ପୁରୁଣାକଟକ ରେ ସଫେଇ କାର୍ଯ୍ୟକ୍ରମ

304 0

ବୌଦ୍ଧ:(ଚିତ୍ତରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ରବିବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମିତି ସଭ୍ୟ ସରୋଜ ପ୍ରଧାନ ଏବଂ ୱାର୍ଡ ସଭ୍ୟ ଦୁର୍ବାଦଲ ସେଠିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗ୍ରାମରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ଅଳିଆ ,ଆବର୍ଜନା କୁ ସଫା କରାଯାଇଥିଲା । ଡ୍ରେନେଜ, ସ୍କୁକ ପରିଶର, ଅଙ୍ଗନୱାଡ଼ି ପରିସରକୁ ସଫା କରାଯାଇଥିଲା ।ଏଥିରେ ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହୋଇ ଗ୍ରାମ ସଫେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବା ଦେଖିବାକୁ ମିଳିଛି।

Related Post

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା

Posted by - December 1, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବଲାଙ୍ଗିର ଜିଲ୍ଲା ର ଜଣାଶୁଣା ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ,ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବାବେଳେ ବୌଦ୍ଧଠାରେ ଏକ ସ୍ମୃତିଚାରଣ…

ବରୀରେ କରୋନା କଲାଣି କାୟା ବିସ୍ତାର , ଗଲାଣି ଏକ ମୁଣ୍ଡ, ଆକ୍ରାନ୍ତ ହେଲେଣି ୧୧୮

Posted by - July 6, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କଲାଣି । ଅଜି ସୁଧା ୧୧୮ ଆକ୍ରାନ୍ତ ହୋଇଥିଲା…

ବୌଦ୍ଧ ଜିଲ୍ଲା ରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ

Posted by - September 27, 2021 0
ବୌଦ୍ଧ:ଗତ ୨୪ ତାରିଖରେ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲା ର ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ…

କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କଲେ ଫାର୍ମାସିଷ୍ଟ

Posted by - June 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ରାଜ୍ୟ ଭେଷଜ ସଂଘର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଭେଷଜକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଝରିଗାଁ…

ଟିଟିଲାଗଡ ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିର ପରିସରରେ ଶିବ ଲିଙ୍ଗ ଉପରେ ସ୍ଥାପନା କରାଗଲା ନାଗ ଦେବତା

Posted by - July 25, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ପବିତ୍ର ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଦିନ ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ଶିବ ଲିଙ୍ଗ ଉପରେ…