କଶିରାରେ ଗୋଠ ହାତୀଙ୍କ ଆତଙ୍କ,ଧାନ ଫସଲ ଖାଇଲେ ପାଦରେ ଦଳି ଚ଼କଟିଦେଲେ

868 0

କେନ୍ଦୁଝର,  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ କଶିରାପାଟଣା ଗ୍ରାମ ଜଙ୍ଗଲରୁ ହାତୀଦୋଳ ମାନେ ଧାନ ଫସଲ କିଆରିକୁ ଆସି ଫସଲ ଖାଇବା ସହିତ ପାଦରେ ଦଳି ଚ଼କଟି ନଷ୍ଟ କରିଦେଇଛନ୍ତିା ରବିବାର ବିଳମ୍ବିତ ରାତିରେ ଗୋଠହୋଇ ହାତୀମାନେ କଶିରାପାଟଣା ଜଙ୍ଗଲରୁ ବାହରି ଜଗନ୍ନାଥପୁର ଅମୃତପଡ଼ା ଗାଁ ଧାନବିଲ ଦେଇ ନିକଟସ୍ଥ ଜଙ୍ଗଲକୁ ପଳାଇଛନ୍ତିା ଫଳରେ ଚ଼ାଷ କରିଥିବା ଧାନ ଫସଲ ସପୂର୍ଣ୍ଣ ନଷ୍ଟ ହୋଇଯାଇଛିା ଏନେଇ ଚ଼ାଷୀମାନଙ୍କ ଚ଼ିନ୍ତା ବଢିଯାଇଛିା ବହୁକଷ୍ଟ କରି ଧାନ ଚ଼ାଷ କରି ଧାନଗଛ ବଡ଼ହେବା ସମୟରେ ଫସଲ ଉଜୁଡ଼ିଯାଇଛିା

ଧାରକରଜ କରି ସାର ବିଲରେ ଲୋକ ଲଗାଇ କାମ କରାଇଥିବା ପରିଶ୍ରମ ବୃଥାହୋଇଯାଇଛିା ଲୋକଙ୍କ କହିବା ଅନୁଯାୟୀ ଲୋକମାନେ ରାତିରେ ଶୋଇଥିବାବେଳେ ୩୦ଟିହାତୀ ଜଙ୍ଗଲରୁ ଆସିଥିଲେ କଶିରା ଜଙ୍ଗଲ ପଟୁ ବାହାରି ଜଗନ୍ନାଥପୁର ଅମୃତପଡ଼ା ଦେଇଯାଇଛନ୍ତିା ଫଳରେ ଧାନ ଚ଼ାଷ କରିଥିବା କଶିରା ଗ୍ରାମର ରଙ୍ଗାଧରମହାନ୍ତ(୫୫)୩ଏକର ଇଶ୍ଵରମହାନ୍ତ(୪୫)୧ଏକର ରାମଚ଼ନ୍ଦ୍ରମହାନ୍ତ(୬୫)୨ଏକର ଗୋପିନାଥମହାନ୍ତ(୪୫)୧/୫୦ଏକର ନିଳାମ୍ବରମହାନ୍ତ(୪୦)୧/୫୦ଏକର ପରୁଷୋତ୍ତମ ମହାନ୍ତ(୫୬)୧ଏକର ପବିତ୍ରମହାନ୍ତ(୩୫)୬୦ଡ଼ିସ୍ ମିଲ କଶିରା ଅମୃତପଡ଼ା ଗ୍ରାମର ଶିଵମାଝୀ (୩୦)୧ଏକର ରେଖାଣ୍ତାମୁଣ୍ତା(୫୦)୧ଏକର କମଳାମାଝୀ(୨୬)୫୦ଡ଼ିସ୍ ମିଲ ଚ଼ାଷୀ ମାନଙ୍କର ଧାନ ଫସଲ ଗୋଠ ହାତୀମାନେ ନଷ୍ଟ କରିଦେଇଛନ୍ତିା ଚ଼ାଷୀମାନେ ବନବିଭାଗ ଅଧିକାରୀ କେନ୍ଦୁଝର ପ୍ରଶାସନ ନିକଟେ ତୁରନ୍ତ ତଦନ୍ତକରି କ୍ଷତିପୂରଣ ସହସୟତା କରିବାକୁ ଦାବିକରିଛନ୍ତିା

Related Post

ଡି. ଏ. ଭି ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ଅବସର ଗ୍ରହଣ

Posted by - June 4, 2020 0
ବଡବିଲ :(ସୀତାରାମ ଦୀକ୍ଷିତ)ବଲାଣୀ ସେଲ( ସାମାଜିକ ଉଦ୍ୟଯୋଗ ଦାୟୀତ୍ୱ )ଦ୍ୱାରା ପରିଚାଳିତ ଡି. ଏ. ଭି ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାନ୍ତ…

ଯୁବତୀର ବେକରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ

Posted by - June 19, 2021 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବଜାର ଅଞ୍ଚଳରେ ଜଣେ ଯୁବତୀର ବେକରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା…

କୃଷି ବୀମା ରାଶି ପ୍ରଦାନ ଓ ଖପ୍ରାଖୋଲ ପଞ୍ଚାୟତ କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ପାଇଁ ଦାବିପତ୍ର ଦେଲେ ଖପ୍ରାଖୋଲ ପଞ୍ଚାୟତ ଚାଷୀ

Posted by - July 5, 2022 0
ପାଟଣାଗଡ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ର କୃଷି ବୀମା ରାଶି କୁ ବୀମା କମ୍ପାନୀ ସ୍ତଗୀତ ରଖିଛି ।…

ଓଜେଏସ୍‌ ପାଇଲେ ବୁର୍ଲାର ଝିଅ ପ୍ରତିଭା ଦାଶ

Posted by - November 13, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି…

ଅଧ୍ୟାପକ କରୋନା ଚିହ୍ନଟ ପରେ ଅନଲାଇନରେ ପଢ଼ିବାପାଇଁ ଜାରିକଲେ ନୋଟିସ

Posted by - November 6, 2021 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ)କିଛିଦିନର ଅନ୍ତରାଳ ପରେ ଟିଟିଲାଗଡ ସହରରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।ଟିଟିଲାଗଡ ସହରର ଡି ଏ ଭି…

Leave a comment

Your email address will not be published.