ସଫା ହେଲା ଭାଲୁମୁଣ୍ଡା ସାହୁ ପଡା ଡ୍ରେନ

271 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସାହୁ ପଡା ଡ୍ରେନ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥା ରେ ପଡିରହିଥିଲା । ଫଳରେ ଅଳ୍ପ ବର୍ଷା ରେ ରାସ୍ତା ମଝିରେ ଆବର୍ଜନା ଜମି କାଦୁଅ ଭର୍ତ୍ତି ରହୁଥିଲା । ନୂତନ ସମିତି ସଭ୍ୟ ମାନସୀ ସାହୁ ତାଙ୍କ ପ୍ରଚେଷ୍ଟାରେ ଆଜି ଠାରୁ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗାଁ ର ସାହୁ ପଡା ରୁ ଭାଗବତ ମଣ୍ଡପ ଡ୍ରେନ ,ସପ୍ତାହିକ ବଜାର ,ରାସ୍ତା ପାଶ୍ୱର୍ରେ ଆବର୍ଜନା ପୋତି ହୋଇ ମୁଖ୍ୟ ଛକ ରେ ମଧ୍ୟ କାଦୁଅ ପାଣି ଜମି ରହୁଥିଲା । ସାହୁ ପଡା ଆବର୍ଜନା ପୂର୍ଣ୍ଣ ଓ ଦୁର୍ଗନ୍ଧ ପାଣି ରାସ୍ତାରେ ବହୁଥିଲା । ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ , ତେବେ ବର୍ଷା ଆଗରୁ ସଫେଇ କାମ କରିଥିବାରୁ ପଡାବାସୀ ସମିତି ସଭ୍ୟ ମାନସୀ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Post

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନଭେମ୍ବର ୨୬ ତାରିଖ ୭୨ ତମ ସମ୍ବିଧାନ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।କଲେଜ…

ବିଂଝାରପୁର ଓ ଦଶରଥପୁର ବ୍ଳକରେ ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ

Posted by - November 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ଏବଂ ଦଶରଥପୁର ବ୍ଳକରେ କରୋନା ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ । ଗାନ୍ଧୀ ବେଶ ଧରି…

କଳାହାଣ୍ଡି ଜିଲ୍ଲାରେ ଆନ୍ତର୍ଜାତିକ ନିଶାନିବାରଣ ଦିବସ ପାଳିତ

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ…

ଅହମଦାବାଦସ୍ଥିତ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ଓଡ଼ିଆ ଶ୍ରମିକ ମୃତ୍ୟୁ

Posted by - February 23, 2020 43
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ…

ବୀରନରସିଂହପୁର ପଂଚାୟତରେ ଦୁର୍ନିତୀ ଅଭିଯୋଗ ଆଣିଲେ ପଂଚାୟତ ବାସୀ

Posted by - August 21, 2021 0
ବୌଦ୍ଧ:( ଚିତରଂଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଗ୍ରାମ ପଂଚାୟତର ଜନସାଧାରଣ ପଂଚାୟତର ଦୁର୍ନିତୀ ଅଭିଯୋଗ ଆଣିଛନ୍ତି। ୭ ନମ୍ବର ଓ୍ବାର୍ଡ ସଭ୍ଯ…