କଣ୍ଟାବାଞ୍ଜି ଏନଏସି ଦ୍ବାରା ନିର୍ମାଣ ହୋଇଥିବା ଦୋକାନ ଗୃହ ଦୁର୍ନୀତିର ତଦନ୍ତ କରିବାକୁ ଦାବିପତ୍ର

32 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କଣ୍ଟାବାଞ୍ଜି ଏନଏସିରେ ନିର୍ମିତ ହୋଇଥିବା ଦୋକାନ ଗୃହର ଦୁର୍ନୀତିର ତଦନ୍ତ ଦାବିରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ଆସିଥିଲେ। ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ଵରେ ବିଜେଡ଼ି କର୍ମୀ ଆସି ତଦନ୍ତ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅନୁପସ୍ଥିତିରେ ଟିଟିଲାଗଡ ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କ ଉପସ୍ଥିତିରେ ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଦୋକାନ ଗୃହର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କଲେ ଆଗମୀ ଦିନରେ କଣ୍ଟାବାଞ୍ଜିରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

 

Facebook Notice for EU! You need to login to view and post FB Comments!

Related Post

ପୂର୍ବାପେକ୍ଷା ମିଳିଲା ଅଧିକ ଜନ ସମର୍ଥନ,ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ଼ ସାଂସଦ

Posted by - March 7, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ଗତ ପଂଚାୟତ ନିର୍ବାଚନ ଭଲି ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲା ରେ ବାଜିମାତ କରିଛି ବିଜେଡି!ବୌଦ୍ଧ ଜିଲ୍ଲା ବିଜେଡି ର…

ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର, ତାପମାତ୍ରା ୪୫ ଡିଗ୍ରୀ କୁ ଛୁଇଁଲାଣି

Posted by - April 29, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ।ଗତ ଦୁଇ ସପ୍ତାହ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା…

ଆନ୍ଧ୍ର ପ୍ରଦେଶ ରୁ ଦାଦନ ଶ୍ରମିକଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

Posted by - October 4, 2021 0
ବୌଦ୍ଧ(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀ ଦୀର୍ଘ ତିନି ମାସ ତଳେ ଆନ୍ଧ୍ରପ୍ରଦେଶ କୁ କାମ ପାଇଁ ଯାଇଥିଲା l ସେଠାରେ…

ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି ରୁ ପୀଡ଼ିତା ପରିବାର କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍) ନୀଳଗିରି ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ ରେ, ରାଜ୍ୟ ସରକାର ଙ୍କ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ-…