Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ହେଲପର

87 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ୧୬ ନମ୍ବର ରାଜ୍ୟ ରାଜପଥ ରେ ପଡୁଥିବା ତୁରେକେଲା ନିକଟରେ ବିଶାଖାପଟନମ ରୁ ରାଇପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ସିଜି ୦୪ ଏଚଏସ ୧୫୮୮ ଶୁକ୍ରବାର ରାତିରେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇଛି। ଟ୍ରକଟି ସମ୍ପୁର୍ଣ୍ଣ ଓଳଟି ପଡି ଥିବାବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Related Post

ତାରାପୁର ଠାରେ ଓବିସି, ଏସଟି, ଏସସି ମିଳିତ ମଞ୍ଚର ବୈଠକ

Posted by - June 20, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ତରାପୁର ପଞ୍ଚାୟତ ବଜାର ପଡିଆ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ତରଫ ରୁ ବୁଦ୍ଧିଜୀବି ସମ୍ମିଳନୀ…

ଯାଜପୁରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - September 5, 2019 57
ଯାଜପୁର ଲଳିତେଶ୍ୱର ନଗରରେ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଭାପତି ପରେଶ ବିଶ୍ୱାଳଙ୍କ ନେତୃତ୍ୱ…

ଯୁଗ୍ମ ସଚିବଙ୍କ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ପରିଦର୍ଶନ

Posted by - June 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଯୁଗ୍ମ ସଚିବ ଶ୍ରୀମତି ଏଲୋରା ପାଲଝାର ବାଲିଘାଟ, ଦାମୋଦରପୁର ପଥର ଖଣି, କଣ୍ଟାମାଲ ତହସିଲ, ସବ -ରେଜିଷ୍ଟାର ଅଫିସ, କିର୍ଲା ବାଲି ଘାଟଏବଂ ବୌଦ୍ଧ…

ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

Posted by - January 7, 2022 0
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶେଷ ସ୍ବାଧୀନତା ସଂଗ୍ରାମୀ ଙ୍କ ଆଜି ଦେହାନ୍ତ ହୋଇଛି।ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତର ଡଗରା ଗ୍ରାମର ସ୍ବାଧୀନତା…

ନନ୍ଦନକାନନକୁ ଆସିଲେ ୨ ଦେଶୀ ଶାବକ ଭାଲୁଛୁଆ.

Posted by - April 28, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଦୁଇଟି ଦେଶୀ ଭାଲୁ ଶାବକ ଉଦ୍ଧାର ହୋଇ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି।ଗତ ଗୁରୁବାର ଦିନ ୫ ଟି ଦେଶୀ…