ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଦଳୀୟ ନେତା ଙ୍କୁ ଥଇଥାନ କରିଛନ୍ତି।ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି ପାଇଛନ୍ତି।
ପୁଷ୍ପେନ୍ଦ୍ର ସିଂହ ଦେଓ: ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
କସ୍ତୁରୀ ମହାପାତ୍ର: ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ
ମିନତୀ ବେହେରା: ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ
ସୁଲୋଚନା ଦାସ: ଅଧ୍ୟକ୍ଷା, ଭିନ୍ନକ୍ଷମ କମିଶନ
ଲୋପାମୁଦ୍ରା ବକ୍ସିପାତ୍ର: ଉପଦେଷ୍ଟା, ମିଶନ ଶକ୍ତି
ଲେନିନ୍ ମହାନ୍ତି: ସଂପାଦକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ
ସୁଜିତ୍ କୁମାର: ଉପଦେଷ୍ଟା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ
ଅନୁଭବ ପଟ୍ଟନାୟକ: ଉପଦେଷ୍ଟା, ଇଟି ଓ ଆଇଟି
କୃତିବାସ ପାତ୍ର: ଉପଦେଷ୍ଟା, କୃଷି କୃଷକ ସଶକ୍ତୀକରଣ ବିଭାଗ
ଉତ୍କଳ କେଶରୀ ପରିଡ଼ା: ଉପଦେଷ୍ଟା, ଚିଲିକା ଉନ୍ନୟନ ପରିଷଦ
ଦେବାଶିଷ ଘୋଷ: ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ବିଭାଗ
ସୁଲତା ଦେଓ: ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ
ଜନ୍ମେଜୟ ଲେଙ୍କା: ଉପଦେଷ୍ଟା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ
ରାମଚନ୍ଦ୍ର ପଣ୍ଡା: ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ବୋର୍ଡ
ଦେବାଶିଷ ମହାନ୍ତି: ଅଧ୍ୟକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍
ଇଶ୍ଵର ପାଣିଗ୍ରାହୀ: ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ
ପ୍ରଭାତାଦିତ୍ୟ ମିଶ୍ର: ଅଧ୍ୟକ୍ଷ, ଆପିକଲ୍
ଅନୁପ ସାଏ: ଅଧ୍ୟକ୍ଷ, ରାଜ୍ୟପଣ୍ୟାଗାର ନିଗମ
ଅସିତ ପଟ୍ଟନାୟକ: ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମ
ଅମରେନ୍ଦ୍ର ଦାସ: ଅଧ୍ୟକ୍ଷ, କାଜୁ ଉନ୍ନୟନ ନିଗମ
ଲୁଲୁ ଅମାତ: ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଶ ନିଗମ
ଚିନ୍ମୟ ସାହୁ: ଅଧ୍ୟକ୍ଷ, କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମୟୀ ମିଶ୍ର: ଅଧ୍ୟକ୍ଷ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ
ଅମରେଶ ପତ୍ରୀ: ଅଧ୍ୟକ୍ଷ, ରାଜ୍ୟ ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ: ଅଧ୍ୟକ୍ଷ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ
ବିଜୟ କୁମାର ନାୟକ: ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ
ପ୍ରିୟଦର୍ଶୀ ମିଶ୍ର: ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
ସୁବାସ ସିଂହ: ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ
ସଂଜୀବ ପାଇକରାୟ: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ
ସୁଧୀର ଦାସ: ଅଧ୍ୟକ୍ଷ, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ
ଦିଲ୍ଲୀପ ତିର୍କି: ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋସନ କାଉନ୍ସିଲ
ମାନସ ମାଡ଼କାମୀ: ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ବିନୟ ଟପ୍ପୋ: ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ସୁସ୍ମିତା ବାଗ୍ଚି: ଅଧ୍ୟକ୍ଷ, ମୋ ସ୍କୁଲ
ଆକାଶ ଦାସ ନାୟକ: ଅଧ୍ୟକ୍ଷ, ମୋ କଲେଜ୍