ପୋଖରୀରେ ବୁଡି ବାଳକ ମୃତ

230 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା।ଗାଧୋଇଥିବା ବେଳେ ଗାଁ ପୋଖରୀରେ ବୁଡିଯାଇ ବାଳକର ମୃତ୍ୟୁ ଘଟିଛି।ମୃତ ବାଳକ ହେଲେ କୈଳାଶ ସାମନ୍ତରାଙ୍କ ପୁଅ ଲିପୁନ ସାମନ୍ତରା।ମିଳିଥିବା ସୂଚନା ମୁତାବକ ଆଜି ଖାରବେଳ ସମୟରେ ଲିପୁନ ଏକାକି ଗାଧୋଇଥିବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡ଼ି ଯାଇଥିବା ଜଣାପଡିଛି ଅଗ୍ନିଶମ ବାହିନୀ ଉଦ୍ଧାର କରି ଲିପୁନ କୁ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ।ସେଠାରେ ଡାକ୍ତର ମୃତ ଘୋଷଣା କରିବାପରେ ବେଲଗୁଣ୍ଠା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲେ।

Related Post

ସମ୍ବଲପୁର ରେ ନୂତନ ଜିଲ୍ଲାପାଳ କଲେ କାର୍ଯ୍ୟରେ ଯୋଗଦାନ

Posted by - January 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଆଜି ଆଇଏସ ଦିଵ୍ୟଜ୍ୟୋତି ପରିଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୁର୍ବରୁ ଦିବ୍ୟଜ୍ୟୋତି ପରିଡା ରାଉଲକେଲା ମହାନଗରନିଗମ…

ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Posted by - September 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ…

ବଙ୍ଗୋମୁଣ୍ଡା ଗରିବୀ ସେନା ପକ୍ଷରୁ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ

Posted by - April 29, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁ ମାନଙ୍କର ଲାଗି ରହିଥିବା ବିଭିନ୍ନ ପ୍ରମୁଖ ସମସ୍ୟା କୁ ନେଇ ବଙ୍ଗୋମୁଣ୍ଡା ଗରିବ ସେନା…

ଟିଟିଲାଗଡ଼:ଜବର ଦଖଲ ଉଚ୍ଛେଦ ସହ ନାଳ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ

Posted by - November 26, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ମନୋଜ ସତ୍ୟବାନ…