Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଜାତୀୟ ଯକ୍ଷ୍ମ୍l ନିରାକରଣ କାର୍ଯ୍ୟକ୍ରମ

184 0

ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ( NTEP) ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଯକ୍ଷ୍ମା ମୁକ୍ତ ଭାରତ ଗଠନ l

ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ର ବିଭିନ୍ନ ଗ୍ରାମରେ ଯଥା ବୀ ରନରସିଂହପୁର, ପୁରୁଣାକଟକ ଏବଂ ତିଳେଶ୍ୱର ଗ୍ରାମରେ ଗ୍ରାମବାସୀ, ଆଶା,ଓ ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ପାଲା ମାଧ୍ୟମରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ବିଜୟା ଜାଗୃତି ପାଲା ସଂସଦ ର ସଭାପତି ତଥା ବରିଷ୍ଠ ପାଲାଗାୟକ ବାଞ୍ଛାନିଧି ପ୍ରଧାନ ଓ ସାଥୀ କଳାକାର ପାଲା ପରିବେଷଣ କରିଥିଲେ l

Related Post

ଅଣ ସଂକ୍ରାମକ ରୋଗ ସଚେତନତା

Posted by - November 5, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଅଣ ସଂକ୍ରାମକ ରୋଗ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅଡିଓ ଭିଜୁଆଲ ଭ୍ୟାନର ଶୁଭାରମ୍ଭ ହୋଇଯାଇଛି…

ରୋଟାରି କ୍ଳବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଉଦଯାପିତ

Posted by - March 20, 2023 0
ଯାଜପୁର:ଯାଜପୁର ରୋଟାରି କ୍ଳବ ପରିସରରେ କ୍ଲବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଦୀର୍ଘ ପାଞ୍ଚ ଦିନ ଧରି ନିଶୁକ୍ଳରେ ଫିଜିଓଥେରାପି  ସେବା…

ଆପଣଙ୍କୁ ଥଣ୍ଡା କିମ୍ବା ଜ୍ବର ହୋଇଛି କି? ସାବଧାନ! ଭାରତରେ ପଶିଲାଣି କୋରୋନା ଭାଇରାସ୍‌, ଏମିତି ରୁହନ୍ତୁ ସତର୍କ

Posted by - January 25, 2020 1,942
ନୂଆଦିଲ୍ଳୀ: କୋରୋନା ପାଇଁ କୋକୁଆ ଭୟ । ଚୀନରେ ଭାଇରସ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭୁତାଣୁ ଭୟ ଏବେ ଚୀନ ଡେଇଁ ଭାରତରେ…

ଭୟଙ୍କର ପରିସ୍ଥିତି,ପ୍ରତି ୧୦୦ ନମୂନାରୁ ୨୦ରୁ ଅଧିକ ପଜିଟିଭ୍,ବୃଦ୍ଧି ପାଉଛି କରୋନା ମୃତ୍ୟୁ

Posted by - May 26, 2021 0
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୧ହଜାର ଅତିକ୍ରମ କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଟପୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫…

କୋରୋନାର ତୃତୀୟ ଲହର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - August 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ କୋରୋନାର ତୃତୀୟ ଲହର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ…