Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡ କ୍ରିଉ ପକ୍ଷରୁ ଏକ ରକ୍ତଦାନ ଶିବିର

1022 0

ଯାଜପୁର ବ୍ଲଡ଼ବ୍ୟାଙ୍କ ପରିସର ରେ ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡକ୍ରିଉ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜ୍ୟୋତିଶ୍ୱର ସିହ୍ନାଙ୍କ ନେତୃତ୍ୱରେଏହି ଶିବିରକୁ ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଶିବାଶିଷ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ରକ୍ତଦାନ ଶିବିର ରେ ଜିଲାର ବିଭିନ୍ନ ଅଂଚଳରୁ ସ୍ୱେଛାସେବୀ ସଦସ୍ୟମାନେ ସାମିଲ ହୋଇ ରକ୍ତଦାନ କରିଥିଲେ ।ଜିଲା ରେ ରକ୍ତର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଜିଲାରେଡ଼କ୍ରସ ସୋସାଇଟି ଏହି ସଂଗଠନ ରକ୍ତଦାନ ଶିବିର ଆୟୋଜନ କରିଥିବା ପ୍ରକାଶ । ଏହି ରକ୍ତଦାନ ଶିବିର ରେ ମୋଟ ୩୧ ୟୁନିଟ୍ରକ୍ତ ସଂଗ୍ରହକରାଯାଇଥିଲା

Related Post

ଖଇରପୁଟରେ ବିଘ୍ନ କିର୍ଷାନୀ ନୂତନ ବ୍ଲକ ଅଧ୍ୟକ୍ଷ

Posted by - March 13, 2022 0
ମାଲକାନଗିରି ;(ଅବଦୁଲ ଗନି)ଖଇରପୁଟ,ଆଜି ଖଇରପୁଟ ର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ବିଘ୍ନ କିର୍ଷାନୀ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି । ଆଜି ସମୟ ୧୧ ଘଣ୍ଟିକା…

ପବ୍ଲିକ ପ୍ଲେସ ରେ ଗଂଜେଇ ଟାଣିବା ମହଙ୍ଗା ପଡିଲା

Posted by - November 30, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କୁ ନିଶା ମୁକ୍ତ କରିବା ପାଇଁ ପ୍ରତିଦିନ ବୌଦ୍ଧଜିଲ୍ଲା ପ୍ରଶାସନ ଚାଲିଛି ଲଢେ଼ଇ!ଦୁଇଦିନ ତଳେ ବ୍ରିଜ ଛକ ରୁ କିଛି ମଦ୍ୟପ…

ବରଗଡ ଜିଲ୍ଲାରେ ପୋଲିସ ଅଧିକାରିଙ୍କ ଅଦଳ ବଦଳ

Posted by - December 4, 2021 0
ବରଗଡ/ଅତାବିରା:ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖି ଜନସାଧାରଣଙ୍କୁ ଉଚିତ ନ୍ୟାୟ ଏବଂ ସୁରକ୍ଷା ପ୍ରଦାନ କରିବା ପାଇଁ ଦେଶରେ ନିଯୁକ୍ତ ହୋଇଥାନ୍ତି ପୋଲିସ କର୍ମଚାରି ଗଣ ।ଘର ,ପରିବାର,ଗାଁ…

ହାଇମାସ୍କ ଲାଇଟ ର ଶୁଭ ଉଦଘାଟନ

Posted by - November 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ଆଜି ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଠାରେ ଲାଗିଥିବା ୪ଟି ହାଇମାସ୍କ ଲାଇଟର ଶୁଭ ଉଦଘାଟନ ହୋଇଛି । ଏହି ହାଇ ମାସ୍କ ଲାଇଟ ୪ଟିର…

Leave a comment

Your email address will not be published.