ହରିଶଙ୍କର ରେ ବୁଲୁଛି ଚିତାବାଘ, ଲୋକେ ଭୟ ଭିତ

166 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ହରିଶଙ୍କର ଠାରେ ଚିତାବାଘ ରାତି ରେ ବୁଲୁଥିବା ପ୍ରତକ୍ଷଦର୍ଶୀଙ୍କ ଠାରୁ ଜଣାଯାଇଛି। ପାହାଡ଼ ରେ ପୁର୍ବରୁ ଅନେକ ଚିତାବାଘ ଥିବା ଜଣା ଯାଇଥିଲେ ମଧ୍ଯ ଜନବସତି ପାଖକୁ ଆସିବାକୁ ନେଇ ହରିଶଙ୍କର ରେ ଲୋକ ଙ୍କ ମଧ୍ଯ ରେ ଭୟ ଦେଖାଦେଇଛି।

ହରିଶଙ୍କର ଠାରେ ହରଣ ପାର୍କ ଥିବାରୁ ଚିତାବାଘ ଆକ୍ରମଣ ଭୟ ରହଛି। ଏନେଇ ହରିଶଙ୍କର ବନ ବିଭାଗ ରେଂଜ ଅଧିକାରୀ ପ୍ରଭାତି ସେଠ ଙ୍କୁ ପଚାରିବାରୁ ଗନ୍ଧମାର୍ଦ୍ଦନ ପାହାଡ଼ ରେ ଚିତାବାଘ ଅଛନ୍ତି ହେଲେ ହରିଶଙ୍କର ରେ ବିଲମ୍ବିତ ରାତିରେ ବୁଲିବା ଶୁଣିଛି, ଏନେଇ ବନ ବିଭାଗ ସତର୍କ ଥିବା କହିଛନ୍ତି।

Related Post

ଛେଳି ମାରି ପୋଲିସ କର୍ମଚାରୀ ମାଂସ ଖାଇଥିବା ଅଭିଯୋଗ ରେ ସିନ୍ଧେକେଲା ଥାନା ସମ୍ମୁଖରେ ଚାପା ଉତେଜନା, ASI ସସପେଣ୍ଡ

Posted by - January 1, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଚାପା ଉତେଜନା ଦେଖାଦେଇଥିଲା । ସିନ୍ଧେକେଲା ଥାନା କୁ ଯୋଗଦେଇଥିବା ନୂତନ…

ଝରଣା ପାଣି ଭରସା ରେ କୁଟ୍ରୂମାଲି ଗ୍ରାମବାସୀ। ଯୋଜନ ଦୂରରେ ବସୁଧା, ସୌଭାଗ୍ୟ ଯୋଜନା

Posted by - September 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବିକାଶ ପାଇଁ ମାଳ ମାଳ ଯୋଜନା ଚାଲିଛି, ପାଣି ପରି କୋଟି କୋଟି ଟଙ୍କା ର ବ୍ୟୟ ବରାଦ…

ଜୋର୍ ଧରିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ପୂରଣ ନ ହେଲେ ଆନ୍ଦୋଳନ

Posted by - December 6, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତାଦାବି ନେଇ ଆନ୍ଦୋଳନ ଜୋର୍ ଧରିଛି । ଗତ ନଭେମ୍ବର ୧୮ ତାରିଖ ଦିନ ଧର୍ମଗଡ଼ ଉପଖଣ୍ଡ…

ବାରମ୍ବାର ଫୋନ ସତ୍ବେ ୧୦୮ଏମ୍ବୁଲେନ୍ସ ଆସିଲାନି,ଶେଷରେ ଟ୍ରଲି ରେ ବୁହାହେଲେ ପ୍ରସୂତି

Posted by - May 6, 2020 1,834
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତ ରେ ୨ଟି କରୋନା ରୋଗୀ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ବରି ପ୍ରଶାସନ ତରଫରୁ ସିଲ କରିଯାଇଥିଲା…