ଯାଜପୁର ରୋଡ : (ଆନନ୍ଦ ଚନ୍ଦ୍ର ସାହୁ)ସ୍କୁଲ ରୁ ଫେରୁଥିବା ସମୟରେ ଟ୍ରକ ତଳେ ଆସି ଗଲା ନିରୀହ ଛାତ୍ରୀଙ୍କ ଜୀବନ
ଯାଜପୁର ଜିଲା ସୁକିନ୍ଦା ଥାନା ୫୩ ଜାତୀୟ ରାଜପଥମଙ୍ଗଳପୁର ଛକରେ ଘଟିଛି ଏହି ଅଘଟଣ
ମଙ୍ଗଳପୁର ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ମୃତ, ଛାତ୍ରୀ ଦେବଯାନୀ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲାବେଳେ ଉତ୍ୟକ୍ତ ଲୋକେ ଡ୍ରାଇଭର୍ କୁ ପାଇ ନିସ୍ତୁକ ମାଡ ମାରିଥିବା ଜଣାପଡିଛିସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି
Facebook Notice for EU!
You need to login to view and post FB Comments!