Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

କଶିରାରେ ଗୋଠ ହାତୀଙ୍କ ଆତଙ୍କ,ଧାନ ଫସଲ ଖାଇଲେ ପାଦରେ ଦଳି ଚ଼କଟିଦେଲେ

994 0

କେନ୍ଦୁଝର,  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ କଶିରାପାଟଣା ଗ୍ରାମ ଜଙ୍ଗଲରୁ ହାତୀଦୋଳ ମାନେ ଧାନ ଫସଲ କିଆରିକୁ ଆସି ଫସଲ ଖାଇବା ସହିତ ପାଦରେ ଦଳି ଚ଼କଟି ନଷ୍ଟ କରିଦେଇଛନ୍ତିା ରବିବାର ବିଳମ୍ବିତ ରାତିରେ ଗୋଠହୋଇ ହାତୀମାନେ କଶିରାପାଟଣା ଜଙ୍ଗଲରୁ ବାହରି ଜଗନ୍ନାଥପୁର ଅମୃତପଡ଼ା ଗାଁ ଧାନବିଲ ଦେଇ ନିକଟସ୍ଥ ଜଙ୍ଗଲକୁ ପଳାଇଛନ୍ତିା ଫଳରେ ଚ଼ାଷ କରିଥିବା ଧାନ ଫସଲ ସପୂର୍ଣ୍ଣ ନଷ୍ଟ ହୋଇଯାଇଛିା ଏନେଇ ଚ଼ାଷୀମାନଙ୍କ ଚ଼ିନ୍ତା ବଢିଯାଇଛିା ବହୁକଷ୍ଟ କରି ଧାନ ଚ଼ାଷ କରି ଧାନଗଛ ବଡ଼ହେବା ସମୟରେ ଫସଲ ଉଜୁଡ଼ିଯାଇଛିା

ଧାରକରଜ କରି ସାର ବିଲରେ ଲୋକ ଲଗାଇ କାମ କରାଇଥିବା ପରିଶ୍ରମ ବୃଥାହୋଇଯାଇଛିା ଲୋକଙ୍କ କହିବା ଅନୁଯାୟୀ ଲୋକମାନେ ରାତିରେ ଶୋଇଥିବାବେଳେ ୩୦ଟିହାତୀ ଜଙ୍ଗଲରୁ ଆସିଥିଲେ କଶିରା ଜଙ୍ଗଲ ପଟୁ ବାହାରି ଜଗନ୍ନାଥପୁର ଅମୃତପଡ଼ା ଦେଇଯାଇଛନ୍ତିା ଫଳରେ ଧାନ ଚ଼ାଷ କରିଥିବା କଶିରା ଗ୍ରାମର ରଙ୍ଗାଧରମହାନ୍ତ(୫୫)୩ଏକର ଇଶ୍ଵରମହାନ୍ତ(୪୫)୧ଏକର ରାମଚ଼ନ୍ଦ୍ରମହାନ୍ତ(୬୫)୨ଏକର ଗୋପିନାଥମହାନ୍ତ(୪୫)୧/୫୦ଏକର ନିଳାମ୍ବରମହାନ୍ତ(୪୦)୧/୫୦ଏକର ପରୁଷୋତ୍ତମ ମହାନ୍ତ(୫୬)୧ଏକର ପବିତ୍ରମହାନ୍ତ(୩୫)୬୦ଡ଼ିସ୍ ମିଲ କଶିରା ଅମୃତପଡ଼ା ଗ୍ରାମର ଶିଵମାଝୀ (୩୦)୧ଏକର ରେଖାଣ୍ତାମୁଣ୍ତା(୫୦)୧ଏକର କମଳାମାଝୀ(୨୬)୫୦ଡ଼ିସ୍ ମିଲ ଚ଼ାଷୀ ମାନଙ୍କର ଧାନ ଫସଲ ଗୋଠ ହାତୀମାନେ ନଷ୍ଟ କରିଦେଇଛନ୍ତିା ଚ଼ାଷୀମାନେ ବନବିଭାଗ ଅଧିକାରୀ କେନ୍ଦୁଝର ପ୍ରଶାସନ ନିକଟେ ତୁରନ୍ତ ତଦନ୍ତକରି କ୍ଷତିପୂରଣ ସହସୟତା କରିବାକୁ ଦାବିକରିଛନ୍ତିା

Related Post

କଣ୍ଟାମାଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Posted by - January 9, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଅବସରପ୍ରାପ୍ତ କର୍ମଚାରୀ ସଂଘ କଣ୍ଟାମାଳ ର 11 ତମ ବନ୍ଧୁମିଳନ ତଥା ବାର୍ଷିକ ଅଧିବେଶନ ବନ୍ଧପାଲି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l…

ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା ଭୁବନେଶ୍ବର AIIMS ମେଡିକାଲ ରେ ଭର୍ତି

Posted by - August 26, 2021 0
ମାଥିଲି:(ଅବଦୁଲ ଗନି) ୨୫-୦୮ରିଖ ମାଲକାନଗିରି ଜିଲ୍ଲା ବରିଷ୍ଟ ଓକିଲ ତଥା ବରିଷ୍ଟ ଆଦିବାସୀ ନେତା ସହ ଦୁଇ ଦୁଇଥର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରହ୍ଲାଦ ଦୋରା ଗତ…

ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂଆଖାଇ ପୂର୍ବରୁ ଗାଁ ସଫାଇ ଆରମ୍ଭ କଲେ ସରପଞ୍ଚ, ଅସହାୟ ଙ୍କୁ ବାଣ୍ଟିଲେ ନୂଆଖାଇ ତିହାରୀ ସାମଗ୍ରୀ

Posted by - August 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ I ନୂଆଖାଇ ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଖପ୍ରାଖୋଲ ବ୍ଲକ୍ ଧଣ୍ଡମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ…

Leave a comment

Your email address will not be published.