ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ୨୬ରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ

1027 0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ଦିନ ପାଇଁ  ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।  ଆସନ୍ତା ୨୬ ତାରିଖରେ ସ୍ବରାଷ୍ଟ୍ର  ମନ୍ତ୍ରୀ  ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଯୋଗଦେବେ।  ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏହି ବୈଠକରେ ଯୋଗ ଦେବେ।

Related Post

ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ:ପଜିଟିଭ ସଂଖ୍ୟା ପହଁଚିଲା ୧୨୧୧ ରେ

Posted by - September 6, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ବାହାରି ପଜିଟିଭ ସଂଖ୍ୟା ୧୨୧୧ ରେ ପହଞ୍ଚିଛି।ସେମାନଙ୍କ ମଧ୍ୟରେ ତାଳଚେର ପୋୖରାଞ୍ଚଳରୁ ଚିହ୍ନଟ ହୋଇଥିବା ୧୮ ଜଣ ଆକ୍ରାନ୍ତଙ୍କ…

ରଜ ପର୍ବରେ ଜିଲ୍ଲପାଳ କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟାଇଲ

Posted by - June 15, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ…

ଜୁନିଅର ନ୍ୟାସନାଲ ଆଥଲେଟିକ୍ସ୍ ଚମ୍ପିୟାନସିପରେ କଳାହାଣ୍ଡି କୁ ଗୌରବାନ୍ବିତ କଲେ ଜୟରାମ

Posted by - September 28, 2022 0
ଭବାନିପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମଧ୍ୟପ୍ରଦେଶର ଭୋପାଲଠାରେ ଅନୁଷ୍ଠିତ ଜୁନିଅର ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଆନଶିପରେ ଭାଗ ନେଇ ଭବାନିପାଟଣା ବିକାଶ ସ୍କୁଲର…

ହକର ମାନଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ 

Posted by - April 22, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଳାରେ ସମ୍ୱାଦ ପତ୍ର ବିତରଣ କରୁଥିବା ହକର ମାନଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଚ୍ଥି ।  ଅତିରିକ୍ତ ଜିଲ୍ଳାପାଳ…

Leave a comment

Your email address will not be published.