କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ
କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ ଈକୋ କାର ରେ ଚୋରା ବିଦେଶୀ ମଦ ଚୋରଚାଲନ ହେଉଥିବାବେଳେ କେସିଙ୍ଗା ପୋଲିସ ୬୫.୪ ଲିଟର ବିଦେଶୀ ମଦ, ନଗଦ ୧ ହଜାର ଟଙ୍କା,୪ ଟା ମୋବାଇଲ ଓ କାର କୁ ଜବତ କରିଛି।
ଏହି ଘଟଣା ରେ ଡ୍ରାଇଭର ସଞ୍ଜୟ ନାଗ କୃପା ସୁନାନୀ ଓ ଉପେନ୍ଦ୍ର ସାହୁ ଙ୍କୁ ଗିରଫ କରିଛି।ଧରାପଡିଥିବା ଦୁଇ କର୍ମଚାରୀ କେସିଗା ଏଫ ଏଲ ସୋଫ ତିନ ର ଯାହା ସୁଚନା ପୋଲିସ ତରଫ ରୁ। ଚୋରା ମଦ ଚୋରାଚାଲନ ହେଉଥିବା ରୁ ନିର୍ବାଚନ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି।