କେସିଙ୍ଗା ପୋଲିସ ଜବତ କଲା ୫୬ ଲିଟର ୪୦୦ଏମେଳ ଚୋରା ବିଦେଶୀ ମଦ

134 0

କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ
କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ ଈକୋ କାର ରେ ଚୋରା ବିଦେଶୀ ମଦ ଚୋରଚାଲନ ହେଉଥିବାବେଳେ କେସିଙ୍ଗା ପୋଲିସ ୬୫.୪ ଲିଟର ବିଦେଶୀ ମଦ, ନଗଦ ୧ ହଜାର ଟଙ୍କା,୪ ଟା ମୋବାଇଲ ଓ କାର କୁ ଜବତ କରିଛି।

ଏହି ଘଟଣା ରେ ଡ୍ରାଇଭର ସଞ୍ଜୟ ନାଗ କୃପା ସୁନାନୀ ଓ ଉପେନ୍ଦ୍ର ସାହୁ ଙ୍କୁ ଗିରଫ କରିଛି।ଧରାପଡିଥିବା ଦୁଇ କର୍ମଚାରୀ କେସିଗା ଏଫ ଏଲ ସୋଫ ତିନ ର ଯାହା ସୁଚନା ପୋଲିସ ତରଫ ରୁ। ଚୋରା ମଦ ଚୋରାଚାଲନ ହେଉଥିବା ରୁ ନିର୍ବାଚନ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି।

Related Post

ଧର୍ମଗଡ଼ ବସ୍ତିପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରାହାସ

Posted by - December 9, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଧର୍ମଗଡ଼ ଵସ୍ତିପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଏ ଅଞ୍ଚଳର ଏକ ଲୋକ ନୃତ୍ୟ ରାହାସ…

ଖପ୍ରାଖୋଲ ରେ ୪୯ ତମ ଦୁର୍ଗାପୂଜା , ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ

Posted by - October 3, 2022 0
ଖପ୍ରାଖୋଲ: ୦୩/୧୦(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ୪୯ ତମ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ପ୍ରଥମେ ବେଲ୍ୟ ବରଣ ସହ କଳସ ଶୋଭାଯାତ୍ରା…

ବ୍ଲକ ସ୍ତରୀୟ ପରାମର୍ଶ ତଥା ନିଯୁକ୍ତି ମେଳା ଅନୁଷ୍ଠିତ

Posted by - November 12, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ବ୍ଲକ କାର୍ଯାଳୟ ଠାରେ ବ୍ଲକ ସ୍ତରୀୟ ପରାମର୍ଶ ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର…

ଚିରନ୍ତନୀ କାର୍ଯ୍ୟାଳୟରେ କରୋନା ସଚେତନତାର ଦ୍ଵିଶତତମ ଦିବସ ପାଳନ

Posted by - October 10, 2020 0
ଯାଜପୁର ଅଫିସ :ସମଗ୍ର ବିଶ୍ୱ ମହାମାରୀ କରୋନାର କବଳରେ ପଡି ତ୍ରାହି ତ୍ରାହି ଡାକୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବେ ମାର୍ଚ୍ଚ…