ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

926 0

କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍ ରେ ପାଳନ କରିଥାନ୍ତି ା ମହାଲକ୍ଷ୍ମୀପୂଜାର ପ୍ରାୟତଃ ମାସକ ପୂର୍ବରୁ ଆଜି ମୂର୍ତ୍ତୀ ନିର୍ମାଣ ନିମନ୍ତେ ମାଟି ପୂଜନ ଉତ୍ସବ ପାଳିତ ହୋଇଯାଇଛି ା ଗୋବର୍ଦ୍ଧନ ଗ୍ରାମ ନିକଟସ୍ଥ ଅରଡ଼େଇ ନଦୀରୁ ମାଟି ପୂଜା ହୋଇ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ

ପଦ୍ମପୁର ଗ୍ରାମର କୁଳ ପୁରୋହିତ ହୃଦାନନ୍ଦ ବ୍ରହ୍ମ ସମ୍ପାଦନା କରିଥିଲେ ା ଏହି ଉପଲକ୍ଷେ ନଗର କିର୍ତ୍ତନ ଶୋଭାଯାତ୍ରା ସହ ପ୍ରସାଦ ସେବନ ପରିବେଶିତ କରାଯାଇଥିଲା ମହାଲକ୍ଷ୍ମୀପୂଜା କମିଟି ର ସଭାପତି ବିଜୟକୁମାର ସାହୁ ସମ୍ପାଦକ ଉତ୍ତମକୁମାର ସାହୁ ଙ୍କ ସହ କମିଟିର ବିନୋଦ ସାହୁ,ଗୋପାଳ ସାହୁ,ପ୍ରବୀଣ ସାହୁ,ଦୀପୁ ସାହୁ,ଗଣେଶ ସାହୁ,ଗିରିଶ୍ ସାହୁ, ବିନୟ ସାହୁ,ମନୁ ସାହୁ,ସତ୍ୟନାରାୟଣ ରଥ, ନବ କୁଅଁର,ନିରଞ୍ଜନ ପୃଷ୍ଟି,ଚ଼ତୁର୍ତ୍ତୁଜ ସାହୁ, ଜନ୍ମେଜୟ ସାହୁ,ସଜୀବ କୁମାର ସାହୁ,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା ଆସନ୍ତା ଅଗଷ୍ଟ ମାସ ୧୩ ତାରିଖ ରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ୧୪ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ୫ଞ୍ଚଦିନଧରି ରାଜଧାନୀ ଅପେରା ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ ସୂଚ଼ନା ଦିଆଯାଇଛି ା

Related Post

ବୌଦ୍ଧ ଜିଲାପରିଷଦ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଅତାବିରା ସମ୍ବାଦ ସାହିତ୍ୟ ଘର ତରଫରୁ ବାବେବିରା ଝାଇଁ ଜୋରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Posted by - July 25, 2022 0
ବରଗଡ :(ରମାକାନ୍ତ ବିଶ୍ଵାଳ) କଳା ସାହିତ୍ୟକୁ ପ୍ରୋତ୍ସାହନ ଦେଇ କବି କଲାକାର ମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ଆଗେଇ ଆସୁଥିବା ଅତାବିରା ସମ୍ବାଦ ସାହିତ୍ୟ ଘର…

କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ

Posted by - July 15, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ମାନ୍ୟବର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ…

ବ୍ଲକ ଅଧ୍ୟକ୍ଷାଙ୍କ ଦିଅର ଗାଁ ସାଥୀ ଏବଂ କନିଷ୍ଠ ଯନ୍ତ୍ରୀକୁ ନିଲମ୍ବିତ ଦାବି

Posted by - January 4, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକରେ ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ…

ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ

Posted by - September 18, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ କରିଥିଲେ । ତାଙ୍କ…

Leave a comment

Your email address will not be published.