ଗାଧୋଇବା ପାଣିରେ ମିଶାନ୍ତୁ ଏସବୁ ଜିନିଷ : ବଦଳିଯିବ ଆପଣଙ୍କ ଭାଗ୍ୟ

741 0

ଧାରଣତଃ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆମେ ଦୈନିକ ଗାଧୋଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ସ୍ନାନ ସହ ଆମ ଭାଗ୍ୟ ମଧ୍ୟ ଜଡ଼ିତ ଥାଏ। ସ୍ନାନ ଘରେ ଧନର ଅଭାବ କିମ୍ବା ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ। ତେବେ ଶାସ୍ତ୍ର ଅନୁଯାୟୀ, ଗାଧୋଇବା ପୂର୍ବରୁ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ। ଏହି ଉପାୟ ଆପଣଙ୍କ ଜୀବନରେ କେବଳ ଉନ୍ନତି ଆଣି ନଥାଏ ବରଂ ଜୀବନରେ ଆସୁଥିବା ଅନେକ ସମସ୍ୟାର ମଧ୍ୟ ସମାଧାନ କରିଥାଏ। କିଛି ଜିନିଷ ଅଛି ଯାହାକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କଲେ ଧନ ବୃଦ୍ଧି ସହ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କ’ଣ ସେହି ସବୁ ଜିନିଷ–

ଶାସ୍ତ୍ର ଅନୁଯାୟୀ ଗାଧୋଇବା ପାଣିରେ ରାଶି ମିଶାଇ ସ୍ନାନ କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ହେଇଥାଏ। ଏହି ଉପାୟରେ ସ୍ନାନ କରିବା ଦ୍ୱାରା ଧନର ଅଭାବ ରହିନଥାଏ।

ଏହାବ୍ୟତୀତ ଗାଧୋଇବା ପାଣିରେ କିଛି ଅଳେଇଚ ଏବଂ କେଶର ମିଶାଇ ସ୍ନାନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଆସିଥିବା ସଙ୍କଟ ତୁରନ୍ତ ଦୂର ହୋଇଯିବ।

ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ଗାଧୋଇବା ପାଣିରେ କ୍ଷୀର ମିଶାନ୍ତି ତେବେ ଏହାଦ୍ୱାରା ମଣିଷକୁ ଦୀର୍ଘ ଆୟୁଷ ପ୍ରାପ୍ତି ହୋଇଥାଏ। ଏହାସହିତ ଶାରୀରିକ ଶକ୍ତି ମଧ୍ୟ ମିଳିଥାଏ।

ପାଣିରେ ଘିଅ ମିଶାଇ ଗାଧୋଇବା ମଧ୍ୟ ଲାଭଦାୟକ ହୋଇଥାଏ। ଶାସ୍ତ୍ର ଅନୁସାରେ, ଘିଅ ମିଶା ପାଣିରେ ସ୍ନାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ। ଏହାସହିତ ତ୍ୱଚାରେ ମଧ୍ୟ ଚମକ ଆସିଥାଏ।

Facebook Notice for EU! You need to login to view and post FB Comments!

Related Post

କୋରୋନାର ତୃତୀୟ ଲହର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - August 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ କୋରୋନାର ତୃତୀୟ ଲହର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Posted by - May 29, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

ଦିନକରେ କରୋନାରେ ୬୬ ମୃତ,ପୁଣି ବଢିଲା ଆର୍ ଭ୍ୟାଲୁ,ତୃତୀୟ ଲହରୀ ସୁନିଶ୍ଚିତ

Posted by - July 18, 2021 0
ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ…

ଡ୍ରୋନରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ଭ

Posted by - March 22, 2022 0
କେସିଙ୍ଗା :(ପୀତେଶ ପଟେଲ)ଭାରତ ରେ ଥିବା ୧୮୨ ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ୱାସ୍ଥ୍ୟ ବିଭାଗ ସହାୟତା ରେ ବର୍ତ୍ତମାନ ଦ୍ରୋନ ସାହଯ୍ୟ ରେ ଟିବି ଚିକିତ୍ସା…

‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’: ପେଟା

Posted by - December 15, 2019 1,010
ନୂଆଦିଲ୍ଲୀ : ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଏହା ସମସ୍ତେ ଜାଣନ୍ତି। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌…

Leave a comment

Your email address will not be published.