ଅଙ୍ଗନବାଡି କର୍ମୀ ଙ୍କ ଠାରୁ ବାହାରିଲା ସାଢ଼େ ଚାରି କେଜିର ଟ୍ୟୁମର

39 0

କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତ ର ମଶାଣିବନ୍ଧ ଅଙ୍ଗନବାଡି କୁମାରୀ ଦୋରା ଙ୍କ ୟୁଟ୍ରଷ୍ଟ ରୁ ସାଢ଼େ ଚାରି କେଜିର ଟ୍ୟୁମର ବୁର୍ଲା ଭୀମସାର ହସ୍ପିଟାଲ ର ଆସିଷ୍ଟାଣ୍ଡ ପ୍ରଫେସର ଡା. ସନ୍ତୋଷ କୁମାର ଦୋରା ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ସର୍ଜନ ଡ଼. ବେଣୁଧର ପାଣ୍ଡେ ଙ୍କ ଉଦ୍ୟମ ରେ ଅଙ୍ଗନବାଡ଼ି କର୍ମୀ ଙ୍କ ୟୁଷ୍ଟ ରୁ ସାଢେ ଚାରିକେଜି ର ଟ୍ୟୁମର କୁ ଗୁରୁବାର ସଫଳତା ର ସହିତ ଅପରେସନ କରି ବାହାର କରିଛନ୍ତି।

ଦୀର୍ଘ ଦିନରୁ ଅଙ୍ଗନବାଡ଼ି କର୍ମୀ ଫେଟ, ଅଣ୍ଟା ବ୍ୟଥା ରେ ପୀଡ଼ିତ ହୋଇ ଆସୁଥିଲେ।ଦୀର୍ଘ ୫ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରି ସଫଳ କରିଥିବାରୁ ଅଙ୍ଗନବାଡ଼ି କର୍ମୀ ବର୍ତ୍ତମାନ ସୁସ୍ଥ ଅନୁଭବ କରୁ ଥିବାର ଜଣା ପଡ଼ିଛି

 

Facebook Notice for EU! You need to login to view and post FB Comments!

Related Post

କରୋନା ଆକ୍ରାନ୍ତରେ ଯୁବକଙ୍କ ମୃତ୍ୟୁ

Posted by - June 20, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଂଗା ବ୍ଲକ୍ ସାମ୍ପୋଚ ଗ୍ରାମର ଯୁବକ ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କର ଗତ କାଲି ପୁର୍ବାହ୍ନରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ…

ସାଇକେଲ ଚଳାଇବା ଦ୍ୱାରା କ୍ୟାନ୍‌ସର ଓ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ

Posted by - December 6, 2018 0
ଫିଟ୍‌ ରହିବାକୁ କିଏ ବା ନ ଚାହେଁ। କିନ୍ତୁ କେବଳ ଜିମ୍‌ ଏବଂ ବ୍ୟାୟାମ କରିବା ଦ୍ୱାରା ଆମେ ଫିଟ୍‌ ରହିପାରିବା ବୋଲି ଭାବିଥାଉ। କିନ୍ତୁ ଆପଣ…

ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ

Posted by - August 22, 2020 0
ଅନୁଗୋଳ:(ମହେଶ ଭୋମରାଜ )ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ…

ଆଜି ସୁସ୍ଥ ହେଲେ୧୫ କରୋନା ଆକ୍ରାନ୍ତ,ରାଜ୍ୟରେ ୧୫୮ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା,(ଅପଡେଟ ୧୪ମଇ ୧୬।୩୦)

Posted by - May 14, 2020 0
ଯାଜପୁର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର | ଆଜି ଏକା ସାଙ୍ଗରେ ଯାଜପୁରର ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଚିକିତ୍ସା ପରେ ସେମାନଙ୍କୁ କୋଭିଡ୍…