Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କିକ ବକ୍ସିଂ ଆସୋସିଏସନ ର ବାର୍ଷିକୋତ୍ସଵ ଅନୁଷ୍ଠିତ

67 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କିକ ବକ୍ସିଂ ଆସୋସିଏସନ ର ବାର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ବରୁଣେଶ୍ୱର ମହାବିଦ୍ୟାଳୟ ର ଅଧକ୍ଷ ବଟକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।

କାର୍ଯ୍ୟକ୍ରମ ରେ କୋଚ ରଞ୍ଜନ ସୁତାର ଯୋଗ ଦେଇ ୧୧ ଜଣ ଖେଳାଳି ଙ୍କୁ ଏଲୋ ବେଲ୍ଟ ପ୍ରଦାନ କରାଯାଇଥିଲା। ଏଥିପାଇଁ ଅନୁଷ୍ଠିତ ପରୀକ୍ଷା କୁ ଶିବରାଜ ରାଉତ,ରିତେନ୍ଦ୍ର ବିଶ୍ୱାଳ,ଭାଗ୍ୟଶ୍ରୀ ମହାପାତ୍ର ଏବଂ ଏମ ସୁଦୀପା ପ୍ରମୁଖ ପରିଚାଳନା କରିଥିଲେ। ।

Facebook Notice for EU! You need to login to view and post FB Comments!

Related Post

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବହୁ ପ୍ରତିକ୍ଷିତ ପୁରୁଣାବସ୍ତି ତୃତୀୟ ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ରାମାପଡା ପାଖ ଖେଲ ପଡିଆରେ…

ବନ୍ଧୁମିଳନ ବ୍ୟାଡମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ

Posted by - January 1, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଅମ୍ବାଦଳା ମା ଗ୍ରାମ ଦେବତୀ ବ୍ୟାଡମିଣ୍ଟନ ପ୍ରତଷ୍ଠାନ ଦ୍ୱାରା ଆୟୋଜିତ ବନ୍ଧୁମିଳନ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଡବଲ ମ୍ୟାଚରେ ସୌମ୍ୟ ରଞ୍ଜନ ପାତ୍ରଓ…

ବିଜୟା ୟୁଥ କ୍ଲବ ନବୀନ ସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ଟୂର୍ଣ୍ଣ।ମେଣ୍ଟ

Posted by - October 25, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧଜିଲ୍ଲା ତାଲଷରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆଜି ବିଜୟା ୟୁଥକ୍ଲବ ଜରିଆରେ ନବୀନସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଂଟର ଖେଳ ଉଦଯାପିତ ହୋଇଯାଇଛି। ଏହି…

୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତା ନେଇ ଶ୍ରୀଧର ଓ ଆଦିତ୍ୟ ସମ୍ବର୍ଦ୍ଧିତ

Posted by - December 6, 2019 0
ବ୍ରହ୍ମପୁର : ବିଶାଖାପାଟଣା ସ୍ଥିତ ସର୍ବଭାରତୀୟ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର ଦୁଇଜଣ ଅଂଶଗ୍ରହଣ କରିଥିଲେ । ଶ୍ରୀଧର ସାହୁ କୁମୁତୀ…

ହକି ବିଶ୍ୱକପ୍‌ : ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ ଗୋଲରେ ଡ୍ର

Posted by - December 5, 2018 0
ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍‌ଜିୟମ୍ ହାଇଭୋଲ୍‌ଟେଜ୍ ଟକ୍କର। ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍‌ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍‌ରେ…