ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

259 0

ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା ଝିଙ୍କିପଡା ଗ୍ରାମର କ୍ଷୀରସିନ୍ଧୁ ଭୋଇଙ୍କ ଠାରୁ ମନରେଗା ଯୋଜନାର ଚାରାରୋପଣ ଓ ନର୍ସରୀ କାମର ବିଲ କରାଇଦେବା ପାଇଁ ୧ ଲକ୍ଷ ୩ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ର ସୋନପୁର,ସମ୍ବଲପୁର ଟିମ କାବୁ କରିଥିଲା ।

କାବୁ କରି ଅଧିକ ତଦନ୍ତ ପାଇଁ ବଙ୍ଗୋମୁଣ୍ଡା ରେଞ୍ଜ ଅଫିସ କୁ ଆଣିଥିଲା ସେଠାରୁ ବଲାଙ୍ଗୀର ନେଇଥିବା ଜଣାପଡିଛି। କ୍ଷୀର ସିନ୍ଧୁ ଭୋଇ ଙ୍କୁ ଆମ ପ୍ରତିନିଧି ଭେଟି ବାକୁ ଯାଇଥିଲେ ତାଙ୍କ ଗାଁ କୁ ହେଲେ ସେ ଘରରେ ନଥିବାରୁ ଭେଟି ପାରିନଥିବାରୁ ଅଧିକ ତଥ୍ୟ ମିଳି ପାରିନ ଥିଲା । କଣ କାମକରୁଛନ୍ତି ନର୍ସରୀ ରେ କ୍ଷୀର ଯେ ଏତେ ଗୁଡ଼ିକ ଏ ଟଙ୍କା ଲାଞ୍ଚ ମାଗିଥିଲେ ଫରେଷ୍ଟର ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

Related Post

ସରକାରୀ ନିଯୁକ୍ତି ଆବେଦନ ବୟସସୀମା ୪୨ କୁ ବୃଦ୍ଧି ପାଇଁ ଦାବି

Posted by - August 2, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ରାଜ୍ୟ ସରକାର ଦୀର୍ଘ୨୧ ବର୍ଷ ଶାସନ ରେ ରହିଥିଲେ ମଧ୍ୟ ରାଜ୍ୟ ରେ ଯୁବପିଢ଼ି ରୋଜଗାର ନ ପାଇ ବେକାରୀ ସମସ୍ୟା ଦିନକୁ…

ରେଙ୍ଗାଲି ବ୍ଲକ ରେ ତୁଷାରପାତ

Posted by - December 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି…

ମହାସପ୍ତମୀ ଅବସରରେ ଶକ୍ତିପୀଠ ବିରଜା କ୍ଷେତ୍ର ରେ ଭକ୍ତିମୟ ପରିବେଶ

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶାରଦୀୟ ଦୁର୍ଗାପୂଜା ପାଇଁ ଶକ୍ତିପୀଠ ବିରଜା କ୍ଷେତ୍ର ରେ ଭକ୍ତିମୟ ପରିବେଶ। ମା ଙ୍କ ମନ୍ଦିର ସୁନ୍ଦର ଅଲୋକମାଳା ରେ ସଜ୍ଜିତ କରାଯାଇଛି।…

ଶତ ପ୍ରତିଶତ ବିକଳାଙ୍ଗ ବ୍ୟକ୍ତି ଙ୍କୁ ବିଦ୍ୟୁତ୍ ଚାଳିତ ଯାନ ବଣ୍ଟନ

Posted by - January 11, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସାମାଜିକ ସୁରକ୍ଷା ଯୋଜନା ରେ, ଶତପ୍ରତିଶତ ବିକଳାଙ୍ଗ ହିତାଧିକାରୀ ଙ୍କୁ, ବିଦ୍ୟୁତ୍ ଚାଳିତ ଯାନ ବଣ୍ଟନ କରା ଯାଇଛି। ସୂଚନା ଅନୁଯାୟୀ – ବାଲେଶ୍ଵର…

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଙ୍କ ଗିରଫ କରାଯିବା ନେଇ ସହରରେ ଲାଗିଲା ପୋଷ୍ଠର

Posted by - July 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରପେସର ସଞ୍ଜିବ ମିତ୍ତଲ ଙ୍କୁ ଗିରଫ କରାଯାଉ ବୋଳି ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ପୋଷ୍ଠର…