ଅଟୋ ରେ ବିସ୍ଫୋରଣ,ଅଟୋ ଡ୍ରାଇଭର ଆହତ

12233 66

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ରବି ଟକିଜ୍‍ ଅଞ୍ଚଳରେ ବୋମା ମାଡ ହୋଇଥିବା ଜଣା ପଡିଛି। ଏକ ଅଟୋ ଉପରକୁ ହୋଇଥିବା ବୋମା ମାଡରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।ଆହତ ବ୍ୟକ୍ତି ଜଣକ ଅଟୋର ଡ୍ରାଇଭର ବୋଲି ସୂଚନା ମିଳିଛି। ତାଙ୍କ ଗୋଡରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଘଟଣା ପରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ବିସ୍ଫୋରଣ ସାମଗ୍ରୀ ବାଣ ନା ବୋମା, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ବଡ଼ଗଡ଼ ପୁଲିସ ପହଞ୍ଚି ତଦନ୍ତ କରୁଛି।। ବୋମା ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Related Post

କେସିଙ୍ଗା ଅଞ୍ଚଳରେ ଦିନ କୁ ଦିନ ବଢିବାରେ ଲାଗିଛି ଲୁହା ଚୋରୀ ଘଟଣା

Posted by - October 2, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଲୁହା ଚୋରୀ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି…

ବ୍ରଜରାଜନଗର ଗଙ୍ଗାନଗରରେରେ ହୃଦୟ ବିଦାରକ ଘଟଣା,ଘରୁ ମାଁ ଏବଂ ଦୁଇ ଝିଅଙ୍କ ମୃତ ଦେହ ଉଦ୍ଧାର

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ଗଙ୍ଗାନଗରରେ ଘଟିଛି ହୃଦୟ ବିଦାରକ ଘଟଣା । ଏକ ଘରୁ ମାଁ ଏବଂ ଦୁଇ ଝିଅର ମୃତ ଦେହ ଉଦ୍ଧାର କରିଛି ପୁଲିସ…

କାର ସହ ଗଂଜେଇ ଜବତ ତିନି ଗିରଫ

Posted by - October 1, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ସନ୍ଧ୍ୟା ରେ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଏକ ମାରୁତି ସୁଜୁକି ଅଲ୍ଟୋ କୁ…

ନବବଧୂକୁ ହତ୍ୟା ଅଭିଯୋଗରେ,ସ୍ୱାମୀ,ଶାଶୁ କୋର୍ଟ ଚାଲାଣ

Posted by - July 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଗତ ଜୁନ୍ ୨୧ରେ ବାହାଘର ସରିଥିଲା।ଗୋଡରୁ ଅଳତା , ହାତରୁ ମେହେନ୍ଦି ଲିଭିନଥିଲା। ସାଂସାରିକ ଜୀବନର ସୁଖଦୁଃଖ ଜାଣିବା ପୂର୍ବରୁ ଶାଢୀ ଖଣ୍ଡିଏ ପାଇଁ…

ପଡା ବାସୀଙ୍କୁ ଖଣ୍ଡା ବୁଲେଇ ଭୟଭୀତ କରିବାରୁ ୪ ଯୁବକ କୋର୍ଟ ଚାଲାଣ

Posted by - December 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅଞ୍ଚଳରେ ଶିଳ୍ପାୟନ ପାଇଁ ସମସ୍ତ ଆନୁଷଙ୍ଗିକ ପରିବେଶ ସହ ସୁବିଧାଥିବାରୁ ଗଢି ଉଠିଛି ଅନେକ ବହୁରାଷ୍ଟ୍ରୀୟ ଶିଳ୍ପକାରଖାନା ।ଏଠାକାର ସ୍ଥାନୀୟ…

There are 66 comments

  1. Cat Casino – настоящее казино моей мечты! Регистрация быстрая, и всего за несколько кликов я уже окунулся в мир увлекательных игр и азарта. Бонусы кэт казино и акции солидные, и их выбор радует. Отличное место для всех, кто ищет надежное онлайн-казино с разнообразием игр и отзывчивой поддержкой

Leave a comment

Your email address will not be published.