Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡ କ୍ରିଉ ପକ୍ଷରୁ ଏକ ରକ୍ତଦାନ ଶିବିର

1183 0

ଯାଜପୁର ବ୍ଲଡ଼ବ୍ୟାଙ୍କ ପରିସର ରେ ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡକ୍ରିଉ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜ୍ୟୋତିଶ୍ୱର ସିହ୍ନାଙ୍କ ନେତୃତ୍ୱରେଏହି ଶିବିରକୁ ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଶିବାଶିଷ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ରକ୍ତଦାନ ଶିବିର ରେ ଜିଲାର ବିଭିନ୍ନ ଅଂଚଳରୁ ସ୍ୱେଛାସେବୀ ସଦସ୍ୟମାନେ ସାମିଲ ହୋଇ ରକ୍ତଦାନ କରିଥିଲେ ।ଜିଲା ରେ ରକ୍ତର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଜିଲାରେଡ଼କ୍ରସ ସୋସାଇଟି ଏହି ସଂଗଠନ ରକ୍ତଦାନ ଶିବିର ଆୟୋଜନ କରିଥିବା ପ୍ରକାଶ । ଏହି ରକ୍ତଦାନ ଶିବିର ରେ ମୋଟ ୩୧ ୟୁନିଟ୍ରକ୍ତ ସଂଗ୍ରହକରାଯାଇଥିଲା

Related Post

ଯାଜପୁର: ଥାନା ଆଗରେ ଥିବା ଶିକ୍ଷକଙ୍କ ବାଇକ୍ ଡିକିରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍

Posted by - June 6, 2019 65
ଯାଜପୁର: ବାହାଘର ପାଇଁ ଜଣେ ବ୍ୟକ୍ତି ଯାଜପୁର ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଥିଲେ। ସେ ସେହି ଟଙ୍କାଙ୍କୁ ବାଇକ୍‌ ଡିକିରେ ରଖି ଥାନାକୁ ପାସ୍‌ପୋର୍ଟ କଥା…

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

Posted by - June 11, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି…

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ୧ମୃତ ୨ ଗୁରୁତର

Posted by - November 22, 2022 0
ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କନ୍ଧ ମଞ୍ଜୁରୁକୁପା ନିକଟ ରାଜ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ଓ ଏକ…

ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

Posted by - April 16, 2022 0
ସୋନପୁର : (ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ…

Leave a comment

Your email address will not be published.