Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଦୋକନରେ ଅଗ୍ନିକାଣ୍ଡ, ଜଣେ ବୃଦ୍ଧ ମୃତ

218 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ହରଭଙ୍ଗା ପଞ୍ଚାୟତ ପୁରୁଣା ଅଫିସ ନିକଟରେ ଏକ ଅସହାୟ ବୃଦ୍ଧ ଶଙ୍କର ମହାକୁଡ଼ (୭୫) ଆଜକୁ ୨୦ ବର୍ଷ ଧରି ପଂଚାୟତ ନିକଟରେ କାଠ କେବିନ ପକାଇ ଏକ ଛୋଟ ଦୋକାନ କରି ଚଲୁଥିଲା। ଗତକାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ମହାକୁଡ଼ ସୋଇଥିଲା। ହଟାତ ଝଡ଼ ତୋଫାନ ପବନ ହେବାରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଦୋକାନ ଟି ଜଳୁଥିଲା ।

ସ୍ଥାନୀୟ ପଡୋଶୀ ଜଳୁଥିବା ଦେଖି ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବକୁ ଜବତ କରି ଶବବ୍ୟବଛେଦ କରିଥିଲେ। ବୃଦ୍ଧଙ୍କ ମୃତ୍ୟୁ ଯୋଗୁଁ ହରଭଙ୍ଗା ଅଂଚଳରେ ଶୋକରଛାୟା ଖେଳିଯାଇଛି।

Related Post

ବୁଢା ନଦୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁ

Posted by - February 23, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବୁଢା ନଦୀରେ ବୁଡ଼ିଯାଇ ବୃଦ୍ଧ ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ବ୍ଲକ ବାସୁଦେବପୁର ପଂଚାୟତ ଗୋନିନ୍ଦପୁର ଗ୍ରାମରେ ।…

ବରୀ ପୋଲିସ ର ଅଚାନକ ଚେକିଂ

Posted by - May 21, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ବଜାର ରେ ବରୀ ପୋଲିସ ତରଫରୁ ଅଚାନକ ଚେକିଂ ସହ ସଚେତନତା କରାଯାଇଛି । ଠାରେ ବିନା…

ବୁଡ଼ିଯାଇ ନିଖୋଜ ଥିବା ନାବାଳିକା ମୃତଦେହ ଉଦ୍ଧାର

Posted by - December 17, 2019 96
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ଖରତ୍ସୋତା ନଦୀର ତନ୍ତିଘାଇ ଠାରେ ବୁଡ଼ିଯାଇ ନିଖୋଜ ଥିବା ନାବାଳିକା ମୃତଦେହ ଉଦ୍ଧାର । ବିଝାଂରପୁର ଥାନା  ଏରଡ଼ା…

ସରକାରୀ କ୍ୱାର୍ଟର୍ ରୁ ବନରକ୍ଷୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Posted by - August 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅଧୀନସ୍ଥ ଖାରୀଗୁଡା ଜଙ୍ଗଲ ବିଭାଗ ବିଟ୍ ହାଊସ୍ ରୁ ଜଣେ ବନରକ୍ଷୀଙ୍କ ମୃତ ଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…

ସ୍ୱଚ୍ଛତା ପାଇଁ ବକୃତା ପ୍ରତିଯୋଗିତା

Posted by - March 10, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ନାରାୟଣ ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ – ସ୍ୱଚ୍ଛ ବିଦ୍ୟାଳୟ…