ମାଓବାଦୀଙ୍କୁ ସାମଗ୍ରୀ ଯୋଗାଣ ଅଭିଯୋଗରେ ପୁଣି ଜଣେ ମିଲିସିଆ ଗିରଫ

274 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ରହି ଆତଙ୍କରାଜ ଚଳାଇଥିବା ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ଗତିବିଧି ସାମାନ୍ୟ ହ୍ରାସ ପାଇଥିବାବେଳେ ଏବେ ବଲାଙ୍ଗୀର, କନ୍ଧମାଳ ସୀମାନ୍ତ ଦେଇ କଳାହାଣ୍ଡି ଜିଲ୍ଲାରେ ଧିରେଧିରେ ନିଜର ପତିଆରା ଜାହିର ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ମାଓବାଦୀଙ୍କ କେକେବିଏନ୍ ଡିଭିିଜନ ।

ଏହି ଡିଭିଜନ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ସଂଗଠନ ପାଇଁ ପାଣ୍ଠି ଯୋଗାଡ, ଅସ୍ତ୍ରଶସ୍ତ୍ର ଯୋଗାଡ ସହିତ ଯୋଗାଯୋଗ ଉପକରଣ ଯୋଗାଣରେ ସଂପୃକ୍ତ ଥିବା ଅଭିଯୋଗରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ରୁ ତିନିଜଣଙ୍କୁ ସନ୍ଦିଗ୍ଧ ମିଲିସିଆ ଭାବେ ଗିରଫ କରି କୋର୍ଟ ଚାଲାଣ କରିଥିଲା ନର୍ଲା ପୋଲିସ, ବର୍ତ୍ତମାନ ପୁଣି ଜଣେ ସନ୍ଦିଗ୍ଧ ମିଳିସିଆ ଗିରଫ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।

ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ ଗ୍ରାମର ଖଗେଶ୍ଵର ଗଉଡ କେ କେ ବି ଏନ୍ ମାଓ ଡିଭିଜନ କୁ ମାଓ ସାମଗ୍ରୀ ଯୋଗାଣ ଅଭିଯୋଗରେ ଗିରଫ କରିଛି କଳାହାଣ୍ଡି ପୋଲିସ। ଅଭିଯୁକ୍ତ ଠାରୁ ୯ ଡେଟୋନେଟର, ଇଲେକ୍ଟ୍ରି ତାର, ୩ ମାଓ ପୋଷ୍ଟର, ପ୍ରଚାର ପତ୍ର ଆଦି ଖଗେଶ୍ୱର ଠାରୁ ଜବତ କରିବା ସହ ଖଗେଶ୍ବର ଗୌଡ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Related Post

ନାବାଳିକା ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଶାସନର ତଦନ୍ତ ଆରମ୍ଭ

Posted by - May 22, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାରେ ପୁଣି ଗୁରୁ ଶିଷ୍ୟାର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଛାତ୍ରୀ ମାନଙ୍କୁ…

ଭୋଗରାଇ ପୋଲିସ ଦ୍ୱାରା ଚୋରା ପଥର ଗାଡି ଓ ବାଲି ଗାଡି ଜବତ

Posted by - November 15, 2021 0
ଭୋଗ ରାଇ:(ପ୍ରଭାକର ମଲ୍ଲିକ)ଭୋଗରାଇ ପୋଲିସ ଦ୍ୱାରା ୮ ଚୋରା ପଥର ଗାଡି ସହ ଗୋଟିଏ ବାଲି ବୋଝେଇ ଡ଼ମ୍ଫର ଅଟକ।ଆଜି ସକାଳୁ ସକାଳୁ ଜଳେଶ୍ୱର ଚନ୍ଦନେଶ୍ୱର ୫୭…

ଯାଜପୁର ବିଞ୍ଝାର ପୁର ର ରାଜନୈତିକ ସମୀକ୍ଷା…କିଏ ଦେବ ପ୍ରମିଳାଙ୍କୁ ଟକ୍କର?

Posted by - March 7, 2019 0
ଯାଜପୁର ଜିଲ୍ଲାର ଏକ ମାତ୍ର ସଂରକ୍ଷିତ ବିଧାନସଭା ଆସନ ହେଉଛି ବିଂଝାରପୁର। ନବେ ଦଶକରୁ ବିଧାୟିକା ପ୍ରମିଳା ମଲିକ ଏଠା‌େର ଅଣକଂଗ୍ରେସ ଶିବିର ନେତୃତ୍ବ ନେଇଆସୁଛନ୍ତି। ମାତ୍ର…

ବେଆଇନ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ,୨ ପିସ୍ତଲ ସହ ଅନେକ ସାମଗ୍ରୀ ଜବତ, ଜଣେ ଗିରଫ

Posted by - October 11, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ କାରଖାନା ଠାବ ସହ ୪ ବନ୍ଧୁକ,୨ ପିସ୍ତଲସହ ବ୍ୟାପକ ସାମଗ୍ରୀ…

ଇ-ଶ୍ରମକାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

Posted by - October 1, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ସରକାରୀ ଯୋଜନାରେ ସାଧାରଣ ଜନତାଙ୍କୁ ଅସାଧୁ ଙ୍କ ଚାଲିଛି ହରିଲୁଟ!କେନ୍ଦ୍ର ସରକାର ଅଣ ସଂଗଠିତ ଶ୍ରମିକ ଙ୍କ ପାଇଁ ଇ-ଶ୍ରମକାର୍ଡ ପ୍ରଚଳିତ କରିଛନ୍ତି ।ଯେଉଁ ଥିରେ ବିଭିନ୍ନ…