ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

255 0

ଧର୍ମଗଡ:(ହେମନ୍ତ କୁମାର ମାଝୀ)ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଧର୍ମଗଡ ତା-୧•୪•୨୦୨୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ଯାଳୟ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ଙ୍କ ସଭାପତିତ୍ୱରେ ଲଖୀରାମ ଅଗ୍ରଓ୍ୱାଲ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ ମୂଖ୍ଯ ବକ୍ତା, ନବନିର୍ବାଚିତ ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା ମୂଖ୍ଯ ଅତିଥି, ସମିତି ସଭ୍ଯ କିଶୋର ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ବରିଷ୍ଠ ଶିକ୍ଷକ ତୁଲସୀରାମ ବାରିକ, ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଖେଳ ଶିକ୍ଷକ କାମେଶ୍ୱର ସିଂ, ପତିତପାବନ ମହାବିଦ୍ୟାଳୟ ଅରେବେଡା ଅଧ୍ଯାପକ ତପନ ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ।

ଅତିଥି ମାନଙ୍କ ବାଗ ଦେବୀ ସରସ୍ବତୀ ଙ୍କ ପୂଜାର୍ଚ୍ଚନା ପରେ ଉତ୍କଳ ଦିବସ ର ମହତ୍ବ, ମାତ୍ରୁଭାଷା ପ୍ରତି ସଜାଗ ହେବା ସମ୍ବନ୍ଧିତ ଆଲୋଚନା କରିଥିଲେ। ପରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ବରିଷ୍ଠ ଶିକ୍ଷକ ରିକ୍ଷୀରାମ ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ ଧନ୍ଯବାଦ ଅର୍ପଣ କରିଥିଲେ। ବିଦ୍ଯାଳୟ ର ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ, ଜିତେନ୍ଦ୍ର ନାଏକ, ନରେନ୍ଦ୍ର ନାଏକ, ହରେକୃଷ୍ଣ ପ୍ରଧାନ, ରମେଶ ବେହେରା, ସ୍ମ୍ରୁତି ରଞ୍ଜନ ନାଏକ, ମହେନ୍ଦ୍ର ପଟ୍ଟନାୟକ, ହରେକୃଷ୍ଣ ନାଏକ, ସୁଜାତା ବାଗ ସହଯୋଗ କରିଥିଲେ।

Related Post

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ର ମୃତ୍ୟୁ

Posted by - May 15, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଅଘଟଣ।ସାନ ଭାଇର ଟାଙ୍ଗିଆ…

ରାଜ୍ୟ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀଙ୍କ ଯାଜପୁର ଜିଲା ଗସ୍ତ

Posted by - January 3, 2020 331
ଯାଜପୁର:୦୩.୦୧.୨୦(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଯାଜପୁର ଜିଲା ଗସ୍ତ କରିଛନ୍ତି ରାଜ୍ୟ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀ । ଶ୍ରୀଯୁକ୍ତ ପୂଜାରୀ ଯାଜପୁର ଜିଲା…

କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର

Posted by - September 14, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର  ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମ ଟି ପଞ୍ଚାୟତ କାର୍ଯ୍ୟାଳୟ…

ଜୁରାବନ୍ଧ ହାଇସ୍କୁଲ ର ବାର୍ଷିକ ଉତ୍ସବ

Posted by - June 5, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ରେ ଥିବା ସରକାରୀ ଉନ୍ନିତ୍ତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି…

ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ,ଅଭିଭକ୍ତ କନ୍ଧମାଳ ଜିଲ୍ଲାର ୫ଟି ବ୍ଲକବାସୀ ହେବେ ଉପକୃତ

Posted by - January 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକବାସୀଙ୍କ ପିଇବା ପାଣି ସମସ୍ୟା ଦୂରହେବାର ସମ୍ଭବ ହୋଇଛି।ହରଭଙ୍ଗା ବ୍ଲକର ସଙ୍କୁଲୋଇ ପଂଚାୟରର ପାଣିଘରା ଠାରୁ ପାଇପ ଯୋଗେ ପାନୀୟ…