ଶ୍ରୀମନ୍ଦିର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ ବିଫଳ: ଯୁବକଙ୍କୁ ଉଦ୍ଧାର କରି ଅଟକ ରଖିଲା ପୋଲିସ

134 0

ପୁରୀ: ଆଜି ଜଣେ ବଙ୍ଗୀୟ ଯୁବକ ରାକେଶ ହାଜାରା(୨୦) ଶ୍ରୀମନ୍ଦିର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।ଅଟକ ଯୁବକ ହେଲେ ରାକେଶ ହାଜରା । ତାଙ୍କ ଘର ପଶ୍ଚିମବଙ୍ଗ ହଳଦିଆପଡା ।

ରାକେଶ ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର JTP ଉଦ୍ଧାର କରିଥିଲେ । ଏହା ପରେ ସିଂହଦ୍ୱାର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । କିଛି ଦିନ ତଳେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ପଡ଼ି ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଥିଲା।

Related Post

ପାଣି ସମସ୍ୟା ନେଇ ପଂଚାୟତ କାଯ୍ୟାଳୟ ଆଗରେ ଧାରଣା, ଦୁଃଖ ଶୁଣିବାକୁ ଆସିଲେ ନାହି ପ୍ରଶାସନ

Posted by - June 9, 2021 0
ହରଭଙ୍ଗା:(ଚିତ୍ତ ରଞ୍ଜନ ସିଂହ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତର ବାମଣ୍ଡା ଗ୍ରାମରେ ଦିର୍ଘଦିନ ହେଲା ପାନିୟଜଳ ସମସ୍ୟା ଲାଗିରହିଛି । ସମସ୍ୟା ସଂର୍ପକରେ ପଂଚାୟତ କତୃପକ୍ଷଙ୍କ ଦୃଷ୍ଟି…

ପୁରୀ ବାଇପାସ୍‌ ରାସ୍ତା ଆଲୋକିରଣ ବ୍ୟବସ୍ଥା ଲୋକାର୍ପିତ

Posted by - February 3, 2021 0
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ…

ଏଇ ଓଡ଼ିଶା ପ୍ରଭାବ,ଟିଟିଲାଗଡ କମାନି ପରିବାରର ଖଜୁରପଡ଼ା ଜମି କଟିବା ଜାଲିୟାତି ମାମଲାରେ ବାଙ୍କେଲ ଆର ଆଇ ନିଲମ୍ବିତ

Posted by - August 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜୁଲାଇ ମାସରେ ଟିଟିଲାଗଡ ଠିକାଦାର ପଡ଼ାର ସଜ୍ଜନ କମାନିଙ୍କ ମୁରିବାହାଲ ତହସିଲ ଅନ୍ତର୍ଗତ ଖଜୁରପଡ଼ାର ନିଜର ଚାଷ ଜମି ଇନ୍ସୁରାସ ପାଇଁ ଖଜଣା ବୁଝାଇବାକୁ…