ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

159 0

ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା ଝିଙ୍କିପଡା ଗ୍ରାମର କ୍ଷୀରସିନ୍ଧୁ ଭୋଇଙ୍କ ଠାରୁ ମନରେଗା ଯୋଜନାର ଚାରାରୋପଣ ଓ ନର୍ସରୀ କାମର ବିଲ କରାଇଦେବା ପାଇଁ ୧ ଲକ୍ଷ ୩ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ର ସୋନପୁର,ସମ୍ବଲପୁର ଟିମ କାବୁ କରିଥିଲା ।

କାବୁ କରି ଅଧିକ ତଦନ୍ତ ପାଇଁ ବଙ୍ଗୋମୁଣ୍ଡା ରେଞ୍ଜ ଅଫିସ କୁ ଆଣିଥିଲା ସେଠାରୁ ବଲାଙ୍ଗୀର ନେଇଥିବା ଜଣାପଡିଛି। କ୍ଷୀର ସିନ୍ଧୁ ଭୋଇ ଙ୍କୁ ଆମ ପ୍ରତିନିଧି ଭେଟି ବାକୁ ଯାଇଥିଲେ ତାଙ୍କ ଗାଁ କୁ ହେଲେ ସେ ଘରରେ ନଥିବାରୁ ଭେଟି ପାରିନଥିବାରୁ ଅଧିକ ତଥ୍ୟ ମିଳି ପାରିନ ଥିଲା । କଣ କାମକରୁଛନ୍ତି ନର୍ସରୀ ରେ କ୍ଷୀର ଯେ ଏତେ ଗୁଡ଼ିକ ଏ ଟଙ୍କା ଲାଞ୍ଚ ମାଗିଥିଲେ ଫରେଷ୍ଟର ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

Related Post

କଳାହାଣ୍ଡିରେ ଅଘଟଣ ,ବିଦ୍ୟୁତ ତ୍ରୁଟି ସୁଧାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

Posted by - May 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସାପଦୁହୁନି ଗାଁ ରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ର ତ୍ରୁଟି…

ମେନେଜର ଜିଦ୍ ଯୋଗୁ ହଟହଟା ହେଲେ ଶତାୟୁ ବୃଦ୍ଧା,ମାଆଙ୍କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ

Posted by - June 14, 2020 28
ଭୁବନେଶ୍ଵର :କରୋନା ପାଇଁ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଧନ ଖାତାଧାରୀ ମହିଳାମାନଙ୍କୁ ଏପ୍ରିଲ, ମେ ଏବଂ ଜୁନ ମାସ…

ପୁଣି ଦେଖିବାକୁ ମିଳିଲା ବୌଦ୍ଧ ଜିଲ୍ଲା ରେ ରାଜନୈତିକ ହିଂସା

Posted by - February 14, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ୪ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ଙ୍କ ଗାଡ଼ି କୁ ପଥର ମାଡ଼ ହେଇଥିବା…

ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଦାବୀରେ ୧ ଲକ୍ଷ ପୋଷ୍ଟ କାର୍ଡ ପଠାଇବା ପାଇଁ ଉଦ୍ୟମ

Posted by - August 19, 2021 0
ଯାଜପୁର ଜିଲାର ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଦାବୀରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଛି  ଆଜି ଠାରୁ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ୧  ଲକ୍ଷ ପୋଷ୍ଟ  କାର୍ଡ ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି  ଯାଜପୁର ମୁଖ୍ୟ ଡାକ ଘର ସମ୍ମୁଖରେ ପରିଷଦ ପକ୍ଷରୁ ପ୍ରାଥମିକ ଭାବେ ୧ ହଜାର ପୋଷ୍ଟ କାର୍ଡ ପଠାଇଯାଇଛି  କେନ୍ଦ୍ରସରକାର ତୁରନ୍ତ ମା ବିରଜାଙ୍କ ପୀଠକୁ ରେଳ ସଂଯୋଗ ପାଇଁ ଘୋଷଣା କରିବାକୁ ଦାବୀ କରାଯାଇଛି । ଏହି ପ୍ରକଳ୍ପ ହେଲେ କେବଳ ଯାଜପୁର ସମେତ ଆଖପାଖ ଅଂଚଳ ବାସୀ ଲାଭବାନ ହେବେ ବୋଲି ମତ ପ୍ରକାଶ ପାଇଛି ।

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…