ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ମେସିନ ଅଚଳ

142 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀଙ୍କ ପାଇଁ ଥିବା ଥଣ୍ଡା ପାନୀୟ ଜଳ ମେସିନ ଦୀର୍ଘଦିନ ହେବ ଅଚଳ ହୋଇ ପଡିଛି । ଯାହା ଫଳରେ ଆଉଟ ଡୋର ରୋଗୀ ତଥା ସମ୍ପର୍କୀୟ ଥଣ୍ଡା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକେ ଥଣ୍ଡା ପାନୀୟ ଜଳ ପାଇଁ ଡ଼ହକ ବିକଳ ହୋଇ ଇନଡୋର ପରିସରରେ ଥିବା ଛୋଟ ଥଣ୍ଡା ପାନୀୟ ଜଳ ସେମିନ ରୁ ସଂଗ୍ରହ କରି ବ୍ୟବହାର କରୁଛନ୍ତି ।

ଅଚଳ ମେସିନ କୁ ତୁରନ୍ତ ସଚଳ କରିବାକୁ ସାଧାରଣ ରେ ଦାବି ଦେଉଛି । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡ଼ିକାଲ ଅଫିସର ଡ଼ା. ସୁରଜ କୁମାର ଦୀପ ଙ୍କୁ ପଚରିବାରୁ ମେସିନ ଟି ଅଚଳ ହୋଇଥିବା ବେଳେ ମରାମତି କଲା ପରେ ମଧ୍ୟ କିଛିଦିନ ହେଲା ଅଚଳ ହୋଇଯାଇଛି । ଏ ନେଇ ଟେକ୍ନିସିଆନ କୁ ଡକାଯାଇଛି ଆସିଲେ ପାନୀୟ ଜଳ ମେସିନ ସଚଳ ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଏହି ମେସିନ ଟି ଦୁଇବର୍ଷ ତଳେ ସି.ଏଫ.ସି ଯୋଜନା ରୁ ଲଗା ଯାଇଥିବାବେଳେ ଖୋଲାରେ ଥିବାରୁ ବାରମ୍ବାର ଏଭଳି ଘଟୁଥିବା ଅଭିଯୋଗ ହେଉଛି ।

Related Post

କିଲାସମା ମୋଡେଲ ହାଇସ୍କୁଲ ପରିଦର୍ଶନ କଲେ ଶ୍ରମମନ୍ତ୍ରୀ

Posted by - October 16, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତ ରେ ଥିବା ମୋଡେଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…

ହରଭଙ୍ଗା ବ୍ଲକ ଅଧ୍ୟକ୍ଷl ଙ୍କ ବିଭିନ୍ନ ପଂଚାୟତ ଗସ୍ତ

Posted by - March 15, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକଅଧ୍ୟକ୍ଷା ସ୍ନେହ ଲତା ପ୍ରଧାନ ତଥା ବରିଷ୍ଠ ବିଜେପି ନେତା, ରାଜନୈତିକ ମ୍ୟାଜିକ ମ୍ୟାନ ସରୋଜ କୁମାର ପ୍ରଧାନ…

ଯୋଗିଭୋଗରା ଗାଁରେ ଗୋଷ୍ଠୀ ସଂଘର୍ଷ ୮ ଆହତ

Posted by - October 25, 2021 0
ବୌଦ୍ଧ :(ସାମରେଶ ମିଶ୍ର )ବୌଦ୍ଧ ସଦର ଥାନା ବଢିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋଗିଭୋଗରା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଦ୍ୱାରା ୮ ଜଣ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ବୌଦ୍ଧ…

ବରୀ ବ୍ଲକ ପୂର୍ବତନ ଅଧକ୍ଷ ଗଗନ ବିହାରୀ ଜେନାଙ୍କ ପରଲୋକ

Posted by - May 25, 2021 0
ଯାଜପୁରଅଫିସ :ମହାମାରୀ କରୋନା ର ଦ୍ୱିତୀୟଲହର ବରୀ ରେ ତାଣ୍ଡବ ଲୀଳା କରୁଛି, ଏଥିରେ ବରୀ ବ୍ଲକ ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ରାଜନୀତିଜ୍ଞ ଗଗନ ବିହାରୀ…

ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ

Posted by - October 31, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ କାର୍ଯ୍ଯ କରୁଥିବା ଏସ, ଇ , ଏମ କର୍ମଚାରୀ ମାନଙ୍କୁ ଜଳଯୋଗାଣ କର୍ମଚାରୀଙ୍କ ମାନ୍ୟତା ପ୍ରଦାନ, ସମାନ କାମକୁ…