ଭାରତୀୟ ଜନତା ପାର୍ଟି ର ନଦୀ ସୁରକ୍ଷା କମିଟି ପକ୍ଷରୁ ଜିଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ

179 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ରେ ହେଉଥିବା ଖଣିଜ ସମ୍ପଦ ଲୁଟ ସହିତ ନଦୀ ଖନନ କରି ବାଲି ଲୁଟ ପ୍ରତିବାଦ ରେ ଭାରତୀୟ ଜନତା ପାର୍ଟି ର ନଦୀ ସୁରକ୍ଷା କମିଟି ପକ୍ଷରୁ ଜିଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ସଂଯୋଜକ ମହେଶ୍ବର ସାହୁ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ  ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଜିଲାରେ ବେଆଇନ ଭାବେ ବାଲିମାଟି ଚୋରା ଚାଲାଣ ହେଉଛି। ତୁରନ୍ତ ଏଗୁଡ଼ିକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Related Post

ରସଲପୁରରେ ବିଜେଡିର ମିଶ୍ରଣପର୍ବ

Posted by - October 22, 2021 0
ବାଲେଶ୍ୱର:(ପ୍ରଭାକର ମଲ୍ଲିକ)ସଦର ବ୍ଲକ ଅନ୍ତର୍ଗତ ରସଲପୁର ପଞ୍ଚାୟତରେ ଆଜି ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସ୍ୱରୂପ ଦାସ ଏଥିରେ ପୌରହିତ୍ୟ କରିଥିଲେ।ମୁଖ୍ୟମନ୍ତ୍ରୀ  ନବୀନ…

ନୀଳଗିରି ବ୍ଲକ ରେ ମହା ଦୁର୍ନୀତି,ଗଣଧାରଣା ରେ ବସିବେ ପୂର୍ବତନ ବିଧାୟକ

Posted by - October 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବାଲେଶ୍ଵର ଜିଲ୍ଲା, ନୀଳଗିରି ବ୍ଲକ୍ ର ମହା ଦୁର୍ନୀତି ତଦନ୍ତ ପ୍ରତିବାଦ ରେ, ଗଣ ଧାରଣା ରେ ବସିବେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ପୂର୍ବାହ୍ନ…

ଦଖଲଜମିର ପଟ୍ଟାପ୍ରଦାନ ଦାବୀରେ ସିପିଆଇ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Posted by - December 14, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ )ସ୍ବାଧିନତାର ୭୬ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ସରକାରଙ୍କ ମାଳ ମାଳ ଯୋଜନା…

ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି

Posted by - May 11, 2022 0
ବାରଙ୍ଗ:(ସନ୍ତୋଷ ରାଉତ )ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ୩୨ ନମ୍ୱର୍ ଜୋନରେ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି। ବାଙ୍କୀ ନର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଦେବୀ…

ବୌଦ୍ଧ ଜିଲ୍ଲା ବିଜେଡି ର ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Posted by - December 25, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବିଜେଡିର ପଂଚାୟତ ନିର୍ବାଚନ ନିମନ୍ତେ ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନରେ ବୌଦ୍ଧ ପୂର୍ତ୍ତ ଡାକବଙ୍ଗଳା ଠାରେ…