Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଓଡିଶା ପ୍ରଦେଶ କଂଗ୍ରେସ କମିଟିରେ ସଭାପତି ଚୟନ ଘଟଣା, ଦଳରେ ଦେଖା ଦେଇପାରେ ବିଦ୍ରୋହ

172 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଚୟନ ଘୁଞ୍ଚି ଘୁଞ୍ଚି ଯାଉଛି ଏବଂ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଓ ଗୁଜବ ବିଭିନ୍ନ ଗଣମାଧ୍ୟମରେ ରେ ଦେଖିବାକୁ ମିଲୁଛି। ରାଜ୍ୟ ସଭାପତି ପଦବୀ ପାଇଁ ଅନେକ ଆଶାୟୀ ଥିବା ବେଳେ ଓଡିଶା ପ୍ରଭାରୀ ଚେଲା କୁମାର ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଙ୍କ ଙ୍କୁ ସମର୍ଥନ କରିବା ଘଟଣା କିଛି ନେତାଙ୍କୁ ହଜମ ହେଉନାହିଁ। ସେମାନେ ବିଦ୍ରୋହ କରିପାରନ୍ତି ବୋଲି ଆଲୋଚନା ହେଉଛି। କିଛି ବିଧାୟକ ମହମ୍ମଦ ମୋକିମ୍ ସପକ୍ଷରେ ରହିଥିବା ବେଳେ କିଛି ବିଧାୟକ, ସାଂସଦ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ରୁ କୌଣସି ନିଷ୍ପତି ହୋଇପାରି ନାହିଁ।

ଚେଲା କୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ବିଧାୟକ ଦଳ ନେତା, ବିଧାୟକ ଓ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଥିଲେ ହେଲେ କୌଣସି ଗୋଟିଏ ନାଁ କୁ ନେଇ ସହମତି ହୋଇପାରି ନାହିଁ। ଅନ୍ୟପକ୍ଷରେ ଓଡିଶା ପ୍ରଭାରୀ ଚେଲା କୁମାର ଶରତ ପଟ୍ଟନାୟକ ଙ୍କ ସପକ୍ଷରେ ଦିଲ୍ଲୀ ରେ ଲବି କରୁଛନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଦଳର କିଛି ନେତା ଭିନ୍ନ୍ ଭିନ୍ନ ମତ ପ୍ରକାଶ କରିଛନ୍ତି। ସେ ଯାହାହେଉନା କାହିଁକି କଂଗ୍ରେସ ଦଳ ର ଗୋଷ୍ଠୀ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡ଼ିବା ଅବସ୍ଥା ଦଳ ପାଇଁ ଶୁଭଙ୍କର ନୁହେଁ, ଭବିଷ୍ଯତ ରେ ଏହା ବିପର୍ଯ୍ୟୟ ର କାରଣ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି ।

Related Post

ପ୍ରାର୍ଥୀ ପାତ୍ର ଦାଖଲ ପରେ ଯାଜପୁର ରେ ବବି ଙ୍କ ପାୱାର ଶୋ

Posted by - April 17, 2019 45
ଯାଜପୁର :ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ବାହାରିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଯାଜପୁର ବ୍ଲକ ଖଇରାବାଦ ପଂଚାୟତରୁ ଆରମ୍ଭ…

ରଘୁନାଥପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

Posted by - January 6, 2022 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ )ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ପଞ୍ଚାୟତ ରେ କୋଭିଡ୍ କଟକଣା ରେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ କରାଯାଇଛି ।ପଞ୍ଚାୟତର ନୂତନ କାର୍ଯ୍ୟାଳୟ…

ସମ୍ବଲପୁର ଏସପି ଅଫିସ ସମ୍ମୁଖରେ ସମ୍ପର୍କୀୟ ଶଳା ଓ ଶଶୁରଙ୍କୁ କାର ମଡାଇ ହତ୍ୟା ଉଦ୍ୟମ

Posted by - July 19, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ ) ସମ୍ପର୍କୀୟ ଶଳା କୁ କାର ମଡ଼ାଇ ହତ୍ୟା ଉଦ୍ୟମ କଲା ଭିଣୋଇ। ଏମିତି ଘଟଣା ଘଟିଛି ସମ୍ବଲପୁର ଏସପି ଅଫିସ କାର୍ଯ୍ୟାଳୟ…

ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

Posted by - November 6, 2019 34
ଯାଜପୁର :ଯାଜପୁର ର ବରିଷ୍ଠ ବିଜେଡି ନେତା ତଥା ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ…

ମନରେଗା ଯୋଜନା ଅର୍ଥହଡପ ,ଛିଣ୍ଡିଲାନି ଭାଗ ବଣ୍ଟା, ଶେଷରେ ଭିଜିଲାନ୍ସ ହାତରେ ଧରାପଡିଲେ ଫରେଷ୍ଟର

Posted by - May 19, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନାରେ ଥିବା ଫରେଷ୍ଟର ହରିହର ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଚଳିତ ମେଇ ମାସ ୧୧…