Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଏଲକେବିକେ ଓ କାସା ତରଫରୁ ମେଡିକାଲ ସାମଗ୍ରୀ ବଣ୍ଟନ

58 0

ବୌଦ୍ଧ :(ଚିତ୍ତରଂଜନସିଂ)ଗ୍ରାମାଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଘରେ ଘରେ ପହଞ୍ଚାଇବା ପାଇଁ CASA Odisha ଓ LKBK ତରଫରୁ ଅଭିନବ ପ୍ରୟାସ । ହରଭଙ୍ଗା ବ୍ଲକ ଧଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର , ରାମଗଡ଼ , ତିଲେଶ୍ୱର୍ ଓ ହରେକୃଷ୍ଣପୁର ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ମେଡିକାଲ ଉପକରଣ ବଣ୍ଟନ । ଏଥିରେ ସାବୁନ , ସାନି ଟାଇଯର 50 ml , sanitizer 500 ml , Disinfectant spary ( spary sanitizer ) , N95 Mask , Pulse Oximeter , Thermometer , BP MONITOR, ଗ୍ଲୁକୋମିଟର , RESPIRO METER , VAPORISER , NIBULISER ଆଦି ସାମଗ୍ରୀ ସବୁ ବଣ୍ଟନ କରା ଯାଉଛି ।

ଏହି ବଣ୍ଟନ କାର୍ଯ୍ୟ ରେ casa ର ରାଜ୍ୟ ସଂଯୋଜିକା ଇନାଖି ପାତ୍ର , LKBK ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ , ପ୍ରତାପ ମେହେର , ବାଞ୍ଛାନିଧି ବିଶି , ଶିଳ୍ପରାଣୀ ବେହେରା ସମେତ ଡାକ୍ତର , ANM , ASHA , AWW , MEDICAL କର୍ମଚାରୀ ସବୁ ଉପସ୍ଥିତ ଥିଲେ ।ଏଥିରେ 6 ଟି ପଞ୍ଚାୟତ ର ପ୍ରାୟ 37000 ଲୋକ ଉପକୃତ ହେବେ ସୂଚନା ମିଳିଛି!

Related Post

ଏହି ୪ଟି ଲକ୍ଷଣ ହୋଇପାରେ ହୃଦ୍‌ଘାତର କାରଣ

Posted by - December 1, 2019 805
ଦେଶରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି ।…

ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

Posted by - June 15, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜାତୀୟ ସ୍ବାସ୍ଥ୍ୟମିଶନ୍ ତାଲିମ୍ କକ୍ଷରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ…

ବିଂଝାରପୁର ମେଡିକାଲ CHC କଲୋନୀ ଅଞ୍ଚଳ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା

Posted by - July 19, 2020 953
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରାଜ୍ୟ ସରକାର ଗତକାଲି ରାତିରୁ ଯାଜପୁର ଜିଲ୍ଲା ଲକଡାଉନ…

ନୀଳଗିରି ଯୁବ ବିଜୁ ଜନତା ଦଳ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - November 3, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)୨ ତାରିଖ ପୂର୍ବାହ୍ନ ରେ, ନୀଳଗିରି ସ୍ଥିତ, ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସର ରେ, ଏକ ମେଗା ସ୍ଵେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା, ନେତା ମହଲରେ କୋକୁଆ ଭୟ

Posted by - January 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ତାର ବିଭିନ୍ନ ପ୍ରଜାତି ରାଜ୍ଯ ତଥା…