ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ  ପାଟୁଳିଡ଼ିହି ଗ୍ରାମରେ ବିଭର୍ସ ହତ୍ୟାକାଣ୍ଡ

5793 1,126

୦୭/୦୯/୨୦୧୯.ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ  ପାଟୁଳିଡ଼ିହି ଗ୍ରାମରେ ଅଘଟଣ ।ଗତକାଲି ବିଳମ୍ବିତ ରାତିରେ କୋୖଣସି ଦୁର୍ବୁର୍ତ୍ତ ପାଟୁଳିଡ଼ିହି (ବନ୍ଧସାହି)ଗ୍ରାମର ଜିରାମଣି ସୋଏ ନାମକ ଜୈନକ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ମୁଣ୍ଡରୁଗଣ୍ଡି କୁ ହାଣି ହତ୍ୟା କରିବା ପରେ ମୁଣ୍ଡୁକୁ ପାଖା ପାଖି ୪୦୦ମିଟର ଦୂରରେ ଥିବା ଏକ ଗାଧୁଆତୁଠ ନିକଟରେ ଦୁର୍ବୁତ୍ତ ମାନେ ଛାଡି ଚାଲି ଯାଇଥିଲେ ।ତେବେ ଆଜି ସକାଳୁ ଗ୍ରାମର କିଛି  ମହିଳା ନଦୀକୁ ଗାଧେଇବା ପାଇଁ ଆସିବା ବେଳେ ଗଣ୍ଡି ବିହିନ୍ନ ଏକ ମୁଣ୍ଡ ତୁଠ ନିକଟରେ ପଡିଥିବା ଦେଖି  ପ୍ରଥମେ ଗ୍ରାମବାସୀଙ୍କୁ  ଖବର ଦେଇଥିଲେ ।ତେବେ ଗ୍ରାମବାସୀ ଆସି ଦେଖିବା ବେଳକୁ ତାଙ୍କ ଚେହେରାରୁ ସେ  ତାଙ୍କ ଗ୍ରାମର ଜୈନକ ବିଧବା ମହିଳା ଜିରାମଣି ସୋଏ ବୋଲି ଜାଣିବାକୁ ପାଇଥିଲେ ।ଏହା ପରେ ସଙ୍ଗେ ସଙ୍ଗେ କରଞ୍ଜିଆ ଥାନା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଘର ଠାରୁ ୨୦୦ମିଟର ଦୂରରେ ଏକ ବିଲ  ନିକଟରେ ମୁଣ୍ଡ ବିହିନ ଗଣ୍ଡି ପଡିଥିବା ଦେଖିବା ପରେ ପୋଲିସ ସାଇଣ୍ଟିଫିକ ଟିମକୁ ଖବର ଦେଇଥିବା ଜଣା ପଡ଼ିଛି ।ତେବେ ସାଇଣ୍ଟିଫିକ ଟିମ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ।ତେବେ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀଙ୍କ କିଛି ଦିନ ପୂର୍ବରୁ ମୃତ ହଇଥିବା ବେଳେ ଜମିଜମା ପାଇଁ କିମ୍ବା ହତ୍ୟା କରାଯାଇ ଥାଇ ପାରେ କିମ୍ବା ଡାହାଣି ସନ୍ଦେହରେ ବିଭର୍ସ ହତ୍ୟା କରିଥିବା କହୁଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ ଠାରୁ ସୂଚନା ।ତେବେ ଏପରି ହତ୍ୟାକାଣ୍ଡ ବାରମ୍ବାର ହେଉଥିବା ବେଳେ ପୋଲିସ କୌଣସି ସୁରାକ ମଧ ପାଉନି ତେବେ ଏଇ ଘଟଣା ପରେ ପୋଲିସ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ବାକି ରହିଲା ।ତେବେ ଏପରି ହତ୍ୟାକାଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହଇଛି ।

Facebook Notice for EU! You need to login to view and post FB Comments!

