୨୦ ମାସ ବିତିଲା ହେଲେ ଝିଅ ପିହୁ ର କୌଣସି ପତ୍ତା ନାହିଁ

191 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମାତୃ ଦିବସରେ ପ୍ରତ୍ୟେକ ମା ଙ୍କ ପାଇଁ ସ୍ୱତନ୍ତ୍ର ଦିନ ଟିଏ। କିନ୍ତୁ ଏଭଳି ଦିବସ ର କିଛି ମାନେ ନାହିଁ ପିହୁ ପରିବାର ପାଈଁ। ଆଜି କୁ ୨୦ ମାସ ବିତିଲା ହେଲେ ଝିଅ ପିହୁ ର କୌଣସି ପତ୍ତା ମିଳିଲା ନାହିଁ।

ଯାଜପୁର ଜିଲା ବିଂଝାରପୁର ବ୍ଲକ ମଧୁସୂଦନପୁର ଗାଁ ନିଜ ମାମୁ ଘରୁ ନିଖୋଜ ହୋଇଯାଇଥିଲା। ଏହା ଏକ ଅପହରଣ ବୋଲି ପିହୁ ର ମା ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।

ଏହାକୁ ନେଇ ଅନେକ ସମୟରେ ତୁମ୍ବିତୋଫାନ ହୋଇଥିଲେ ମଧ୍ୟ ପିହୁ ର କୌଣସି ପତ୍ତା ମିଳିପାରିନାହିଁ। ସେହି ଦିନ ଠାରୁ ଝିଅ ପିହୁ କୁ ଚାହିଁ ଚାହିଁ ଆଖିରୁ।ଲୁହ ଶୁଖିଗଲାଣି। କିନ୍ତୁ ତଥାପି ଝିଅ ଫେରିବା ନେଇ ସେ ଆଶାବାଦୀ ଅଛନ୍ତି।

କଣ କହୁଛନ୍ତି ପିହୁ ର ମା ଦେଖନ୍ତୁ 

 

Related Post

ସି ଡ଼ି ଏସ ବିପିନ ରାୱତଙ୍କ ଅକାଳ ବିୟୋଗରେ ଖପ୍ରାଖୋଲରେ ଶୋକ ସଭା

Posted by - December 13, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ଦେଶର ପ୍ରଥମ ସିଡିଏସ ବିପିନ ରାବତଙ୍କ ସହ ସ୍ତ୍ରୀ ଏବଂ ଅନ୍ୟ ଯବାନ ମାନଙ୍କ ଏକ ଚପର ଦୁର୍ଘଟଣାରେ ୧୩ ଜଣଙ୍କ ଅକାଳ ବିୟୋଗ…

ଲକଡାଉନ ସଟଡାଉନ ଘଡିସନ୍ଦିରେ ରେମୁଣା ପ୍ରଶାସନ ପକ୍ଷରୁ ବଜାର ଜବର ଦଖଲ ଉଚ୍ଛେଦ

Posted by - August 6, 2020 0
ରେମୁଣା:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ର ରେମୁଣା ସହର ଟି ପ୍ରାୟ ୩ ଶହ ବର୍ଷ ର ପୁରାତନ ସହର ବୋଲି କୁହା ଯାଉଛି…

ସରକାରୀ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନର ମହା ଘୋଟଲା,ଅସ୍ଵାସ୍ଥ୍ୟକର ପରିବେଶ ସହିତ ନିମ୍ନ ମାନର ଖାଦ୍ୟ.

Posted by - July 23, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହଳଦୀ ଗୁଣ୍ଡ ମିଶା ଗରମ ପାଣି ସହିତ ଅଧକିଲୋ ଆଳୁ ବିଦ୍ୟାଳୟରେ ଉପସ୍ଥିତ 39ଟି ପିଲାଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ଦିଆଯାଉଛି ମଧ୍ୟାହ୍ନ…

ଜାତୀୟ ପତାକା କୁ ଅଣଦେଖା ,ଦୁଇଦିନ ପରେ ମଧ୍ୟ ସ୍କୁଲ ରେ ଉଡୁଛି ତ୍ରିରଙ୍ଗା

Posted by - January 27, 2022 0
ମୁନିଗୁଡା :(ରମାକାନ୍ତ ପଡ଼ାଲ)ଜାତୀୟ ପତାକା କୁ ଅଣଦେଖା କରି , ମୁନିଗୁଡା ବ୍ଲକ ର ଘମାଟଗୁଡା ପଂଚାୟତ ର ଡଙ୍ଗର ବୋରି ସ୍କୁଲ। ଶିକ୍ଷକ ନିଜ ରାଜନୈତିକ…

କାର୍ଯ୍ୟ ବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ କାର‌୍ୟ୍ୟରତ କର୍ମଚାରୀ ।

Posted by - February 5, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ରାଜ୍ୟରେ କାର୍ଯ୍ୟ ବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ କାର‌୍ୟ୍ୟରତ କର୍ମଚାରୀ । ସାରା ରାଜ୍ୟରେ କୋରୋନା ଟିକାକରଣ…