Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ବତ ଯୋଶୀଙ୍କ ନାମରେ ସାଂଘାତିକ ଅଭିଯୋଗ

1103 0

ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ ଜଣକ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କୁ ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିବା ସହିତ ତାଙ୍କ ଉପରେ ଅନେକ ଗୁରୁତର ଆରୋପ ଲଗାଇଛନ୍ତି।ଶାଶ୍ବତ ଯୋଶୀ ତାଙ୍କର ଶିଷ୍ୟମାନଙ୍କୁ ଯୌନ ନିର୍ଯାତନା ଦେବାସହ, ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଶିଷ୍ୟ ଜଣଙ୍କ ଅଭିଯୋଗ କରିଛନ୍ତି। କ୍ୟାରିୟର ଭୟରେ କୌଣସି ଝିଅ ମୁହଁ ଖୋଲୁନଥିବା ମଧ୍ୟ ସେ କହିଛନ୍ତି।ଏନେଇ ଶାଶ୍ୱତ ଯୋଶୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମୁଁ ଦୋଷୀ ନୁହେଁ। ମୋ ନାମରେ ଅପପ୍ରଚାର କରାଯାଉଛି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ”।

Related Post

ଗ୍ରାମ୍ୟ ଉନ୍ନୟନ ବିଭାଗ ର ବୈମାତୃକ ମନୋଭାବ, କେବେ ମରାମତି ହେବ ଧାମନଗୁଡା ପୋଲ

Posted by - December 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କେତେକ କ୍ଷେତ୍ରରେ ଅସାଧୁ କର୍ମଚାରୀ,…

ପରଲୋକରେ ସଂଗୀତଜ୍ଞ ପ୍ରଫୁଲ୍ଲ କର

Posted by - April 18, 2022 0
ଭୁବନେଶ୍ବର :୮୩ ବର୍ଷ ବୟସରେ ଆଖି ବୁଝିଛନ୍ତି କମଳ ଦେଶର ରାଜକୁମର ଭାବେ ପରିଚିତ ଏହି ବର୍ଷିୟାନ୍‌ ସଂଗୀତଜ୍ଞ। ରବିବାର ରାତିରେ ଭୁବନେଶ୍ବର ବାସଭବନରେ ତାଙ୍କର ପରଲୋକ…

ଅନୁଭବ-ବର୍ଷା ପାରିବାରିକ ବିବାଦ, ତାଗିଦ୍‌ କଲେ ହାଇକୋର୍ଟ

Posted by - May 27, 2022 0
କଟକ (ବ୍ଯୁରୋ): ଷ୍ଟାର ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦରେ ହାଇକୋର୍ଟ ଉଭୟଙ୍କୁ ତାଗିଦ୍‌ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ପ୍ରସଙ୍ଗ ନେଇ କୌଣସି ମନ୍ତବ୍ୟ ବା ଭିଡିଓ…

ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Posted by - December 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ କୁ G20 2023 ର ସଭାପତିତ୍ୱ ମିଳିଥିବା ରୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି | ଏ ପରିପେକ୍ଷୀରେ…

ଗାଁରାସ୍ତା ମଝିରେ ଗଢୁଛି ପାଣି, ଡ୍ରେନ୍ ବ୍ୟବସ୍ତା ପାଇଁଁ ଗ୍ରାମବାସିଙ୍କ ଦାବି

Posted by - June 12, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ଗାଁ ପରିମଳ ଧୋବାଥୁଠରୁ ହିଁ ଜଣା ପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ ଗାଁର…

Leave a comment

Your email address will not be published.