Related Post

ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ନଗଦ ଟଙ୍କା ସହ ଛଅ ଜୁଆଡି ଗିରଫ

Posted by - January 19, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି I ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା…

ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ

Posted by - April 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାଁ ରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ। ଯାଜପୁର ଜିଲ୍ଲା…

ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ

Posted by - November 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଂଳ ପରିମାଣର ମଦ ଜବତ କରାଯିବା…

୨ କୁଖ୍ୟାତ ଡକାୟତଙ୍କୁ ଗିରଫ ସହିତ ମାଉଜର ,ଜୀବନ୍ତ ଗୁଳି ,୩୪ହଜାର ଟଙ୍କା ସହିତ ବାଇକ ଜବତ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସମନ୍ତରା )ଗନ୍-ପଏଣ୍ଟ୍ ରେ ଡକାୟତି କରି ଫେରାର ବେଳେ ଧରାପଡିଲେ ୨ କୁଖ୍ୟାତ ଡକାୟତ । ଗିରଫ ଡକାୟତ ଦ୍ୱୟ ଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ…

There are 1,126 comments

  1. I’ve been browsing online more than three hours today,
    yet I never found any interesting article like yours. It’s
    pretty worth enough for me. In my opinion, if all webmasters and bloggers made good content as you did, the internet will be a lot more useful than ever before.

  2. Howdy would you mind stating which blog platform you’re using?
    I’m looking to start my own blog soon but I’m having a tough time
    choosing between BlogEngine/Wordpress/B2evolution and Drupal.
    The reason I ask is because your design seems different then most blogs and I’m looking
    for something completely unique. P.S Sorry for being off-topic but I had
    to ask!

  3. Pingback: cialis pharmacy uk

  4. It is perfect time to make a few plans for the long run and it is time to be happy.
    I have learn this submit and if I may I want to counsel you some attention-grabbing issues or suggestions.
    Perhaps you could write next articles referring to
    this article. I desire to learn more issues about it!

  5. I was pretty pleased to discover this great site.
    I need to to thank you for your time for this fantastic read!!
    I definitely really liked every part of it and I have you
    saved as a favorite to check out new stuff on your blog.

  6. I’ve been browsing online more than three hours today, yet I never discovered any
    interesting article like yours. It is beautiful value sufficient for
    me. In my opinion, if all site owners and bloggers made just
    right content material as you probably did, the net shall be a lot more helpful than ever before.

  7. Pingback: buy sildenafil citrate

  8. Hello there I am so happy I found your webpage, I really
    found you by error, while I was searching on Google for something else, Regardless I am here now and would just like to say thanks for
    a fantastic post and a all round enjoyable blog (I also love
    the theme/design), I don’t have time to look over it all at
    the moment but I have book-marked it and also included your RSS feeds,
    so when I have time I will be back to read more, Please do keep up the great work.

  9. It is appropriate time to make some plans for the future and it is time to be happy.
    I have read this post and if I could I want to suggest
    you some interesting things or advice. Maybe you can write
    next articles referring to this article. I want to read even more things about it!

  10. Thank you, I have just been looking for info about this subject for a while and yours is the best I have found out so far. But, what in regards to the bottom line? Are you certain concerning the supply?|

  11. I’ve been surfing on-line greater than 3 hours these days, but I by no means found any attention-grabbing article like yours.
    It is lovely value sufficient for me. Personally, if all website owners
    and bloggers made excellent content material as you probably did,
    the internet will likely be much more useful than ever before.

  12. It’s the best time to make some plans for the future and it’s time to be happy.
    I’ve read this post and if I could I desire to suggest you
    few interesting things or suggestions. Maybe you could write
    next articles referring to this article. I desire to read even more things about it!

  13. It is appropriate time to make some plans for the future and it is time to be
    happy. I have read this post and if I could I wish to suggest you some interesting things or suggestions.

    Maybe you could write next articles referring to this article.
    I want to read even more things about it!

  14. Greetings I am so grateful I found your blog page, I really found you by error, while I was researching on Askjeeve for something else, Anyhow I am here now and would just like to say thank you for a tremendous post and a all round enjoyable blog (I also love the theme/design), I don’t have time to go through it all at the moment but I have bookmarked it and also added your RSS feeds, so when I have time I will be back to read a great deal more, Please do keep up the fantastic job.|