ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

185 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ ହେବାପରେ ନିରଞ୍ଜନ ବିଶି ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଆଜି ବିଶାଳ ସୋଭାଯାତ୍ରା ରେ ସାଂସଦ ଙ୍କୁ ପାଛୋଟି ନିଆଯାଇଥିଲା ।

ପାରମ୍ପାରିକ ଆଦିବାସୀ ନୄତ୍ୟ ର ତାଲେ ତାଲେ ଆଦିବାସୀ କଲ୍ୟାଣ ସଂଘର ସତାଧିକ ସଭ୍ୟ ମାନେ ଏକ ସୋଭାଯାତ୍ର ରେ ଦୁର୍ଗାପାଲି ଖଡିଆପଡା କୁ ନିଆଯାଇ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ଏଥିରେ ସମ୍ବଲପୁର ଜିଲ୍ଲାର ୯ ଗୋଟି ବ୍ଳକର ଆଦିବାସୀ କଲ୍ୟାଣ ମହାସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଥିଲେ ଯେ ସେ ଆଦିବାସୀ ମାନଙ୍କ ହକ ଅଧିକାର ପାଇଁ ତାଙ୍କର ଲଡେଇ ଯାରିରହିବ । ଏଥିସହ ଏଣିକି ରାଜ୍ୟସଭା ରେ ଆଦିବାସୀ ମାନଙ୍କ ପାଇଁ ତାଙ୍କର ହକ କଥା ଉଠାଇବା ସହ ଆଦିବାସୀ ଙ୍କ ସ୍ୱର ରାଜ୍ୟ ସଭାରେ ଉଠାଇବେ ବୋଳି କହିଛନ୍ତି । ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି ରମାକାନ୍ତ ବିଶ୍ବାଳଙ୍କ ରିପୋର୍ଟ।

 

Related Post

ପ୍ରଶାସନ ଓ ପୋଲିସ ବିରୋଧ ରେ ରାୟଗଡା ଜିଲ୍ଲା ସାମ୍ବାଦିକଙ୍କ ପ୍ରତିବାଦ ସଭା

Posted by - June 1, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ )ଗୋଟିଏ ଛାତ ତଳେ ଏକାଠିହେଲେ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଲକ ର ଶତାଧିକ ଗଣ ମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କ ପ୍ରତି…

ଆର ଏମ ସି ତରଫ ରୁ ଉଠା ଦୋକାନୀ ଙ୍କୁ ପାଲ ବଣ୍ଟନ

Posted by - March 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହୋଇଥିବା ଅସ୍ଥାୟୀ ମାର୍କେଟରେ ସମସ୍ତ ବ୍ୟବସାୟୀଙ୍କୁ ଆରଏମସି ପକ୍ଷରୁ ପାଲ ବଂଟନ କରାଯାଇଥିଲା । P ଯାଜପୁର ଡିଆରଡିଏ…

ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା, ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ

Posted by - October 27, 2020 0
ବ୍ବୁବନେଶ୍ବର:ଜଗତସିଂହପୁର ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା । ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ । ଜଗନ୍ନାଥପୁର ପଞ୍ଚାୟତ ମୁକଳ ଗ୍ରାମ ୱାର୍ଡ…

ରମେଶ ଚନ୍ଦ୍ର ବିଶ୍ବାଳ ଏକ ଅନନ୍ୟ ସ୍ମୃତିର ସ୍ବାକ୍ଷର:ଶୋକ ସଭାରେ ବହୁ ବକ୍ତାଙ୍କ ମନ୍ତବ୍ୟ।

Posted by - October 6, 2020 0
ଯାଜପୁର ଅଫିସ :ବରିଷ୍ଠ ତଥା ବର୍ଷିୟାନ ସାହିତ୍ୟ ସାରସ୍ୱତ ସାଧକ ପ୍ରାଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ବିଶ୍ୱାଳ ଏକ ଅନନ୍ୟ ପ୍ରତିଭାର ସ୍ବାକ୍ଷର ଵୋଲି ରମେଶ ଚନ୍ଦ୍ର…