ଭୂଲିଆ ସମାଜ ତରଫରୁ ବିବାହ ପାଇଁ ଆର୍ଥିକ ସହାୟତା

126 0

ଭାଲୁମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ମେହେର ସମାଜ (ଭୂଲିଆ) ତରଫରୁ ଏକ ବିବାହ ପାଇ ଆର୍ଥିକ ଟଙ୍କା ସହାୟତା କରିଥିବା ଜଣାପଡିଛି। ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମସାଲ ସଭାପତି ମହିନ୍ଦ୍ର ମେହେରଙ୍କ ନେତୃତ୍ବରେ ଭାଲୁମୁଣ୍ଡା ଗାଁର ନିରୀହ ଲଳିତା ମେହେରଙ୍କ ଏକ ମାତ୍ର ଝିଅ ମଥୁରା ମେହେରର ବିବାହ ପାଇଁ ୧୧ ହଜାର ଟଙ୍କା ପ୍ରଦାନ କରିଥିଲେ।

୧୨ତାରିଖ ଦିନ ମଥୁରା ମେହେରର ବିବାହ ଥିବା ଜାଣି ଆର୍ଥିକ ଟଙ୍କା ଦେବା ପାଇଁ ଆଗେଇ ଆସିଛନ୍ତି ।ଏହି ପ୍ରଦାନ ସମୟରେ ଆଞ୍ଚଲିକ ବିକାଶ ପରିଷଦ ଭୂଲିଆ ସମାଜ ସଦସ୍ୟ ଦିଆଲୁ ମେହେର,ବେଳପଡା ଭୂଲିଆ ସମାଜର ସଭାପତି ଟିକଚନ ମେହେର, ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳକୋଷାଧ୍ୟକ୍ଷ ବୈକୁଣ୍ଠ ମେହେର, ସଦସ୍ୟ ଉଗ୍ରସନ ମେହେର , ଉପସ୍ଥିତ ଥିଲେ ।

Related Post

ନନ୍ଦନକାନନ ରେ ବାଘ ‘ରୋଶନ’ର ମୃତ୍ୟୁ

Posted by - February 21, 2019 31
ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାମ ଏବଂ ଶ୍ରୀୟାଙ୍କ ଠାରୁ ୨୦୦୨ରେ ରୋଶନ ଜନ୍ମ ହୋଇଥିଲା। ଏହି ବାଘ ଟ୍ରିପାନୋସେମିଆସିସ ରୋଗରେ ପୀଡ଼ିତ ଥିଲା।ବାଘକୁ…

ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ । ଛତିଶଗଡ଼ ରାୟଗଡ଼…

ନେସନାଲ ହେଲ୍ପ ଫଉଣ୍ଡେସନ ତରଫ ରୁ ରଗଡ଼ି ସ୍ଥିତ ଭାଲୁକୁଡି ଗ୍ରାମ ରେ ଏକ ସଚେତନତା ଶିବିର

Posted by - April 15, 2020 0
ଭୁବନେଶ୍ୱର,(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ  ଖାଦ୍ୟ ଯୋଗାଇବା ପାଇଁ…

ଐତିହାସିକ ସ୍ଥଳି ଉନ୍ନତି ଦାବି

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସହରର ସଚେତନ ନାଗରିକ ଙ୍କୁ ନେଇ ସିତାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ…

ଟ୍ରକ ସହ ଧକ୍କା ହେଲା ଅଟୋ , ଅଟୋ ଡାଇଭର ସମେତ ୬ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

Posted by - September 10, 2022 0
ରାୟଗଡା :(ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ…