ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ 

110 0

ଯାଜପୁର :(ଅନନ୍ଦ ଚାନ୍ଦ୍ର ଶହୁ )ଯାଜପୁର ଜ଼ିଲ୍ଲା ମା ମଣ୍ଡପରେ ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଛି ଏଥିରେ ମୁଖ୍ୟ ଅଥିଭାବେ  ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସଙ୍ଘର ଅଲଓଡିଶା ପ୍ରେସିଡେଣ୍ଟ ମମତା ନାୟକସାନ୍ଧ୍ୟରାଣୀ ମହାନ୍ତିଯାଜପୁର ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରେସିଡେଣ୍ଟ ସୋଭାଗ୍ୟବତୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସଂଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା l

ବିଶେଷକରି କ୍ୟାଡର ପୁନଃ ଗଠନ,ମୂଳ ଦରମା ୨ ହଜାର ବଦଳରେ ୨୪୦୦ କରିବା,ପୋଷାକ ଭତ୍ତା ଲାଗୁ କରିବା ଆଦି ୫ ଦଫା ଦାବି ନେଇ ଆଲୋଚନା କରାଯାଇଥିଲା। ତୁରନ୍ତ ଏହି ଦାବି ଗୁଡିକ ଉପରେ ରାଜ୍ୟ ସରକାର ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି   

Related Post

ସ୍ୱାଧୀନତା ଦିବସରେ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ନ ଆସିବାକୁ ଅନୁରୋଧ

Posted by - August 13, 2020 0
ଯାଜପୁର ଅଫିସ: ଜାତୀୟ ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ରେଡ଼କ୍ରସ ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ପ୍ରଦାନ…

ଭୂଲିଆ ସମାଜ ତରଫରୁ ବିବାହ ପାଇଁ ଆର୍ଥିକ ସହାୟତା

Posted by - May 11, 2022 0
ଭାଲୁମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ମେହେର ସମାଜ (ଭୂଲିଆ) ତରଫରୁ ଏକ ବିବାହ ପାଇ ଆର୍ଥିକ ଟଙ୍କା ସହାୟତା…

କେସିଙ୍ଗା ବନ୍ଦ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫ ରୁ ୧୨ ଘଣ୍ଟିଆ ଡାକରା।

Posted by - September 8, 2022 0
କେସିଙ୍ଗା: (ପୀତେଶ ପଟେଲ) କେସିଙ୍ଗା ବନ୍ଦ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫ ରୁ ୧୨ ଘଣ୍ଟିଆ ଡାକରା।ଆଜି କୋଶଳ ରାଇଜ ମୁକ୍ତି ମୋର୍ଚ୍ଚା ତରଫ ରୁ ନୂତନ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵତନ୍ତ୍ର ଟୀକାଦାନ ଶିବିର

Posted by - February 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର କୋଭିଡ ଟୀକାଦାନ ଶିବିର ଆୟୋଜିତ ହୋଇଯାଇଛି I ଟିକା ଦାନ…