ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

1087 0

କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍ ରେ ପାଳନ କରିଥାନ୍ତି ା ମହାଲକ୍ଷ୍ମୀପୂଜାର ପ୍ରାୟତଃ ମାସକ ପୂର୍ବରୁ ଆଜି ମୂର୍ତ୍ତୀ ନିର୍ମାଣ ନିମନ୍ତେ ମାଟି ପୂଜନ ଉତ୍ସବ ପାଳିତ ହୋଇଯାଇଛି ା ଗୋବର୍ଦ୍ଧନ ଗ୍ରାମ ନିକଟସ୍ଥ ଅରଡ଼େଇ ନଦୀରୁ ମାଟି ପୂଜା ହୋଇ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ

ପଦ୍ମପୁର ଗ୍ରାମର କୁଳ ପୁରୋହିତ ହୃଦାନନ୍ଦ ବ୍ରହ୍ମ ସମ୍ପାଦନା କରିଥିଲେ ା ଏହି ଉପଲକ୍ଷେ ନଗର କିର୍ତ୍ତନ ଶୋଭାଯାତ୍ରା ସହ ପ୍ରସାଦ ସେବନ ପରିବେଶିତ କରାଯାଇଥିଲା ମହାଲକ୍ଷ୍ମୀପୂଜା କମିଟି ର ସଭାପତି ବିଜୟକୁମାର ସାହୁ ସମ୍ପାଦକ ଉତ୍ତମକୁମାର ସାହୁ ଙ୍କ ସହ କମିଟିର ବିନୋଦ ସାହୁ,ଗୋପାଳ ସାହୁ,ପ୍ରବୀଣ ସାହୁ,ଦୀପୁ ସାହୁ,ଗଣେଶ ସାହୁ,ଗିରିଶ୍ ସାହୁ, ବିନୟ ସାହୁ,ମନୁ ସାହୁ,ସତ୍ୟନାରାୟଣ ରଥ, ନବ କୁଅଁର,ନିରଞ୍ଜନ ପୃଷ୍ଟି,ଚ଼ତୁର୍ତ୍ତୁଜ ସାହୁ, ଜନ୍ମେଜୟ ସାହୁ,ସଜୀବ କୁମାର ସାହୁ,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା ଆସନ୍ତା ଅଗଷ୍ଟ ମାସ ୧୩ ତାରିଖ ରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ୧୪ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ୫ଞ୍ଚଦିନଧରି ରାଜଧାନୀ ଅପେରା ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ ସୂଚ଼ନା ଦିଆଯାଇଛି ା

Related Post

ଡିଭାଇନ ଏଜୁକେଶନାଲ୍ ଚାରିଟେବୁଲ ଟ୍ରଷ୍ଟ ରେ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ 

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଡିଭାଇନ ଏଜୁକେଶନାଲ୍ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ, ଏକ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ ଟ୍ୟୁଟୋରିଆଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳକ ସୁଶାନ୍ତ କୁମାର…

ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ବେଶରେ ଧର୍ମଗତ ଜିଲ୍ଲା ଦାବି କୁ ସମର୍ଥନ କଲେ ଦୁଇ କଲାକାର

Posted by - October 2, 2023 0
ଧର୍ମଗତ:(ହେମନ୍ତ କୁମାର ମାଝୀ)ଗାନ୍ଧୀ ଜୟନ୍ତୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ ସଂଘ ଗାନ୍ଧୀ ଓ ଶାସ୍ତ୍ରୀଜୀ ଅଭିନୟ ବେଶରେ ଧର୍ମଗତ ଜିଲ୍ଲା ଦାବି କୁ ସମର୍ଥନ କଲେ ଦୁଇ…

ନିଲାକଣ୍ଠପୁର ଗ୍ରାମରେ ଆଖଣ୍ଡଳମଣି ମନ୍ଦିର ପରିସରରେ ରୁଦ୍ରମହାଯଜ୍ଞ ଆରମ୍ଭ

Posted by - June 8, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବ୍ଳକ ଝାଲପଡ଼ା ପଂଚାୟତ ନିଲାକଣ୍ଠପୁର ଗ୍ରାମରେ ଥିବା ଆଖଣ୍ଡଳମଣି ମନ୍ଦିର ପରିସରରେ ରୁଦ୍ରମହାଯଜ୍ଞ ଆରମ୍ଭ ହୋଇଛି । ସକାଳୁ କଳସ ଯାତ୍ରା…

ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି ବୈଠକ

Posted by - August 23, 2023 0
ସୁବର୍ଣ୍ଣପୁର:( ଅଜିତ କୁମାର ପୁଜାହାରୀ)ଆଜି ଜିଲ୍ଲାପାଳ ଵିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷ ରେ ପିସି ଏଣ୍ଡ ପିଏନଡିଟି ଉପଦେଷ୍ଟା କମିଟି…

Leave a comment

Your email address will not be published.