Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

କପସିପାଲି ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ,ସୁନାମୁଦୀ ଦଳ ଚମ୍ପିୟାନ

376 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ବ୍ଲକ ଓଡିଆପାଲି ପଂଚାୟତ କପସିପାଲି ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l କପସିପାଲି ଭଲିବଲ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ l ଫାଇନାଲ ଖେଳ ସୁନାମୁଦୀ ଓ କପସିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ସୁନାମୁଦୀ ଦଳ ଗୋଟିଏ ପଏଣ୍ଟ ଅଧିକ ପାଇ ବିଜୟୀ ଘୋଷିତ ହୋଇଥିଲା ।

ଖେଲଟିକୁ ଦେବନମୟ ମିଶ୍ର ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ଯ ଅତିଥି ରୁପେ ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ , ସମ୍ମାନୀୟ ଅତିଥି ଭାବେ ପିଙ୍କି ଦଣ୍ଡସେନା, ୱାର୍ଡସଭ୍ୟ କଲାକାହ୍ନୁ ବିଶ୍ୱାଳ, ମହାବୀର ସିଂ ବରିହା ପ୍ରମୁଖ ଯୋଗଦେଇ ଥିଲେ l ଚମ୍ପିୟାନ ଦଳ କୁ ଟ୍ରଫି ସହ ୨୫ ଶହ ଏବଂ ରନର୍ସଅପ୍ ଦଳ କୁ ୨ହଜାର ଟଙ୍କା ପ୍ରଦାନ କରିଥିଲେ। କପସିପାଲି ଭଲିବଲ ସଂଘର ଉମେଶ ସାହୁ, ଆଲୋକ ବିଶ୍ୱାଳ,ରୋମିଓ ସାହୁ, ଟୁଲୁ ବରିହା, ଜିତୁ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Related Post

ଶୁଭମ ସ୍ମାରକୀ କ୍ରିକେଟ ଟୁଣ୍ଣାମେଟ ତୃତୀୟ ଦିବସ ରେ ଯାଲlଇ ବିଜୟ

Posted by - February 2, 2022 0
ବୌଦ୍ଧ :.ବୋୖଦ୍ଧଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଲିଙ୍ଗ ପଡ଼ିଆରେ ଶୁଭମ ସ୍ମାରକୀ କ୍ରିକେଟ ଟୁଣ୍ଣାମେଟ ର ତୃତୀୟ ଦିବସ ଖେଳ ଆଜି ହୋଇଯାଇଛି। ଏହି ଖେଳର…

ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ

Posted by - December 21, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 2ଦିନ ଧରି ୫୫ ତମ ବାର୍ଷିକ କ୍ରୀଡା ର ଉଦଯାପନୀ ଉତ୍ସବ ହୋଇଯାଇଛି!ଉଦ୍ଘାଟନୀ ଉତ୍ସବ…

ଯାଜପୁରରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ

Posted by - January 8, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ ଆନ୍ତର୍ଜାତୀୟ ହକି ତାରକା ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ,  ବର୍ତ୍ତମାନର ଭାରତୀୟ ପୁରୁଷ ହକି…

ଆମପାଣି ବୁଢ଼ାରଜା ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉଦଯାପିତ

Posted by - December 20, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ବୁଢ଼ାରଜା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ରବିବାର ଉଦଯାପିତ ହୋଇଯାଇଛି।…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦ୍ଧଯାପିତ,ଫାଇନାଲରେ ଖେଳରେ ଜୁରାବନ୍ଧ ବିଜୟୀ

Posted by - November 14, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମ ପଞ୍ଚାୟତର ହାଇସ୍କୁଲ ଖେଳ ପଡିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ ମା…