ପୋଖରୀରେ ଫସିଥିବା ଦନ୍ତାହାତୀର ମୃତ୍ୟୁ

22 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ପଡିଆବାହାଲ ଫରେଷ୍ଟ ରେଞ୍ଜର ସାପଲହରା ପୋଖରୀ ରେ ଫସିଥିବା ଦନ୍ତାହାତୀ ର ଆଜି ମୄତ୍ୟ ହୋଇଥିବା ଜଣାପଡିଛି । ବହୁଦିନ ହେବ ଅସୁସ୍ଥ ଥିବା ଏହି ଦନ୍ତାହାତୀ ଟି ପୋଖରୀକୁ ପାଣି ପିଇବାକୁ ଆସି ଥିବା ବେଳେ ଗତ ଗୁରବାର ରାତିରେ ପୋଖରୀରେ ଫସିଯାଇଥିଲା ଗଜରାଜ । ଏହା ପରେ ଗଜରାଜ ର ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟି ର ବିଶେଷଜ୍ଞ ଡାକ୍ତରୀ ଦଳ ଆସି ଅସୁସ୍ଥ ଗଜରାଜ ଦନ୍ତାର ଚିକିତ୍ସା କରୁଥିଲେ ।

ତେବେ ହାତୀ ଟି ପୋଖରୀ ପାଣିରେ ଫସିଥିବା ବେଳେ ତାର ଉଦ୍ଧାର ପାଇଁ ବନବିଭାଗ ପ୍ରୟାସ କରୁଥିଲା । ଅନ୍ୟପଟେ ଦନ୍ତାହାତୀ ର ଚିକିତ୍ସା ରେ ଅବହେଳା ପାଇଁ ତାର ମୄତ୍ୟୁ ହୋଇଥିବା ସାଧାରଣ ରେ ଅଭିଯୋଗ ହୋଇଛି ।

ଏନେଇ ସ୍ଥାନୀୟ ରେଞ୍ଜର କହିଛନ୍ତି ଯେ ଦନ୍ତାହାତୀ ର ଚିକିତ୍ସା କରାଯାଉଥିବା ବେଳେ ଆଜି ଅସୁସ୍ଥ ଗଜରାଜ ଦନ୍ତାହାତୀ କୁ ହାଇଡ୍ରା ମେସିନ ସହାୟତାରେ ପୋଖରୀ ରୁ ଉଦ୍ଧାର କରାଯାଇଥିବା ବେଳେ ଦନ୍ତାହାତୀ କୁ ଡାକ୍ତର ମୄତ ଘୋଷଣା କରିଥିବା ରେଞ୍ଜର ପବିତ୍ର ମୋହନ ମାଝୀ ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦନ୍ତାହାତୀ ମୄତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯିବ ବୋଳି ବନବିଭାଗ ତରଫରୁ ସୁଚନା ଦିଆଯାଇଛି । ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି ରମାକାନ୍ତ ବିଶ୍ବାଳଙ୍କ ରିପୋର୍ଟ।

Facebook Notice for EU! You need to login to view and post FB Comments!

Related Post

କୋକସରା ବ୍ଲକ ରେ ରାଜନୈତିକ ହିଂସା, ସରପଞ୍ଚ ପ୍ରାର୍ଥୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

Posted by - February 10, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ କୋକସରା ବ୍ଲକ ପଞ୍ଚାୟତ…

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି,ତୁରୁମୁଙ୍ଗା ପୋଲ ଉପରେ ୬ ଫୁଟର ବନ୍ୟା ଜଳ

Posted by - May 27, 2021 0
ଭଦ୍ରକ/କେଉଁଝର/ଯାଜପୁର:ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦିନ ୧୧ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୬.୯୫ ଥିଲା ଏବେ ଏହା ୧୭.୯୨ ମିଟରକୁ ବୃଦ୍ଧି ପାଇଥିବା କୁହାଯାଉଛି।…

ଅନେକ ସରକାରୀ ଯୋଜନାକୁ ବାଟମାରଣା କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

Posted by - July 29, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ କୟାଁ ପଂଚାତୟରେ ବ୍ୟାପକ ଅନିୟମିତତା ହୋଇଥିବା ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପଂଚାୟତର…

ଝରଣୀଗାଁ ରେ ପହଁଞ୍ଚିଲେ ୬ ଜାଣିଆ(ଭୁଲିଆ) ମେହେର ସମାଜ ପ୍ରତିନିଧି ଦଳ

Posted by - November 1, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…