ସ୍କୁଲ ରୁ ଫେରିବା ବାଟରେ ଛାତ୍ରୀ ର ଜୀବନ ଗଲା

1105 0

ଯାଜପୁର ରୋଡ : (ଆନନ୍ଦ ଚନ୍ଦ୍ର ସାହୁ)ସ୍କୁଲ ରୁ ଫେରୁଥିବା ସମୟରେ ଟ୍ରକ ତଳେ ଆସି ଗଲା ନିରୀହ ଛାତ୍ରୀଙ୍କ ଜୀବନ
ଯାଜପୁର ଜିଲା ସୁକିନ୍ଦା ଥାନା ୫୩ ଜାତୀୟ ରାଜପଥମଙ୍ଗଳପୁର ଛକରେ ଘଟିଛି ଏହି ଅଘଟଣ

ମଙ୍ଗଳପୁର ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ମୃତ, ଛାତ୍ରୀ ଦେବଯାନୀ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲାବେଳେ ଉତ୍ୟକ୍ତ ଲୋକେ ଡ୍ରାଇଭର୍ କୁ ପାଇ ନିସ୍ତୁକ ମାଡ ମାରିଥିବା ଜଣାପଡିଛିସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି

Facebook Notice for EU! You need to login to view and post FB Comments!

Related Post

ସୁପ୍ରସିଦ୍ଧ ଶୈବପୀଠ ବାବା ସୋମନାଥଙ୍କ ଭିଡିଓ କ୍ୟାସେଟ ଉନ୍ମୋଚିତ

Posted by - July 8, 2020 0
ଭୁବନେଶ୍ବର:ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡିଆ ପାଣି ନେଇ ବିଭିନ୍ନ ଶୈବଠୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳଲାଗି କରିଥାନ୍ତି ।…

ଶିଶୁଙ୍କ ପାଇଁ ଦିନ ଟିଏ ଓ ସାମାଜିକ ସମୀକ୍ଷା ବୈଠକ

Posted by - November 19, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଶିଶୁଙ୍କ ପାଇଁ ଦିନ ଟିଏ ସହ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…

ଅଗ୍ନିଶମ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଠାରେ ମକଡ୍ରିଲ ପ୍ରଦର୍ଶନ

Posted by - June 20, 2022 0
ଥୁଆମୂଳ ରାମପୁର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥୁଆମୂଳ ରାମପୁର ଅଗ୍ନିଶମ…

କେନ୍ଦ୍ର ରେଳମନ୍ତ୍ରୀଙ୍କ ମାଲକାନଗିରି – ଭଦ୍ରାଚଲମ୍ ପ୍ରସ୍ତାବିତ ରେଳ ପ୍ରକଳ୍ପ ର ସମୀକ୍ଷା ବୈଠକ

Posted by - April 23, 2022 0
ଭୁବନେଶ୍ୱର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ  ଶୁକ୍ରବାର ଦିନ ମାଲକାନଗିରି ଗସ୍ତ ରେ ଆସି ପ୍ରସ୍ତାବିତ ମାଲକାନଗିରି…

ଗ୍ରାମ ବାସୀଙ୍କ ଦ୍ୱାରା ୩ଘଣ୍ଟା କାଳ ୫୭ନଂ ଜାତୀୟ ରାଜପଥ ଅବରୋଧ

Posted by - February 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସ୍ୱାଧୀନତା ର ୭୫ବର୍ଷ ପରେ ବି ଗାଁ କୁ ହୋଇପାରିନି ସ୍ଥାୟୀ ରାସ୍ତା!ଏହାର ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼…

Leave a comment

Your email address will not be published.