ଜୁନାନୀବାହାଲରେ ପୋଲିସର ଜନସମ୍ପର୍କ ଶିବିର : ବିଭିନ୍ନ ଉପକରଣମାନ ବଣ୍ଟନ

240 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଂଚାୟତ ଜୁନାନୀ ବାହାଲ ଗାଁ ରେ ଖପ୍ରାଖୋଲ ପୋଲିସ ତାରଫରୁ ଜନସମ୍ପର୍କ ଶିବିର ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର, ସମ୍ମାନିତ ଅତିଥିଭାବେ ସିଆରପିଏଫ ୧୮୯ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ରାଜୀବ କୁମାର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ,  ହରିଶଙ୍କର ଫାଣ୍ଡି ଅଧିକାରୀ ସେୱାନ କେରକେଟା, କନେଷ୍ଟବଳ ସଞ୍ଜୀବ ସାହୁ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରରେ ବୃଦ୍ଧା ଵୃଦ୍ଧ ଙ୍କୁ ଶୀତ ବସ୍ତ୍ର କମ୍ବଳ, ମଶାରୀ, ଛତା ଇତ୍ୟାଦି ବଣ୍ଟନକରାଯାଇଥିବା ବେଳେ ଛାତ୍ରୀ ଛାତ୍ର ଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ସେହିପରି ଯୁବକ ମାନଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ ମ୍ୟାଚ ଅନୁଷ୍ଟିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଏସଓଜି ଏବଂ ସିଆରପିଏଫ ର ଯବାନ ମାନେ ଉପସ୍ଥିତ ରହିଥିଲେ l

Related Post

ଯାଜପୁର ଜିଲା ବ୍ୟାସନଗର ସହରରେ ଉଦଘାଟିତ ହୋଇଛି ବିଗ ବଜାର ସପିଂ ମଲ

Posted by - January 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବ୍ୟାସନଗର ସହରରେ ଉଦଘାଟିତ ହୋଇଛି ବିଗ ବଜାର ସପିଂ ମଲ । ପୈାରାଞ୍ଚଳର ଚୋରଦା ବାଇପାସ୍ ଠାରେ ଉତ୍କଳ ସେଣ୍ଟର ପଏଣ୍ଟ ପକ୍ଷରୁ ନିର୍ମିତ…

ଭିସୁଟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ

Posted by - January 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭିସୁଟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ୬ ଜଣ ଶେଷ ବର୍ଷର ଛାତ୍ରଙ୍କ ବିରୁଦ୍ଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଷ୍ଟୁଡେଣ୍ଟ ଓ୍ୱେଲଫେୟାର ଡିନଙ୍କ ଆକାଉଣ୍ଟରେ…

ବାପାର ଶବକୁ କାନ୍ଧ ଦେଲାନି ପୁଅ : ବିଜୁ ଯୁବ ବାହୀନି ର ସଦସ୍ୟ ସାଜିଲେ ଦେବଦୂତ .

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) କରୋନା ସମୟରେ ମରିଯାଇଛି ମଣିଷ ପଣିଆ । କରୋନା ଭୂତାଣୁ ପାଇଁ ବଇରୀ ହେଲା ରକ୍ତ ସମ୍ପର୍କ । ବାପର ମୃତଦେହକୁ ଛୁଇଁଲା ନାହିଁ…