Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଗାଧୋଇବା ପାଣିରେ ମିଶାନ୍ତୁ ଏସବୁ ଜିନିଷ : ବଦଳିଯିବ ଆପଣଙ୍କ ଭାଗ୍ୟ

940 0

ଧାରଣତଃ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆମେ ଦୈନିକ ଗାଧୋଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ସ୍ନାନ ସହ ଆମ ଭାଗ୍ୟ ମଧ୍ୟ ଜଡ଼ିତ ଥାଏ। ସ୍ନାନ ଘରେ ଧନର ଅଭାବ କିମ୍ବା ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ। ତେବେ ଶାସ୍ତ୍ର ଅନୁଯାୟୀ, ଗାଧୋଇବା ପୂର୍ବରୁ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ। ଏହି ଉପାୟ ଆପଣଙ୍କ ଜୀବନରେ କେବଳ ଉନ୍ନତି ଆଣି ନଥାଏ ବରଂ ଜୀବନରେ ଆସୁଥିବା ଅନେକ ସମସ୍ୟାର ମଧ୍ୟ ସମାଧାନ କରିଥାଏ। କିଛି ଜିନିଷ ଅଛି ଯାହାକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କଲେ ଧନ ବୃଦ୍ଧି ସହ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କ’ଣ ସେହି ସବୁ ଜିନିଷ–

ଶାସ୍ତ୍ର ଅନୁଯାୟୀ ଗାଧୋଇବା ପାଣିରେ ରାଶି ମିଶାଇ ସ୍ନାନ କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ହେଇଥାଏ। ଏହି ଉପାୟରେ ସ୍ନାନ କରିବା ଦ୍ୱାରା ଧନର ଅଭାବ ରହିନଥାଏ।

ଏହାବ୍ୟତୀତ ଗାଧୋଇବା ପାଣିରେ କିଛି ଅଳେଇଚ ଏବଂ କେଶର ମିଶାଇ ସ୍ନାନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଆସିଥିବା ସଙ୍କଟ ତୁରନ୍ତ ଦୂର ହୋଇଯିବ।

ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ଗାଧୋଇବା ପାଣିରେ କ୍ଷୀର ମିଶାନ୍ତି ତେବେ ଏହାଦ୍ୱାରା ମଣିଷକୁ ଦୀର୍ଘ ଆୟୁଷ ପ୍ରାପ୍ତି ହୋଇଥାଏ। ଏହାସହିତ ଶାରୀରିକ ଶକ୍ତି ମଧ୍ୟ ମିଳିଥାଏ।

ପାଣିରେ ଘିଅ ମିଶାଇ ଗାଧୋଇବା ମଧ୍ୟ ଲାଭଦାୟକ ହୋଇଥାଏ। ଶାସ୍ତ୍ର ଅନୁସାରେ, ଘିଅ ମିଶା ପାଣିରେ ସ୍ନାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ। ଏହାସହିତ ତ୍ୱଚାରେ ମଧ୍ୟ ଚମକ ଆସିଥାଏ।

Related Post

ଉତ୍କଳ ସେଣ୍ଟର ପଏଣ୍ଟରେ ୧୮ରୁ ୪୪ବର୍ଷର୧ମ ଡୋଜ ଟୀକାକରଣ

Posted by - June 21, 2021 0
ବ୍ୟାସନଗର: ଯାଜପୁର ଜିଲ୍ଲାର ଶିଳ୍ପ ବାଣିଜ୍ୟ ସହର ବ୍ୟାସନଗର (ଯାଜପୁରରୋଡ)ର ଚୋରଦା ବାଇପାସ ଛକ ମେନ ରୋଡରେ ଅବସ୍ଥିତ “ଉତ୍କଳ ସେଣ୍ଟର ପଏଣ୍ଟ”ରେ ୧୮ରୁ ୪୪ବର୍ଷର ବର୍ଗଙ୍କ ମଧ୍ୟରେ…

ରାଜ୍ୟରେ ୩୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଠାରେ କୌଣସି କରୋନା ଲକ୍ଷଣ ନାହିଁ,

Posted by - April 11, 2020 0
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ…

ଦାନଗଦୀ ବ୍ଳକ ମନୋହରପୁର ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Posted by - February 25, 2020 874
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ମନୋହରପୁର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୋସିଆଲ ସପୋର୍ଟ ୟୁଥ୍…

ଆରମ୍ଭ ହେଲା ବୁଷ୍ଟର ଡୋଜ

Posted by - January 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ର ବୁଷ୍ଟର ଡୋଜ। ଜିଲାର ସ୍ୱାସ୍ଥ୍ୟ କର୍ମୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଆଜି…

କରୋନା ଆକ୍ରାନ୍ତରେ ଯୁବକଙ୍କ ମୃତ୍ୟୁ

Posted by - June 20, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଂଗା ବ୍ଲକ୍ ସାମ୍ପୋଚ ଗ୍ରାମର ଯୁବକ ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କର ଗତ କାଲି ପୁର୍ବାହ୍ନରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ…

Leave a comment

Your email address will not be published.