୫ ଦଫା ଦାବି ନେଇ ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖ ଧାରଣା ପାଇଁ ଦାବିପତ୍ର

274 0

ବାଲେଶ୍ଵର :ଆଜି ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖରେ ଧାରଣା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘ ସଭାପତି ରାମ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ୫ ଦଫା ଦାବି ଯଥା ଅମର୍ଦାରୋଡ ଷ୍ଟେସନ ମଧ୍ୟ ଦେଇ ଚଳାଚଳ କରୁଥିବା ସମସ୍ତ ପସେଞ୍ଜର,ଏକ୍ସପ୍ରେସ, ଓ ସାପ୍ତାହିକ ଟ୍ରେନ ଗୁଡ଼ିକ ପୁନଃ ଚଳାଚଳ ,ସ୍ବତନ୍ତ୍ର ଟ୍ରେନ ନାମରେ ରେଳ ଯାତ୍ରୀଙ୍କ ଠାରୁ ନିଆ ଯାଉଥିବା ଅଧିକ ଭଡ଼ା ନେବା ବନ୍ଦ କରିବା,ସମସ୍ତ ଟ୍ରେନ ନିର୍ଦ୍ଧାରିତ ସମୟରେ ଚାଲିବା ଦାବିରେ ୧୨ ତାରିଖରେ ଗଣଧାରଣା ଦିଆଯିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ଜି.ଏମ ଙ୍କୁ ଅମର୍ଦାରୋଡ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ୫ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବୀ ଚାନ୍ଦ,ଇନ୍ଦ୍ରଜିତ ଘୋଷ,ଲକ୍ଷ୍ମଣ ଜେନା,ତ୍ରିଲୋଚନ ଶୁର,ସମୀର ଚଣ୍ଡ,ରାସ ବିହାରି ଦାସ, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ,ବିନୋଦ କୁମାର ଦାସ,ସୁବାସ ଷଡ଼ଙ୍ଗୀ, ମାନସ ବାର୍ଡ, ଶିରିଶ ଚନ୍ଦ୍ର ମହାନ୍ତିଙ୍କ ସମେତ ସ୍ଥାନୀୟ ଓ ବିଭିନ୍ନ ସଙ୍ଗଠନଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

 

Related Post

ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

Posted by - May 6, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଭିନ୍ନ ସମୟରେ ଯୁବକ ଯୁବତୀ ମାନେ ଅପରିପକ୍ଵ ନିଷ୍ପତ୍ତି ନେଇ ବହୁ ଅସୁବିଧା ଓ ପ୍ରତାରଣା ର ଶିକାର…

ବିପଦ କୁ ନିମନ୍ତ୍ରଣ କରୁଛି ଆର.ସି.ଏଲ ଠିକାଦାର ସଂସ୍ଥା

Posted by - May 14, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝି) କଳାହାଣ୍ଡି ଜିଲ୍ଲା ବଳଦୀଆମାଳ ଠାରୁ ସନ୍ଧିକୁଲିଆରୀ ଏନ॰ଏଚ ରାସ୍ତା ତିଆରି ହେଉଥିବା ଏହି ରାସ୍ତା ଉପରେ ହଜାର ହଜାର ଲୋକ ଯାତାୟାତ…

ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ

Posted by - August 20, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି…

ସିନର୍ଜି ଆନ୍ତର୍ଜାତୀୟ ସ୍କୁଲ ରେ କ୍ରୀଡା ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ

Posted by - November 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭୋଇଗୁଡ଼ା ସ୍ଥିତ ସିନର୍ଜି ଅନ୍ତର୍ଜାତୀୟ ସ୍କୁଲରେ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ…