ବିଜେଡିର ନିର୍ବାଚନୀ ଖର୍ଚ୍ଚ ୨୨୭ କୋଟିରୁ ଅଧିକ

1200 0

ଭୁବନେଶ୍ବର : ଚଳିତବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ୨୨୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି। ଦଳ ତରଫରୁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ବିବରଣୀରୁ ଜଣାପଡ଼ିଛି ସର୍ଭେ ଠାରୁ ଆରମ୍ଭ କରି ହାଇଟେକ୍ ପ୍ରଚାର ବାବଦରେ କୋଟି କୋଟି ଟଙ୍କା ବିଜେଡି ଖର୍ଚ୍ଚ କରିଛି। ଯାହାକି ପୂର୍ବ ନିର୍ବାଚନ ତୁଳନାରେ ଯଥେଷ୍ଟ ଅଧିକ। ଦଳ ଦର୍ଶାଇଛି, ୨୦୧୯ ନିର୍ବାଚନରେ କେବଳ ପ୍ରଚାର ବାବଦରେ ୧୯୩ କୋଟି ୭୪ ଲକ୍ଷ ୫୮ ହଜାର ୫୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ନିର୍ବାଚନ ବ୍ୟୟ ବାବଦରେ ଖର୍ଚ୍ଚ ହୋଇଛି ୩୪ କୋଟି ୫ ଲକ୍ଷ ୧୪ ହଜାର ୭୦ ଟଙ୍କା। ମୋଟ ୨୨୭ କୋଟି ୭୯ ଲକ୍ଷ ୭୨ ହଜାର ୬୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦଳ ନିର୍ବାଚନ ଆୟୋଗଙ୍କୁ ହିସାବ ଦେଇଛି।

Related Post

ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ପ୍ରଶାସନ ଦ୍ୱାରା ବୁଦ୍ଧ ପୂର୍ଣ୍ଣମା ପାଳିତ

Posted by - May 16, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ନେଇ ଓଡିଶା ପ୍ରଦେଶ ରେ ଏକ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ…

ସମ୍ବଲପୁରୀ HUB ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

Posted by - August 3, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ )ସମ୍ବଲପୁରୀ ଡିଜାଇନ କୁ ରାଜ୍ୟ ତଥା ରାଜ୍ୟ ବାହାରେ ଅଧିକ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁରି HUB ଅନୁଷ୍ଠାନ ତରଫରୁ ସମ୍ବଲପୁରୀ…

ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ କଣ୍ଟାମାଳ ଅଞ୍ଚଳ ପରିଦର୍ଶନ

Posted by - January 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଫାସେଡ଼ର ତେଲ ନଦୀରେ ନିର୍ମିତ ହେଉଥିବା ସେତୁ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସତ୍ୟ ରଞ୍ଜନ ସାହୁଙ୍କ ଅଚାନକ କଣ୍ଟାମାଳ…

ପର୍ଯ୍ୟଟକଙ୍କୁ ନିରାଶ କଲା ନନ୍ଦନକାନନ, ଡିସେମ୍ବର ୩୦ ତାରିଖରୁ ଆସନ୍ତା ଜାନୁଆରୀ ୩ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ

Posted by - December 30, 2021 0
ବରାଙ୍ଗ :(ସନ୍ତୋଷ ରାଉତ )ପ୍ରାଣୀ ଉଦ୍ୟାନ ଏବଂ ବୋଟାନିକାଲ ଗାର୍ଡେନ। କୋଭିଡ ମହାମାରୀର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଜଣାଯାଇଛି ।…

ଗ୍ରୀଷ୍ମ ପ୍ରବାହ ମୁକାବିଲା ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

Posted by - March 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ…

Leave a comment

Your email address will not be published.