ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

140 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ୱାର୍ଡ଼ ନଂ.୦୧ର ବରହମପୁରା ସ୍ଥିତ ଖେଳ ପଡିଆରେ ଶ୍ରୀ ବରାଡ ବାଲୁଙ୍କେଶ୍ୱର ବାବା କ୍ଲବ୍ ପକ୍ଷରୁ ୩୧ତମ ଦ୍ବିଦୀବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି । ସମୁଦାୟ ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।

ଫାଇନାଲ ମ୍ୟାଚରେ ମିସ୍ତ୍ରୀପଡା ଦଳ ୫-୪ ପେନାଲଟି ସୁଟ୍ ଆଉଟ୍ ଜରିଆରେ ଆୟୋଜକ ବରହମପୁରା ଦଳକୁ ପରାସ୍ତ କରିଥିଲା । ଅତିଥି ଭାବେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ଯୁବ ନେତା ଉତ୍ତମ ବାଗ୍ ପ୍ରମୁଖ ଯୋଗଦାନ କରିଥିଲେ ।

ଆୟୋଜକ ଭାବେ କ୍ଲବ ସଭାପତି ଉମେଶ ଓରାମ, ସମ୍ପାଦକ ଦିଲୁ ରନବିଡା, କୃପାସାଗର ଦୀପ୍, ନାରେନ୍ ବଗାର୍, କିରନ୍ ଓରାମ, ସୁକଦେବ ଓରାମ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ ।

 

Related Post

କାମତା କୁ ପରାଜୟ କରି ସେମିଫାଇ ନାଲରେ ମାଲକାନଗିରି

Posted by - October 21, 2021 0
ତେନ୍ତୁଳିଖୁଣ୍ଟି:(ବେଣୁ ଗୋପାଳ ରାଓ )ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଷ୍ଟାଡିୟମ ଠାରେ ,୨ୟ ଦିନରେ ହୋମ ଟିମ କାମତା ବନାମ ମାଲକାନଗିରି ମଧ୍ୟରେ…

ରାଜ୍ୟ ସ୍ତରୀୟ କରାଟେ ଚାଂପିଆନସିପ ଉଦଯାପିତ

Posted by - November 17, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ସହର ଠାରେ ରାଜ୍ୟ ସ୍ତରୀୟ କରାଟେ ଚାଂପିଆନସିପ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ରାଜ୍ୟ ସ୍ତରୀୟ ସାକୋ open କରାଟେ ଚାଂପିଆନସିପ ରେ…

ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା

Posted by - December 13, 2019 0
ଭୂବନେଶ୍ୱର: ତା,(୧୧.୧୨.୧୯) ଭୂବନେଶ୍ୱରର ରଘୁନାଥପୁର ଠାରେ ଥିବା ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଏକ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ,କ୍ବାଟର ଫାଇନାଲରରେ ରାଉଲକେଲା କୁ ହରାଇ ବରଗଡ଼ ବିଜୟୀ

Posted by - February 9, 2022 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆରେ ଆଜି ବିଜୟାୟୁଥକ୍ଲବ ଜରିଆରେ ବରଗଡ଼ ଓ ରାଉରକେଲା ମଧ୍ୟରେ କ୍ବାଟର…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣା ମେଣ୍ଟ,ଚତୁର୍ଥ ଦିବସଖେଳରେ ଜୁରାବନ୍ଧ ବିଜୟୀ

Posted by - December 24, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ପଞ୍ଚାୟତରେ ବଲାଙ୍ଗୀର ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ ଜୁରାବନ୍ଧ କପିଲେଶ୍ବର ଯୁବକ ସଂଘ ଏବଂ ଇଲେଭେନ ଷ୍ଟାର…