ବିଶ୍ୱ ରକ୍ତ ଦାତା ଦିବସ ପାଳିତ

151 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପ୍ରଶିକ୍ଷଣ ପ୍ରକୋଷ୍ଟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ ଅଧିକାରୀ.( ଭାରପ୍ରାପ୍ତ) ଡା ପଦ୍ମହଂସା ଦୋରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଚେତନତା ସଭା ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱ ରକ୍ତ ଦାତା ଦିବସ ରେ ସମସ୍ତ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିବା ସକାଶେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ, ଏହା ସହିତ ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ପ୍ରକାଶ ସାହୁ, ଡ଼ ମଞ୍ଜୁରାଣୀ ସିଂ ADPHO (FW)ଶ୍ରୀ ବିଶ୍ୱମ୍ବର ବେହେରା (DPM)(ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ ସମାଜସେବୀ ପ୍ରମୁଖ ମଂଚାସୀନ ଥିଲେ l

ଏହି ଅବସରରେ ସକାଳ 7ଘଣ୍ଟା ସମୟରେ NCC ଅଧକ୍ଷ ଆଶୀଷ ଅଗ୍ରୱାଲ ଙ୍କ ନେତୃତ୍ୱ ରେ ସମର. ଶିକ୍ଷ୍ୟାଥୀ ବାହିନୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସ୍ୱଚ୍ଛ ଭାରତ ସଂଗଠନ, ଜିଲ୍ଲା ରକ୍ତଦାତା ସେବା ସଙ୍ଘ ଓ ଅଗ୍ରଣୀ ସମାଜସେବୀ ସଂଗଠନ କର୍ମକର୍ତା ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସାରା ସହର ପରିକ୍ରମା କରିଥିଲେ l ସଭାକାର୍ଯ୍ୟ କୁ ଶ୍ରୀ ଅକ୍ରୁର କୁମାର ହୋତା ସଭା.ପରିଚାଳନା କରିଥିଲେ ଓ ଶେଷରେ ଶ୍ରୀ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ଯାଜପୁର ବାଳାଶ୍ରମ ପଡିଆରେ ସର୍ବଭାରତୀୟ ସୁନି ଇଜତେମା

Posted by - March 1, 2020 719
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ସର୍ବଭାରତୀୟ ସୁନି ଇଜତେମା । ଏହି ଧର୍ମ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ମୁସଲମାନ ଧର୍ମାବଲମ୍ବୀ…

ଟିଟିଲାଗଡ଼ ଧବଳେଶର ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗୀର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଗାଆଁ ସାଥି ମେଟ ସଙ୍ଘର ବୈଠକ

Posted by - December 1, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗାଆଁ ସାଥି ମାନଙ୍କ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ୧୪…

ରାୟଗଡା ICICI ଫାଉଣ୍ଡେସନ ତରଫରୁ ମନଙ୍କୁ ଛୁଇଁଲାଭଳି, ଆଜାଦିକା ଅମ୍ରିତ ମହୋତ୍ସବ ପାଳନ

Posted by - August 17, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ କ୍ରମେ ସର୍ବ ଭାରତରେ ହର ଘର ତିରଙ୍ଗା ,ଆଜାଦିକା ଅମ୍ରିତ ମହୋତ୍ସବ ପାଳନ ର…

ନରେନ୍ଦ୍ର ପୁର ଗ୍ରାମ ରେ ଅଗ୍ନିକାଣ୍ଡ,ଜଳିଗଲା ତିନିବଖରା ଘର

Posted by - June 16, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତର ନରେନ୍ଦ୍ର ପୁର ଗ୍ରାମ ରେ ଅଗ୍ନିକାଣ୍ଡ । ଜଳିଗଲା ତିନିବଖରା ଘର ।…

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସାତ ଦଫା ଦାବିପତ୍ର ପ୍ରଦାନ

Posted by - May 29, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ…