Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

800 0

କେନ୍ଦୁଝର,୮/୯ କେନ୍ଦୁଝର ରେ ଆଜି ଅପରାହ୍ନରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାମ୍ବାଦିକ କକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ସର୍ବସମ୍ମତୀ କ୍ରମେ ଅନୁଷ୍ଠିତ ହୋଇ ଯାଇଛି ା ସାମ୍ବାଦିକ ପ୍ରଣୟ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତୀ କ୍ରମେ କମିଟି ଗଠନ କରିବାକୁ ମତ ପ୍ରକାଶ ପାଇଥିଲା ାଏଥିରେ ସତ୍ୟନାରାୟଣ ମିଶ୍ର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଦୀପକ ମିଶ୍ର କାର୍ଯ୍ୟକାରୀ ସଭାପତି, ରଞ୍ଜନ ତ୍ରିପାଠୀ ଓ ପ୍ରଦୀପ ମହାନ୍ତି ଉପସଭାପତି, ଜିତେନ୍ଦ୍ର ପଟ୍ଟନାୟକ ସଂପାଦକ, ମାନସ ରଞ୍ଜନ ତ୍ରିପାଠୀ ଓ ସନ୍ତୋଷ ମହାପାତ୍ର ଯୁଗ୍ମ ସଂପାଦକ, ଦେବାଶିଷ ମିଶ୍ର କୋଷାଧ୍ୟକ ଏବଂ ଅଭୟ ମହାନ୍ତି, ପ୍ରଣୟ ପାଣି, ଅକ୍ଷୟ ପାଢ଼ୀ, ନିର୍ମଳ ନାୟକ ଓ ବିଶ୍ୱରଞ୍ଜନ ସାହୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ାଏହା ସହ ଅକ୍ଷୟ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ବିଭୁତି ପଟ୍ଟନାୟକ, ସୁରେଶ ପଟ୍ଟନାୟକ ଏବଂ ଏ .ଆର ଖାନ ଉପଦେଷ୍ଟା ମଣ୍ଡଳୀକୁ ନିର୍ବାଚିତ ହୋଇଥିଲେ ାବୈଠକ ପରେ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମସ୍ତ ସଦସ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ

Related Post

ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମିକ୍ଷା ବୈଠକ

Posted by - May 24, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ…

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘର ୨୬ ତମ ସାଧାରଣ ସଭା ଅନୁଷ୍ଠିତ

Posted by - February 13, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଙ୍ଘ ଟିଟିଲାଗଡ ଶାଖା ପକ୍ଷରୁ ୨୬ ତମ ସାଧାରଣ ସଭା ସ୍ଥାନୀୟ ରେଳବାଇ ଇନ୍ସଷ୍ଟିଟ୍ୟୁଟ ଠାରେ ଅନୁଷ୍ଠିତ…

ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଓ ଲାଇଟ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ

Posted by - August 12, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଓ ଲାଇଟ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ…

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - April 17, 2020 21
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…

ଶ୍ରୀ ରାମ ନବମୀ ପୂଜା କମିଟି  ଦ୍ଵାରା ଉତ୍ସବ ଓ ସମ୍ମାନ ସମାରେ।ହ

Posted by - April 22, 2022 0
ଯାଜପୁର ବ୍ୟୁରେ। :: ଶ୍ରୀ ରାମ ନବମୀ ପୂଜା କମିଟି  ଦ୍ଵାରା ଧାମନଗର ଠାରେ ଉତ୍ସବରେ ଅର୍କେଷ୍ଟ୍ରା ସନ୍ ସାଇନ୍ ତରଫରୁ ରଙ୍ଗା ରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ…

Leave a comment

Your email address will not be published.