ତୁରନ୍ତ ରାସ୍ତା ନିର୍ମାଣ ପାଇଁ କଂଗ୍ରେସର ଦାବି

167 0

ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ କୋକସରା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଥିବାରୁ ଆଜି କଂଗ୍ରେସ ଦଳ ପକ୍ଷରୁ ପୂର୍ତ୍ତବିଭାଗ କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ରାସ୍ତା ରେ ଛାତ୍ର ଛାତ୍ରୀ ସ୍କୁଲ କଲେଜ ଡାକ୍ତରଖାନାକୁ ଆସିଥାନ୍ତି ।

ଏହି ରାସ୍ତା ବହୁ ଦିନ ହେବ ଶୋଚନୀୟ ହୋଇ ଥିବାରୁ ତୁରନ୍ତ ନିର୍ମାଣ କରିବାପାଇଁ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଳହଜଲ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଦାବି ପତ୍ର ପ୍ରଦାନ କରିଥିଲେ। ଏବଂ ଏହି ରାସ୍ତା କୁ ତିଆରି କରାଗଲେ ଏକ ଗଣ ଧାରଣା ଦିଆଯିବ ବୋଲି ।

ଦାବି ପତ୍ର ଦିଆଯାଇଛି।ଅନ୍ୟ ମାନଙ୍କ ମଧ୍ୟରୁ ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ,ସନ୍ତେଷ ପାଢି ,ରତନ ନାଏକ,ଗୁଣ ଶବର ଲଵ ରାମ ସରାଫ ଧରଣୀଧର ର ଧାଙ୍କଡାମାଝୀ ,ପରକ୍ଷୀତ ନାଏକ ଭୋଲୁ ନାଏକ ସମେତ ବହୁ କର୍ମ ଉପସ୍ଥିତ ଥିଲେ ।

Related Post

ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ନେଇ ଚେତାବନୀ ଦିବସ ପାଳନ

Posted by - July 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଜି ଓକିଲ ସଂଘ ସହ ସତାଧିକ ସଂଗଠନ ତରଫରୁ ପାଳନ କରାଯାଇଛି ଚେତାବନୀ…

ବ୍ଲକସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ବୈଦ୍ୟନାଥ ସ୍ଵାସ୍ଥ୍ୟ ଓ ଆରୋଗ୍ୟ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ମୃତ

Posted by - October 6, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା…

ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ

Posted by - June 4, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦୁର୍ଗାଦେବୀ ମନ୍ଦିରରେ କୁଆରୀ ପୁଜା ଅନୁଷ୍ଠିତ

Posted by - October 14, 2021 0
ସୋନପୁର:(ଅଜିତ କୁମାର ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦୁର୍ଗାଦେବୀ ମନ୍ଦିରରେ କୁଆରୀ ପୁଜା ଅନୁଷ୍ଠିତ ହୋଇଯାଇଛି ।ସହରର ପୁରୁଣା ରାଜପ୍ରସାଦ ଭିତରେ ଥିବା ଦୁର୍ଗାଦେବୀ ମନ୍ଦିରରେ କୁଆଁରୀ…