ଓଡ଼ିଶା ମିଶନ ଶକ୍ତି ବିଭାଗ ଏବଂ କୋଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତିନି ଦିନିଆ ଡିଜିଟାଲ ମାର୍କେଟିଂର ତାଲିମ ପ୍ରଦାନ

177 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ମହିଳା ମାନଙ୍କୁ ସଶକ୍ତି କରଣ କରିବା ଦିଗରେ ଓଡ଼ିଶା ମିଶନ ଶକ୍ତି ବିଭାଗ ତରଫରୁ ବିଭିନ୍ନ ପ୍ରକାରର ଯୋଜନା ରହିଛି। ତେବେ ମହିଳା ମାନେ ମଧ୍ୟ ଏ ଦିଗରେ ମିଶନ ଶକ୍ତି ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଆଜି ସଫଳ ବ୍ୟବସାୟୀ ରୂପେ ଦିପାଇସା ଭଲ ରୋଜଗାର କରିପାରୁଛନ୍ତି। ନିଜ ଅଞ୍ଚଳରେ ଭଲ ବ୍ୟବସାୟ କରିବା ପରେ ସେମାନେ ଅନ୍ୟ ସ୍ଥାନ ମାନଙ୍କରେ କିପରି ନିଜର ଜିନିଷକୁ ବିକ୍ରୀ କରି ପାରିବେ ସେଥିପାଇଁ ସେମାନଙ୍କୁ ଟିଟିଲାଗଡ ବ୍ଲକ ମିଶନ ଶକ୍ତି ବିଭାଗ ତରଫରୁ ତିନି ଦିନିଆ ଡିଜିଟାଲ ଟ୍ରେନିଂ ଦେବାର ବ୍ୟବସ୍ଥା ସ୍ଥାନୀୟ ଆଇସେକ୍ଟ୍ କମ୍ପ୍ୟୁଟର ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି।

ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତି ମିନାକ୍ଷୀ ରାଜଙ୍କ ଅଧ୍ୟକ୍ଷତାରେ ବ୍ଲକ ସଂଯୋଜକ ପିତାମ୍ବର ବାଗ, ସହ ସଂଯୋଜକ ହୃଦାନନ୍ଦ ମାଝୀ ଏହି ତିନି ଦିନିଆ ଡିଜିଟାଲ ମାର୍କେଟିଂ ଟ୍ରେନିଂ ଦେବାର ବ୍ୟବସ୍ଥା କରାଇଥିଲେ। ଏଥିରେ ୧୦ ଟି ଏସଏଚଜି ଗୃପର ୨୦’ ଜଣ ମହିଳା ଉଦ୍ୟୋଗୀଙ୍କୁ କୋଶଲ ବିକାଶ ମନ୍ତ୍ରଣାଳୟ ତରଫରୁ ଟ୍ରେନିଂ ଦେଇଥିଲେ .ନିସବଡ ସଂସ୍ଥାନ ନୋଇଡା ଉତ୍ତର ପ୍ରଦେଶର ଟ୍ରେନର ଲଭ ଗୋୟଲ, ମାଷ୍ଟର ଟ୍ରେନର ପ୍ରତିମା ତାଣ୍ଡି। ସମସ୍ତ ଏସଏଚଜି ଗ୍ରୁପ ତରଫରୁ ନିଜ ନିଜର ପ୍ରସ୍ତୁତ ସାମଗ୍ରୀକୁ କିପରି ଡିଜିଟାଲ ମାର୍କେଟିଂ ଜରିଆରେ ବିକ୍ରି କରି ପାରିବେ ଏହି ତିନି ଦିନିଆ ଶିବିରରେ କହିଥିଲେ। ଆଈଶେକ୍ଟ କମ୍ପ୍ୟୁଟର କେନ୍ଦ୍ରର ପରିଚାଳକ ଶିବାନନ୍ଦ ଦିକ୍ଷୀତ ଉପସ୍ଥିତ ଥିଲେ।

Related Post

୧୬ନଂ ଜାତୀୟ ରାଜପଥରେ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ

Posted by - October 22, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ମକୁନ୍ଦବିନ୍ଧା ନିକଟରେ ଟ୍ରକ ଓ କାର ମଧ୍ୟରେ…

ଯାଜପୁର ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ 

Posted by - September 1, 2020 0
ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ପୌରପାଳିକା ର କର୍ମଚାରୀ ମାନଙ୍କୁ ପୋଷାକ,ଛତା ଆଦି ବଂଟନ କରାଯାଇଥିଲା ସହରକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ କୋଦଣ୍ଡପୁର ଏବଂ ଜାଗେଶ୍ୱରପୁରରେ ଜୈବିତ ଖତ କେନ୍ଦ୍ରର ଉଦଘାଟନ କରାଯାଇଥିଲା ସହରରେ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ଏଠାରେ ପରିଚାଳନା କରାଯାଇ ଖତ ଉତ୍ପାଦନ କରାଯାଇ ସାଧାରଣ ଲୋକଙ୍କୁ ବିକ୍ରି କରାଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଥିଲେ  ଏଥିସହିତ ଏହି ଅଂଚଳରେ ଏକ ସୁନ୍ଦର ପାର୍କ କରାଯିବ ଏଥିପାଇଁ ଆଜି ମଧ୍ୟ ବୃକ୍ଷରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଧେଶକ , ଜିଲା ସଂସ୍କୃତି ଅଧିକାରୀ ,ପୌରପାଳିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗଡ ଠାରେ ଆଲୋଚନା ଚକ୍ର

Posted by - September 14, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି’ ଅବିଭକ୍ତ କଳାହାଣ୍ଡିର ଐତିହ୍ୟ ସଂସ୍କୃତି ର ସୁରକ୍ଷା ଏବଂ…

୩ଟି ଯାତ୍ରୀ ବିଶ୍ରାମଗାର ଉଦଘାଟନ, ୨ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଭୂମିପୂଜା

Posted by - August 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ୩୧ ଜୁଲାଇ (ରବିବାର) ଚାକିରୀର ଶେଷଦିନ। ଜିଲ୍ଲାପାଳଙ୍କ ଅବସରଗ୍ରହଣକୁ ଦୃଷ୍ଟିରେ ରଖି ରବିବାର ସାରା ଜିଲ୍ଲାରେ ୨୨ଟି ଉଦଘାଟନୀ…

ଅଜଣା ଗାଡ଼ି ଧକ୍କାରେ ୪ଟି ଗୋରୁଙ୍କ ମୃତ୍ୟୁ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଠିଡିକାଜୋର୍ ନିକଟରେ 4 ଗୋଟି ଗୋରୁ ଗାଈଙ୍କ ମୃତ୍ୟୁ ଘଟିଥିବା…