Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ପୁରୀକୁ ସାଂସ୍କୃତିକ ରାଜଧାନୀ କର: ଅନୁଭବ

1074 0

ନୂଆଦିଲ୍ଲୀ,୧୦ା୭: ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ସ୍ମରଣ କରାଇ ଦେଇଛନ୍ତି। ଲୋକ ସଭାରେ ମଙ୍ଗଳବାର ସେ କହିଛନ୍ତି, ୨୦୧୯-୨୦ ବଜେଟରେ ଦେଶର ୧୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ପ୍ରସ୍ତାବ ଥିବାବେଳେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳକୁ ଅନ୍ତର୍ଭୁକ୍ତ କରା ନ ଯିବା ଉଦ୍‌ବେଗଜନକ। ବଜେଟ ସମ୍ପର୍କିତ ଆଲୋଚନାରେ ଭାଗନେଇ ଅନୁଭବ କହିଲେ, ୨୦୧୯ ସାଧାରଣ ନିର୍ବାଚନ ବେଳେ ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱ ଶ୍ରେଣୀୟ ମାନ୍ୟତା ଦେବା ପାଇଁ ଚିହ୍ନଟ କରାଯାଇଥିବାବେଳେ ଏ କ୍ଷେତ୍ରରେ ପୁରୀକୁ ଭୁଲିଯିବା ଦୁର୍ଭାଗ୍ୟଜନକ।

Related Post

ନବରଙ୍ଗପୁର ରେ ମହିଳା ମାଓବାଦୀର ଆତ୍ମ ସମର୍ପଣ

Posted by - December 11, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ )ଛତିଶଗଡ଼ ମେନପୁର ଡିଭିଜନର ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସେ ଦକ୍ଷିଣାଞ୍ଚଳ ଡିଆଇଜି…

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…

ଅଗଷ୍ଟ ୧୨ ତାରିଖରେ ଏହି ଦେଶ ରେ ପଞ୍ଜୀକରଣ ହେବ କୋଭିଡ ଟୀକା

Posted by - August 8, 2020 0
ନୂଆଦିଲ୍ଲୀ: COVID-19 ଟିକା ଦଉଡ ରେ  ସବୁଠାରୁ ବଡ ବିକାଶ କୁହାଯାଇପାରେ, ରଷିଆ  ଅଗଷ୍ଟ ୧୨, ୨୦୨୦ରେ COVID-19 ଟିକା ପଞ୍ଜିକରଣ କରିବାରେ ବିଶ୍ଵର ପ୍ରଥମ ଦେଶ…

ହରଭଙ୍ଗା ବ୍ଲକ ରେ ଫେଲ ମାରିଲା ପଥପ୍ରାନ୍ତ ବନି କରଣ ଯୋଜନା

Posted by - May 11, 2023 0
ହରଭଙ୍ଗା:୧୦ /୦୫ (ଚିତ୍ତରଞ୍ଜନ ସିଂହ)”ସବୁଜ ସୁନ୍ଦର ବୌଦ୍ଧ ଆମର “ଏହି ଉକ୍ତି ଟି କେବଳ ଲୋକ କଥା ଓ କାନ୍ଥ ବlଡରେ ସୀମିତ.ବୌଦ୍ଧ ଜିଲ୍ଲା ବୌଦ୍ଧ ବନାଞ୍ଚଳ…

There are 1 comments

Leave a comment

Your email address will not be published.