ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ମୃଡୁ ଭୂମିକମ୍ପ ଝଟକା

311 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ଉମରକୋଟ ଚନ୍ଦାହାଣ୍ଡି,ଝରୀଗାଁ ରେ ମୃଡୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି l ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l ପୂର୍ବାହ୍ନ ୧୧:୨୯ ମିନିଟ ରେ ଭୂମିକମ୍ପ ଅନୁଭୂତ ହୋଇଛି l ୩ ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ଅନୁଭୂତ ହେଇଛି l

ଏହି ଭୂମିକମ୍ପ ର ତୀବ୍ରତା ରେକ୍ଟର ସ୍କେଲରେ ୩.୫ ରହିଥିଲା lଏହା ଭୂମିକମ୍ପ ଚନ୍ଦାହାଣ୍ଡି ରେ କେନ୍ଦ୍ରୀଭୂତ ହେଇଥିଲା l ଲୋକମାନେ ଉଭୟରେ ଘରୁ ବାହାରି ଯାଇଥିବା ସୂଚନା ମିଳିଛି l ଚନ୍ଦାହାଣ୍ଡି ରେ କେତେକ ଘର ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି l ଭୁକମ୍ପର ପ୍ରଭାବ ରେ ଗ୍ରାମରେ ଅନେକ ଘରର କାନ୍ଥ ଫାଟିଯାଇଥିବା ଦେଖିବା କୁ ମିଳିଛି l

 

Related Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ରେ ପତିତପାବନଙ୍କୁ ଦର୍ଶନ

Posted by - January 2, 2019 368
ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି। ସେ ଶ୍ରୀମନ୍ଦିର ଭିତରକୁ ନଯାଇ…

କଳାମାଟିଆ ପଂଚାୟତର ୪ଟି ଗ୍ରାମକୁ ବରୀ ପ୍ରଶାସନ ତରଫରୁ ସିଲ

Posted by - May 4, 2020 6
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀବ୍ଲକ ର କଳାମାଟିଆ ପଂଚାୟତର କାଇପଡା ଗ୍ରାମରୁ ଜଣେ , ଉଦୟନାଥପୁର ପଞ୍ଚାୟତ ର ଉଦ୍ୟନାଥପୁର ଗ୍ରମରୁ ଜଣେ ଓ ବାଇଁଶିରିଆ ପଂଚାୟତ…

ସାମାଜିକ ସଂଗଠନ ତରଫରୁ ନିଶା ମୁକ୍ତ ଅଭିଯାନ

Posted by - October 2, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ଆଜି ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମେ ଆଈ ହେଲ୍ପ ୟୁ ମୋ ପରିବାର ତରଫରୁ ଗାନ୍ଧି ଜୟନ୍ତୀ ଉପଲକ୍ଷେ ନିଶା ନିବାରଣ ପାଇଁ…

ଧୁମ୍ ଧାମରେ ଚାଲିଛି ସିର୍ଜାପାଲି ଧନୁଯାତ୍ରା ,ଦେଖିବାକୁ ମିଳୁଛି ପ୍ରବଳ ଜନ ସମାଗମ

Posted by - March 24, 2023 0
କେସିଙ୍ଗା:(ପ୍ରିତେଶ୍ ପଟେଲ୍) ବିଶ୍ଵାପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୁ ପାଥେୟ କରି ଆଜି ପୁର ପଲୀ ରେ ମଧ୍ୟ ଧନୁଯାତ୍ରା ବେଶ ଆଦର ଲାଭ କରିପାରିଛି l କଳାହାଣ୍ଡି…

ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

Posted by - June 28, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ବିଶ୍ୱର ନାଥ ଜଗନ୍ନାଥ ଙ୍କ ଆଜି ଶ୍ରୀ ମନ୍ଦିର କୁ ବାହୁଡା଼!ଏହି ଯାତ୍ରା କୁ ବିଶ୍ୱ ସ୍ତରରେ ପାଳନ…