କେସିଙ୍ଗା ଆଦର୍ଶ ଥାନା ପରିସର ରେ ରକ୍ତଦାନ ଶିବିର ଅନୁଷ୍ଠିତ

213 0

କେସିଙ୍ଗା :(ପୀତେଶ ପଟେଲ) ରକ୍ତଦାନ ମହତ୍ ଦାନ ।ଆଜି କେସିଙ୍ଗା ଆଦର୍ଶ ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏଥିରେ 58 ଜଣ
ସ୍ବେଚ୍ଛାସେବୀ ,ସାମ୍ବାଦିକ,ଓ ପୋଲିସ ଭାଇମାନେ ଅଂସଗ୍ରହଣ କରି ୫୮ ଯୁଟିନି ରକ୍ତଦାନ କରିଛନ୍ତି। ଏହି ଉପଲକ୍ଷେ କେସିଙ୍ଗ ଏସଡିପିଓ ଅଭିନବ ସୋନକର କହିଥିଲେ ଯେ ମହାମାରୀ କୋଭିଡ ପୂର୍ବରୁ ଏଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିଲା।

କୋଭିଡ ପରେ ପୁଣି ପ୍ରଥମ ଥର ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଅଛି ।ମୁଁ ଆଶା କରୁଛି ଆସନ୍ତା ପ୍ରତିମାସରେ ଏହି ସବଡିଭିଜନରେ ଥିବା ଥାନା ମାନଙ୍କ ରେ ଏଭଲି ରକ୍ତଦାନ ଶିବିର ଆୟୋଜିତ ହେବ। ସେହିପରି ଆଇଆଇସି ସତ୍ଯ କୁମାର ନନ୍ଦ କହିଥିଲେ ଯେ କଳାହାଣ୍ଡି ଜିଲ୍ଲା ଆରକ୍ଷି ଅଧିକ୍ଷକ ଅଭିଲାସ ଜି ଏବଂ କେସିଙ୍ଗା ଏସଡିପିଓ ଅଭିନବ ସୋନକରଙ୍କ ମାର୍ଗଦର୍ଶନରେ ଆଜି ଥାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଅଛି।ସେମାନେ ରକ୍ତଦାନ ର ମହତ୍ ବୁଝି ପାରୁଛନ୍ତି। ଏଣୂ ସେମୀନେ ଜଣେ ଜଣେ ଗୋଟିଏ ହିରୋ ଏବଂ   ରକ୍ତଦାନ କରିଥିବା ସମସ୍ତ ସ୍ବେଚ୍ଛାସେବୀଙ୍କୁ ଆଇଆଇସି ଧନ୍ଯବାଦ ଜଣାଇଛନ୍ତି ।

ଆଇଆଇସି କଣ କହୁଛନ୍ତି ଶୁଣନ୍ତୁ

 

 

Related Post

ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା

Posted by - November 5, 2019 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ,କର୍ମୀଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା,ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ,ସୁପରଭାଇଜର ପଦବୀ…

ଟ୍ରାନସଫରମର ଚୋରି ହେବାର ୫୦ଦିନ ବିତିଲା ଏବେବି ଗାଁ ଅନ୍ଧାରରେ,ବିଭାଗର ନିଘା ନାହିଁ

Posted by - September 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୈଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ଗ୍ରାମର ରଥସାହିର ଟ୍ରାନସଫରମର ଚୋରିହୋଇ ଦିର୍ଘ  ୫୦ଦିନହେଲା ଅନ୍ଧାରରେ ଥିବା ଅଭିଯୋଗ ହୋଈଥିଲେ ମଧ୍ୟ ବବିଭାଗିୟ କର୍ମଚାରୀ…

ଜିଲ୍ଲାସ୍ତରୀୟ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ

Posted by - November 8, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ କ୍ଷେତରାଜପୁର ଷ୍ଟେସନ ପଡାର ଦୁର୍ଗେଶ୍ବରୀ ଯୁବକ ସଂଘର ଗୁରୁକୁଳ କ୍ଲବ୍ ପକ୍ଷରୁ ଏକ ଜିଲ୍ଲା…

କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିର ରୁ ଚୋରି

Posted by - September 15, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିର ରୁ ଚୋରି l ପୁରା ହୁଣ୍ଡି କୁ ଉଠାଇ…

ବୌଦ୍ଧ ଜିଲ୍ଲା ରେ ପୁଣି ୫୪ଏକର ସରକାରୀ ଜମିରୁ ୫କୋଟି ୪୦ଲକ୍ଷ୍ୟ ଟଙ୍କାର ଗଂଜେଇ ନଷ୍ଟ

Posted by - January 26, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ଡ଼ିମିରିଖୋଲ ଜଙ୍ଗଲ ରୁ ଆଜି ପୁଣି ୫ କୋଟି ୪୦ ଲକ୍ଷ୍ୟ ଟଙ୍କା ର ଗଞ୍ଜେଇ ଗଛ…