Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ

785 0

ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ ଜଣକ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କୁ ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିବା ସହିତ ତାଙ୍କ ଉପରେ ଅନେକ ଗୁରୁତର ଆରୋପ ଲଗାଇଛନ୍ତି।ଶାଶ୍ବତ ଯୋଶୀ ତାଙ୍କର ଶିଷ୍ୟମାନଙ୍କୁ ଯୌନ ନିର୍ଯାତନା ଦେବାସହ, ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଶିଷ୍ୟ ଜଣଙ୍କ ଅଭିଯୋଗ କରିଛନ୍ତି। କ୍ୟାରିୟର ଭୟରେ କୌଣସି ଝିଅ ମୁହଁ ଖୋଲୁନଥିବା ମଧ୍ୟ ସେ କହିଛନ୍ତି।ଏନେଇ ଶାଶ୍ୱତ ଯୋଶୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମୁଁ ଦୋଷୀ ନୁହେଁ। ମୋ ନାମରେ ଅପପ୍ରଚାର କରାଯାଉଛି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ”।

Related Post

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା,ଅଫିସ କାନ୍ଥରେ ଲେଖିଲେ ଦୁର୍ବୃତ୍ତ

Posted by - January 1, 2020 876
ମାଲକାନଗିରି: ଜିଲ୍ଲାପାଳଙ୍କ ବିରୋଧରେ ଅଫିସ କାନ୍ଥରେ ଲେଖିଲେ ଦୃବୁର୍ତ୍ତ । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଳାରେ ଆପତ୍ତିଜନକ ମନ୍ତବ୍ୟ ଦୃବୁର୍ତ୍ତ ଲେଖିଛନ୍ତି…

IHRC ପକ୍ଷରୁ ସ୍କୁଲ ଫିସ ହ୍ରାସ ନିମନ୍ତେ ଏକ ଦାବିପତ୍ର ପ୍ରଦାନ।

Posted by - June 14, 2021 0
ଉତ୍ତରଭୁବନେଶ୍ୱର :(ସନ୍ତୋଷ ରାଉତ)IHRC ର ସଭାପତି ଶ୍ରୀ ଶିବ ସୁନ୍ଦର ସ୍ୱାଇଁ, ଖୋର୍ଦ୍ଧା ସଭାପତି ଶ୍ରୀ ନାରାୟଣ ସାହୁ ରାଜ୍ୟ ଯୁଗ୍ମ ସମ୍ପାଦକ ଶାସlଙ୍ଖ ଶେଖର ପଣ୍ଡା…

ଉତ୍କଳ ମହିଳା ସମିତି ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ମହିଳା କୃଷକ ମାନଙ୍କୁ ନେଇ ପଦଯାତ୍ରା

Posted by - January 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଉତ୍କଳ ମହିଳା ସମିତି ଓଡିଶା , ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ମହିଳା କୃଷକ ମାନେ , କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ୍ ବିପକ୍ଷ…

ପ୍ରକାଶ ପାଇଲାନି ଘରୋଇ ବିଦ୍ୟାଳୟର ମାଟ୍ରିକ ଫଳାଫଳ।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା।

Posted by - June 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଅସନ୍ତୋଷ।ମାଟ୍ରିକ ଫଳ ପ୍ରକାଶ ପାଇନଥିବାରୁ ଉପଜିଲ୍ଲାପାଳଙ୍କୁ ଦେଲେ…

ଉଦ୍ଘାଟିତ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

Posted by - December 21, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ସ୍ଵାସ୍ଥ୍ୟସେବା, ରୋଗୀ ନିକଟରେ ପହଞ୍ଚିବେ ଡାକ୍ତର ଗୁରୁତର ରୋଗୀ ଅସୁବିଧାର ସମ୍ମୁଖିନ ହେବେନାହିଁ ଏହି ଉଦ୍ଧେଶ୍ୟରେ…

Leave a comment

Your email address will not be published.