କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତ ର ମଶାଣିବନ୍ଧ ଅଙ୍ଗନବାଡି କୁମାରୀ ଦୋରା ଙ୍କ ୟୁଟ୍ରଷ୍ଟ ରୁ ସାଢ଼େ ଚାରି କେଜିର ଟ୍ୟୁମର ବୁର୍ଲା ଭୀମସାର ହସ୍ପିଟାଲ ର ଆସିଷ୍ଟାଣ୍ଡ ପ୍ରଫେସର ଡା. ସନ୍ତୋଷ କୁମାର ଦୋରା ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ସର୍ଜନ ଡ଼. ବେଣୁଧର ପାଣ୍ଡେ ଙ୍କ ଉଦ୍ୟମ ରେ ଅଙ୍ଗନବାଡ଼ି କର୍ମୀ ଙ୍କ ୟୁଷ୍ଟ ରୁ ସାଢେ ଚାରିକେଜି ର ଟ୍ୟୁମର କୁ ଗୁରୁବାର ସଫଳତା ର ସହିତ ଅପରେସନ କରି ବାହାର କରିଛନ୍ତି।
ଦୀର୍ଘ ଦିନରୁ ଅଙ୍ଗନବାଡ଼ି କର୍ମୀ ଫେଟ, ଅଣ୍ଟା ବ୍ୟଥା ରେ ପୀଡ଼ିତ ହୋଇ ଆସୁଥିଲେ।ଦୀର୍ଘ ୫ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରି ସଫଳ କରିଥିବାରୁ ଅଙ୍ଗନବାଡ଼ି କର୍ମୀ ବର୍ତ୍ତମାନ ସୁସ୍ଥ ଅନୁଭବ କରୁ ଥିବାର ଜଣା ପଡ଼ିଛି
Facebook Notice for EU!
You need to login to view and post FB Comments!