Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପ୍ରଚାର ଆରମ୍ଭ

120 0

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୧୪ ଦିନ ରହିଲ। ଏହି ୧୪ ଦିନ ଭିତରେ କିଭଳି ପ୍ରଚାର ଜୋରଦାର ହେବ ସେଥିପାଇଁ ବିଜେପି ଅଣ୍ଟା ଭିଡ଼ିଛି। ଏହି ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ୪୦ ଜଣିଆ ପ୍ରଚାର ତାରକା ତାଲିକା ଘୋଷଣା କରାଯାଇଛି।

ଆଜି ଆନୁଷ୍ଠାନିକ ଭାବରେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି। ରାଧାରାଣୀ ପଣ୍ଡା ଲଖନପୁର ବ୍ଲକସ୍ଥିତ ନିଜ ଗାଁ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ କରି ପ୍ରଥମେ ଧୂଲୁଣ୍ଡା ଗ୍ରାମର କୂଳଦେବୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକ ମାନଙ୍କ ସହ ପ୍ରଚାର ମଇଦାନକୁ ଓଲ୍ହାଇ ଡୋର ଟୁ ଡୋର କେମ୍ପେନିଙ୍ଗ କରିଛନ୍ତି।

Related Post

ସରିଲା ପ୍ରଚାର,ବ୍ୟାସନଗର ରେ ବିଜେଡି ଅଧକ୍ଷା ପ୍ରାର୍ଥୀନୀ ସଂଗୀତା ପୀଙ୍ଗୁଆ ଆଗରେ

Posted by - March 23, 2022 0
ବ୍ୟାସ ନଗର:ପୋୖର ନିର୍ବାଚନ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ରେ ସରିଲା। ଗୋଟିଏ ଦିନ ପୂର୍ବରୁ ବିଜେଡି ପ୍ରଚାର ରଣନୀତି କୁ ଜୋରଦାର କରି ଦଳ ର ଭୋଟ…

ଉଶୃଙ୍ଖଳ ଯୁବକଙ୍କ ଦୌରାତ୍ମ : ବିଡିଓ, ତହସିଲଦାରଙ୍କୁ ଆକ୍ରମଣ ।

Posted by - April 18, 2020 0
ଯାଜପୁର ତା ୧୮/୪ :(ଆନନ୍ଦ ଚନ୍ଦ୍ର ସାହୁ) ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡ଼କଇଁଚି ପଂଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ…

ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ

Posted by - May 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷ ବିଷ୍ଣୁଚରଣ…

ହୁଗୁଲା ପ୍ରଶାସନ,ପରିବେଶ ନଷ୍ଟଭ୍ରଷ୍ଟ। ମାଲେମାଲ୍ ଇଟାଭାଟି ମାଲିକ।

Posted by - January 2, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳ ଏବେ ପାଲଟି ଯାଇଛି, ମାଟି ମାଫିଆ , ବାଲି ମାଫିଆ , ପଥର ମାଫିଆ ଓ…

ଲୋମଟାଙ୍କୁରା ବସ୍ ଦୁର୍ଘଟଣା:ବସ୍‌ରେ ଲାଗିଗଲା ୧୧ କେଭି ଲାଇନ୍‌, ୯ ଜଣଙ୍କର ମୃତ୍ୟୁ

Posted by - February 10, 2020 0
ବ୍ରହ୍ମପୁର: ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ବ୍ରହ୍ମପୁର ଡଙ୍ଗଲପାଡ଼ୁ ଗାଁ…