିଲେ ା ଏହି ଉପଲକ୍ଷେ ନଗର କିର୍ତ୍ତନ ଶୋଭାଯାତ୍ରା ସହ ପ୍ରସାଦ ସେବନ ପରିବେଶିତ କରାଯାଇଥିଲା ମହାଲକ୍ଷ୍ମୀପୂଜା କମିଟି ର ସଭାପତି ବିଜୟକୁମାର ସାହୁ ସମ୍ପାଦକ ଉତ୍ତମକୁମାର ସାହୁ ଙ୍କ ସହ କମିଟିର ବିନୋଦ ସାହୁ,ଗୋପାଳ ସାହୁ,ପ୍ରବୀଣ ସାହୁ,ଦୀପୁ ସାହୁ,ଗଣେଶ ସାହୁ,ଗିରିଶ୍ ସାହୁ, ବିନୟ ସାହୁ,ମନୁ ସାହୁ,ସତ୍ୟନାରାୟଣ ରଥ, ନବ କୁଅଁର,ନିରଞ୍ଜନ ପୃଷ୍ଟି,ଚ଼ତୁର୍ତ୍ତୁଜ ସାହୁ, ଜନ୍ମେଜୟ ସାହୁ,ସଜୀବ କୁମାର ସାହୁ,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା ଆସନ୍ତା ଅଗଷ୍ଟ ମାସ ୧୩ ତାରିଖ ରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ୧୪ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ୫ଞ୍ଚଦିନଧରି ରାଜଧାନୀ ଅପେରା ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ ସୂଚ଼ନା ଦିଆଯାଇଛି ା

Facebook Notice for EU! You need to login to view and post FB Comments!

Related Post

ଘଣ୍ଟାସୁନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଲା ଶିକ୍ଷା ସଚେତନତା ରଥ

Posted by - April 18, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଶିକ୍ଷା ସଚେତନତା ରଥ ସବୁ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଶିକ୍ଷା ପ୍ରତି ଆକର୍ଷଣ…

ପୁରୁଣାକଟଜ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 15, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଆମ୍ଭ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ସ୍ଵାଧୀନତା ଦିବସ ର ଅମୃତ ମହୋତ୍ସବ କୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପାଳନ କରାଯାଇଛି…

୧୫ ତାରିଖରେ ହେବାକୁ ଥିବା ଧର୍ମଘଟ ରେ ସାମିଲ ହେବନି ଓଡିଶା ଡ୍ରାଇଭର ମହାସଂଘ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଧର୍ମଘଟ ରେ ସାମିଲ ହେବନି ଓଡିଶା ଡ୍ରାଇଭର ମହାସଂଘ। ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି…

ବସ ରେ ଦାଦନ ଚାଲାଣ , ଶିଶୁ ସମେତ ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ,ଦାଦନ ସର୍ଦ୍ଦାର ଗିରଫ

Posted by - November 19, 2021 0
ପାଟଣାଗଡ଼:( ତାପସ ରଂଜନ ବେହେରା ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ହରିଶଙ୍କର ତିନି ଛକ ରୁ ଖପ୍ରାଖୋଲ ପୋଲିସ ଶିଶୁ ସମେତ ବାର…

There are 60 comments

  1. Hi! Do you know if they make any plugins to protect against hackers? I’m kinda paranoid about losing everything I’ve worked hard on. Any recommendations? oreiep.se/map4.php tabletter mot ledvГ¤rk

  2. Hello there! I could have sworn I’ve been to this blog before but after going through a few of the posts I realized it’s new to me. Anyhow, I’m definitely delighted I stumbled upon it and I’ll be bookmarking it and checking back frequently!

  3. An interesting discussion is definitely worth comment. There’s no doubt that that you need to write more on this subject matter, it may not be a taboo matter but typically folks don’t speak about these topics. To the next! Many thanks!!

  4. A fascinating discussion is worth comment. I think that you need to publish more on this subject, it may not be a taboo matter but usually people don’t talk about these subjects. To the next! Cheers!!

  5. It’s nearly impossible to find knowledgeable people for this topic, however, you sound like you know whatyou’re talking about! Thanks

  6. I will immediately seize your rss as I can not in finding your e-mail subscription link or e-newsletter service. Do you have any? Kindly permit me understand in order that I may just subscribe. Thanks.

  7. Oh my goodness! Awesome article dude! Thanks, However I am having issues with your RSS. I don’t know the reason why I cannot join it. Is there anyone else getting the same RSS problems? Anyone that knows the solution will you kindly respond? Thanx!!

  8. Hello There. I found your blog using msn. This is a really well written article.I will make sure to bookmark it and return to read more ofyour useful info. Thanks for the post. I’ll definitely return.

Leave a comment

Your email address will not be published.