ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଛୁଟି ପାଇଁ ଦାବି କଲେ ରଞ୍ଜିତା

143 0

ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଦେବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦର ଯାଦବ ଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ଏନ. ଗୁହା ଲେନ ର ଝିଅ ରଞ୍ଜିତା ପ୍ରିୟଦର୍ଶନୀ । ଏଥିପାଇଁ ସେ ସର୍ବ ଭାରତୀୟ ସ୍ଥରରେ ଅନଲାଇନ ସିଗ୍ନେଚର (signature) କେମ୍ପେନିଂ ଆରମ୍ଭ କରିଛନ୍ତି । ରଞ୍ଜିତା ପେଶା ରେ ଜଣେ ସାମାଜିକ କର୍ମୀ । ନିଜେ ଜଣେ ମହିଳା ହୋଇଥିବାରୁ କର୍ମକ୍ଷେତ୍ରରେ ମାସିକ ଋତୁସ୍ରାଵ ସମୟରେ ହେଉଥିବା ଅସୁବିଧା କୁ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ରଞ୍ଜିତା । ଋତୁସ୍ରାଵ ସମୟରେ ମହିଳା ମାନଙ୍କୁ ଅତି କମ ରେ ଗୋଟିଏ ଦିନ ଛୁଟି ଦେବା ପାଇଁ ସେ ଦାବି ଜଣାଇଛନ୍ତି ।

Related Post

ବସ ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗ ପକ୍ଷରୁ ଚକ୍ଷୁ ପରିକ୍ଷା

Posted by - January 23, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ସଡକ ସୁରକ୍ଷା  ସପ୍ତାହ ଅବସରରେ ଯାଜପୁର ବସ ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗ ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରୀଯାନ ଚାଳକ ମାନଙ୍କର ଆଖି ପରିକ୍ଷା କରାଯାଇ ସେମାନଙ୍କର ଚିକିତ୍ସା କରାଯାଇଥିଲା । ଗାଡି ଚଳାଇବା ବେଳେ ଚାଳକ ମାନଙ୍କର ଦୃଷ୍ଟି ଶକ୍ତି ଠିକ୍ ରହିବା ଦରକାର । ଚାଳକ ମାନଙ୍କର ଦୃଷ୍ଟି ଶକ୍ତି ଉପରେ ସଡକ ସୁରକ୍ଷା ନିର୍ଭର କରିଥାଏ ,ସେଥିପାଇଁ ଚାଳକ ମାନଙ୍କର ଚକ୍ଷୁ ପରିକ୍ଷା ନିହାତି ଜରୁରୀ ବୋଲି ଯାଜପୁର ପରିବହନ ଅଧିକାରୀ ସୂଚନା ଦେଇଥିଲେ । ଏଭଳି ପରିକ୍ଷା ଦ୍ୱାରା ଗାଡି ଦୁର୍ଘଟଣା ରୁ ରକ୍ଷା ପାଇପାରିବ ବୋଲି ଗାଡି ମାଲିକ ମାନେ ମତ ଦେଇଛନ୍ତି

ଛାତ୍ର କଂଗ୍ରେସ କର୍ମୀ ଙ୍କ ଉପରେ ଆକ୍ରମଣ ର ପ୍ରତିବାଦ

Posted by - November 17, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା…

ମରୁଆ ଛକରେ ପିକପ ଭେନ ଧକ୍କା ରେ ଦୁଇବାଇକ ଆରୋହି ମୃତ,ପିକପ୍ ଜବତ

Posted by - October 1, 2022 0
ପାଟଣାଗଡ/ଖପ୍ରାଖୋଲ: ୧/୧୦(ତାପସ ରଞ୍ଜନ ବେହେରା) ପାଟଣାଗଡ ଥାନା ପାଟଣାଗଡ଼ ପଦ୍ମପୁର ରାସ୍ତା ମରୁଆ ଛକ ନିକଟରେ ଏକ ପିକପ ଭେନ ଗାଡି ଧକ୍କାରେ ଦୁଇ ବାଇକ ଆରୋହି…

ବୌଦ୍ଧ ଜିଲ୍ଲାରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

Posted by - April 13, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ପିଲାମାନଙ୍କର ସ୍କୁଲ ପାଠପଢ଼ା ବନ୍ଦ ହୋଇରହିଥିଲା l ବର୍ତ୍ତମାନ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…