Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବିଜେଡି ନେତାମାନଙ୍କୁ ମିଳିଛି ନୂଆ ନିଯୁକ୍ତି,ବିଭିନ୍ନ ପଦବୀରେ ନିଯୁକ୍ତି 

662 0

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଦଳୀୟ ନେତା ଙ୍କୁ ଥଇଥାନ କରିଛନ୍ତି।ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି ପାଇଛନ୍ତି।

ପୁଷ୍ପେନ୍ଦ୍ର ସିଂହ ଦେଓ: ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

କସ୍ତୁରୀ ମହାପାତ୍ର: ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ

ମିନତୀ ବେହେରା: ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ

ସୁଲୋଚନା ଦାସ: ଅଧ୍ୟକ୍ଷା, ଭିନ୍ନକ୍ଷମ କମିଶନ

ଲୋପାମୁଦ୍ରା ବକ୍ସିପାତ୍ର: ଉପଦେଷ୍ଟା, ମିଶନ ଶକ୍ତି

ଲେନିନ୍‌ ମହାନ୍ତି: ସଂପାଦକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ

ସୁଜିତ୍‌ କୁମାର: ଉପଦେଷ୍ଟା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ

ଅନୁଭବ ପଟ୍ଟନାୟକ: ଉପଦେଷ୍ଟା, ଇଟି ଓ ଆଇଟି

କୃତିବାସ ପାତ୍ର: ଉପଦେଷ୍ଟା, କୃଷି କୃଷକ ସଶକ୍ତୀକରଣ ବିଭାଗ

ଉତ୍କଳ କେଶରୀ ପରିଡ଼ା: ଉପଦେଷ୍ଟା, ଚିଲିକା ଉନ୍ନୟନ ପରିଷଦ

ଦେବାଶିଷ ଘୋଷ: ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ବିଭାଗ

ସୁଲତା ଦେଓ: ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ

ଜନ୍ମେଜୟ ଲେଙ୍କା: ଉପଦେଷ୍ଟା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ

ରାମଚନ୍ଦ୍ର ପଣ୍ଡା: ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ବୋର୍ଡ

ଦେବାଶିଷ ମହାନ୍ତି: ଅଧ୍ୟକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌

ଇଶ୍ଵର ପାଣିଗ୍ରାହୀ: ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ

ପ୍ରଭାତାଦିତ୍ୟ ମିଶ୍ର: ଅଧ୍ୟକ୍ଷ, ଆପିକଲ୍‌

ଅନୁପ ସାଏ: ଅଧ୍ୟକ୍ଷ, ରାଜ୍ୟପଣ୍ୟାଗାର ନିଗମ

ଅସିତ ପଟ୍ଟନାୟକ: ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମ

ଅମରେନ୍ଦ୍ର ଦାସ: ଅଧ୍ୟକ୍ଷ, କାଜୁ ଉନ୍ନୟନ ନିଗମ

ଲୁଲୁ ଅମାତ: ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଶ ନିଗମ

ଚିନ୍ମୟ ସାହୁ: ଅଧ୍ୟକ୍ଷ, କ୍ଷୁଦ୍ର ଶିଳ୍ପ ନିଗମ

ଶ୍ରୀମୟୀ ମିଶ୍ର: ଅଧ୍ୟକ୍ଷ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ

ଅମରେଶ ପତ୍ରୀ: ଅଧ୍ୟକ୍ଷ, ରାଜ୍ୟ ଉଠା ଜଳସେଚନ ନିଗମ

ସତ୍ୟବ୍ରତ ତ୍ରିପାଠୀ: ଅଧ୍ୟକ୍ଷ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ

ବିଜୟ କୁମାର ନାୟକ: ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ

ପ୍ରିୟଦର୍ଶୀ ମିଶ୍ର: ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ

ସୁବାସ ସିଂହ: ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ

ସଂଜୀବ ପାଇକରାୟ: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ

ସୁଧୀର ଦାସ: ଅଧ୍ୟକ୍ଷ, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ

ଦିଲ୍ଲୀପ ତିର୍କି: ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋସନ କାଉନ୍‌ସିଲ

ମାନସ ମାଡ଼କାମୀ: ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ବିନୟ ଟପ୍ପୋ: ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ସୁସ୍ମିତା ବାଗ୍‌ଚି: ଅଧ୍ୟକ୍ଷ, ମୋ ସ୍କୁଲ

ଆକାଶ ଦାସ ନାୟକ: ଅଧ୍ୟକ୍ଷ, ମୋ କଲେଜ୍‌

Facebook Notice for EU! You need to login to view and post FB Comments!

Related Post

ଖପ୍ରାଖୋଲ ବ୍ଲକ ସଭା ଗୃହ ରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସରପଞ୍ଚ ଙ୍କ ପ୍ରଥମ ସମିତି ବୈଠକ

Posted by - April 28, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ନିକଟ ସଭାଗୃହ ରେ ନବ ନିର୍ବାଚିତ ସମିତି ସଭା , ସଭ୍ୟ ଓ ସରପଞ୍ଚ ଙ୍କୁ ନେଇ…

ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଧାନ ତଳିକୁ ଦାଉ ସାଧୁଛି ରୋଗ ; ଚିନ୍ତାରେ ଚାଷୀ କୁଳ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ପ୍ରଥମେ ବର୍ଷାର ଲୁଚକାଳି ଖେଳ, ତା’ପରେ ଧାନ ତଳିରେ ମହିଷା ଏବଂ ପତ୍ରପୋଡ଼ା ରୋଗ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି I ବିଶେଷ…

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

Posted by - May 16, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ପ୍ରାଣୀ ଉଦ୍ୟାନ ଓ ବଟ।ନିକ।ଲ୍ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଅବଧି ବଢିଲା ଦ୍ବିତୀୟ ଲହର କରୋନା ସଂକ୍ରମଣ ବଡ଼ିବାରେ ଲାଗିଛି । ସବୁ ଆଡେ…

ଭୁବନେଶ୍ବର ସୁରକ୍ଷିତ – ସ୍ବାସ୍ଥ୍ୟ ସଚିବ

Posted by - April 19, 2020 0
ଭୁବନେଶ୍ୱର,୧୮।୪(ବ୍ୟୁରୋ):ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଏବେ ରାଜଧାନୀ ଭୁବନେଶ୍ବରକୁ ସୁରକ୍ଷିତ କରିଛି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ବିକ୍‌…

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

Posted by - May 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା…

Leave a comment

Your email address will not be published.